ଭାଷା ଭାଗବତ : ଭାଷା-ସେବା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିତ୍ୟ ଲିଖନ କରେଁ ମୁହିଁ
କିଏ ପଢ଼ଂତି ଜାଣେନାହିଁ
କାମ କରି ରହିଛିଁ ସୁଖେ
ଯାଏଁନି ଗୋଷ୍ଠୀର ସମ୍ମୁଖେ
ସଭାକୁ ଯାଇ ଅଭିନୟ
କରିବା ପାଇଁ ମନେ ଭୟ
କରିଛି ଯେଣୁ ସ୍ଥାୟୀ ଘର
ହୋଇଛିଁ ନିଜେ ହିଁ ନିଜର…