Latest Odisha News

BREAKING NEWS

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାପାଇଁ ଖଡଗେ ଏବଂ ସୋନିଆଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରା ଯାଇଛି । ଅଯୋଧ୍ୟାରେ ଏହି କାର୍ଯ୍ୟକ୍ରମ୨୦୨୪  ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭାଷା ଭାଗବତ : ଆଶୁବିଶ୍ବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆଶୁବିଶ୍ବାସୀ ହେଲେ ଜଣେ ଯାହା ଶୁଣେ, ତା ସତ୍ୟ ମଣେ କରେନାହିଁ ବାଛବିଚାର ମଥାକୁ କରେ ମିଛ-ଘର ଟିକେ ଅଧିକ ଖୋଜାଖୋଜି କରିବା ପାଇଁ ନୁହେ ରାଜି ତତ୍କାଳ କରଇ ପ୍ରଚାର ଯାହା ବି ଧାରଣା ତାହାର …

ଆଣବିକ ଯୁଦ୍ଧକୁ ନେଇ ପୁଣି ଧମକ ଦେଲେ କିମ ଜୋନ:କହିଲେ, ଆମକୁ ଉସକାଇଲେ ପରମାଣୁ ଆକ୍ରମଣ କରିବାକୁ ପଛାଇବୁ ନାହିଁ

ନୂଆଦିଲ୍ଲୀ:ଉତ୍ତରକୋରିଫ ତାନାଶାହୀ କିମ ଜୋଙ୍ଗ ପୁଣି ଥରେ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି । କିମ ଜୋନ କହିଛନ୍ତି, ଯଦି କେହି ଶତ୍ରୁ ତାଙ୍କୁ ପରମାଣୁ ଅସ୍ତ୍ର ଧମକ ଦେଇ ଉସକାଏ ତେବେ ସେ ପରମାଣୁ ଆକ୍ରମଣ କରିବାକୁ ପଛାଇବେ ନାହିଁ । କେସିଏନଏ ନିଉଜ ଏଜେନ୍ସି ଅନୁସାରେ, କିମ ଜୋନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ଅଷ୍ଟମ ଅବତାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳା ମୟ ଶ୍ରୀଜଗନ୍ନାଥଙ୍କ ଅଷ୍ଟମ ଅବତାର ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ କିଛି ଶାସ୍ତ୍ର ବର୍ଣ୍ଣିତ କରିଛି । କିନ୍ତୁ ବିଶେଷ ଭାବରେ ଶ୍ରୀକୃଷ୍ଣ ଙ୍କୁ ସ୍ୱୟଂ ଭଗବାନ ବୋଲି ସ୍ୱୀକାର କରାଯାଇଛି ।…

ଏମିତି ଦେଶ: ଯେଉଁଠି ପ୍ରତି ୬ ମାସରେ ବଦଳେ ନାଗରିକତା

ଦୁନିଆର ପ୍ରତ୍ୟେକ ଦେଶ ନିଜ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ । କେବଳ ଗୋଟିଏ ଦେଶର ଆଇନଗତ ନାଗରିକ ସେହି ଦେଶର ସମସ୍ତ ସୁବିଧା ପାଇ ପାରିବେ । ଯେକୌଣସି ଦେଶର ନାଗରିକତ୍ୱ ପାଇଁ ଅନେକ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ । କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ବାସ କରୁଥିବା ଲୋକଙ୍କ…

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀ, ୩୦ ହଜାର ଟଙ୍କା ଜବତ

ସୁନ୍ଦରଗଡ଼: ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଟାଟାପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିଛି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି…

ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲରେ ୬ଷ୍ଠ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲର ୬ଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଡିସେମ୍ବର ୨୦ ଓ ୨୧ ଦୁଇ ଦିନ ଧରି ଉତ୍ସାହର ସହ ପାଳନ ହେଉଛି । 'ଦଶାବତାର'ର ବିଷୟବସ୍ତୁକୁ ନେଇ ଏହି ଉତ୍ସବ ଏକ ଆଥଲେଟିକ୍ ମିଟ୍ ସହିତ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭୁବନେଶ୍ୱର ଡିଆଇଜି ତଥା…

ବଦଳିବ ଅପରାଧର ସଂଜ୍ଞା: ନଜର ପକାନ୍ତୁ, ଛିନତାଇ, ଗଣ ଦୁଷ୍କର୍ମ ଓ ଭିଡ ହିଂସାର ଦଣ୍ଡବିଧାନ କ’ଣ ରହିଛି?

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ତିନିଟି ବିଲ୍ ଉପରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଏହାକୁ ୧୫୦ ବର୍ଷର ପରାଧୀନତାର ମାନସିକତାରୁ ବାହାରିବା ବୋଲି କହିଛନ୍ତି। ଏହି ତିନିଟି ନୂଆ ଆଇନ ବିଲ୍ ପାସ୍ ହେବା ପରେ ଅନେକ ବିଭାଗରେ ଗୁରୁତ୍ୱପୂର୍ଣ୍ଣ…

କଂଗ୍ରେସ ପାଣ୍ଠିକୁ ନିରଞ୍ଜନ ପଟ୍ଟନାୟକ ଦେଲେ ୧ ଲକ୍ଷ ୩୮ ହଜାର, ଏଯାବତ କେତେ ମିଳିଲାଣି ଚାନ୍ଦା?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର କ୍ରାଉଡଫଣ୍ଡିଂ ଅଭିଯାନ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇ କହିଛନ୍ତି ଯେ…

 ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି

ଜନକପୁର: ଖାଦ୍ୟ ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି । ଖାଦ୍ୟ ଶସ୍ୟ ବ୍ୟବହାର କରି ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ଚିତ୍ର ବନାଇ ବିଶ୍ୱ ରେକର୍ଡ କଲେ ନେପାଳର କାରିଗର । ଏହାକୁ ତିଆରି କରିବା ପାଇଁ ୧୧ ପ୍ରକାରର ଶସ୍ୟ ବ୍ୟବହାର କରାଯାଇଥିଲା । ଏଥିରେ ଧାନ, ମାଣ୍ଡିଆ,…