ବଦଳିବ ବାରବାଟୀ କ୍ରିକେଟ ଷ୍ଟାଡିୟମର ଚେହେରା
କଟକ: ବାରବାଟୀ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମାନର କରିବା ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଯୋଜନା କରୁଛି।
ରବିବାର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ନବୀକରଣ ନେଇ ଏକ ବିସ୍ତୃତ…