Latest Odisha News

BREAKING NEWS

ମୁଁ ମରିବି ପଛେ, ଡରିବିନି; ସାହସ ଅଛି ତ ସାମ୍ନାକୁ ଆସ- ହତ୍ୟା ଧମକ ପରେ ବିରୋଧୀଙ୍କୁ ଚାଲେଞ୍ଜ ଦେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ମୁଁ ମରିବି ପଛେ ଡରିବିନି । ମୁଁ ଧର୍ମକୁ ବିଶ୍ୱାସ କରେ । ମୁଁ ଧର୍ମରେ ରହିଛି । ମୋର ଅଧର୍ମ କେବେ କିଛି କ୍ଷତି କରିପାରିବ ନାହିଁ । ସତ୍ୟ ମୋର ଶକ୍ତି ଏବଂ ଶକ୍ତି ମୋର ଅସ୍ତ୍ର । ସାହାସ ଅଛି ତ ସାମ୍ନାକୁ ଆସ, ମୋତେ ମୁକାବିଲା କର । ମୁଁ ଲୁଚିବା ଝିଅ ନୁହେଁ…ମିଡିଆ ଆଗରେ…

ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ

ଭୁବନେଶ୍ଵର: ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ । ମୁହଁ ବାହାର କରିପାରୁନଥିବାରୁ ଛାଟିପିଟି ହେଉଛି ଗୋଧୀ । ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଥିବା ମେଘେଶ୍ଵର କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଧୀଟିକୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲ୍ପ ଲାଇନ । ଗୋଧୀର…

ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଲଗାତାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ନେତା

ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।   ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ…

ସିଂହଦ୍ବାରରେ ମହାପ୍ରଭୂଙ୍କ ମୂଷିକ ଭକ୍ତ

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର। ସେ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଠାକୁର ।  ବିଶ୍ବର କୋଣ ଅନୁକୋଣରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ବଡ ଠାକୁରଙ୍କୁ ଦର୍ଶନ କରିବା ଲାଗି ଆସନ୍ତି  । କେବଳ ମନୁଷ୍ୟ ନୁହଁନ୍ତି , ଦେବତା, ଦାନବ, ଯକ୍ଷ ଯେପରି କାଳିଆ ଠାକୁରଙ୍କ ଦର୍ଶନ ପାଇଁ…

ଗୋଟେ ସିକ୍ରେଟ ଡାଏରୀ, ପୁଣି ସୋସିଆଲ ମିଡିଆ ଗ୍ରୁପ୍, ଆଉ ସେଥିରେ ୭ ସଦସ୍ୟ… ଏପରି ଭାବେ ଯୋଡି ହୋଇ ରହିଛି ସଂସଦ କାଣ୍ଡ…

ନୂଆଦିଲ୍ଲୀ: ସଂସଦରେ ଘଟିଥିବା ସ୍ପ୍ରେ କାଣ୍ଡ ପୁରା ଦେଶକୁ ବର୍ତ୍ତମାନ ହଲଚଲ୍ କରିଦେଇଛି । ଏତେ ହାଇ ସିକ୍ୟୁରିଟି ମଧ୍ୟରେ ସଂସଦର ଅନୁପ୍ରବେଶ ଅଞ୍ଚଳରେ ଏଭଳି ଆତଙ୍କୀ କାର୍ଯ୍ୟ ଏବେ ସମସ୍ତଙ୍କ ନିଦ ହଜେଇଦେଇଛି । ଆତଙ୍କବାଦୀ ଆକ୍ରମଣ ଭଳି ଘଟିଥିବା ଏହି ଘଟଣା ଦେଶର ସମସ୍ତ ଗୁପ୍ତଚର ଏଜେନ୍ସି…

ବିଶ୍ଵର ସବୁଠାରୁ ସୁଖି ଦେଶ ହେଉଛି ଫିନଲ୍ୟାଣ୍ଡ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି, କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୱାର୍ଲ୍ଡ ହାପିନେସ୍ ରିପୋର୍ଟ । ବିଶ୍ଵର କେଉଁ ଦେଶ ସବୁଠାରୁ ସୁଖୀ ଦେଶ ତାହା ଜଣାଇଛି ଏହି ରିପୋର୍ଟ । ତେବେ ଏହି ରିପୋର୍ଟରେ ଭାରତର ସ୍ଥାନ କେଉଁଠି ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରିପୋର୍ଟ ଅନୁସାରେ ଫିନଲ୍ୟାଣ୍ଡ ହେଉଛି ଦୁନିଆର ସବୁଠାରୁ ସୁଖୀ ଦେଶ ।…

ବେକାର ଯୁବକ-ଯୁବତୀଙ୍କୁ କେବେ ମିଳିବ ସ୍ଥାୟୀ ନିଯୁକ୍ତି?

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ଏହାର ଉତ୍ତର…

ସ୍ଵୀଗି ଜାରି କଲା ବାର୍ଷିକ ତାଲିକା, ଚଳିତବର୍ଷ ମଧ୍ୟ ସବୁଠାରୁ ଆଗରେ ବିରିୟାନି

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୩ ଜାନୁଆରୀ ୧ ରେ ଅନଲାଇନ୍ ଖାଦ୍ୟ ବିତରଣ ଆପ୍ ସ୍ଵୀଗିରେ ୪.୩ ଲକ୍ଷ ବିରିୟାନି ଅର୍ଡର ହୋଇଥିବା ବେଳେ ୮୩.୦୫ ନୁଡୁଲ୍ସ ଅର୍ଡର କରାଯାଇଥିଲା | ନଭେମ୍ବର ୧୯,୨୦୨୩ ରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ଵ କପ୍ ଦିନ, ଦେଶରେ…

ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ନେତା ତଥା ଉପସଭାପତି ଦେବୀ ମିଶ୍ର…

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ…