Latest Odisha News

BREAKING NEWS

ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ

ଜୋହାନ୍ସବର୍ଗ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେ ମାତ୍ର ୫୬ ବଲରେ ୭ ଚୌକା ଓ ୮ ଛକା ସହାୟତାରେ ୧୦୦ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପନର ଯଶସ୍ୱୀ ଜୈସୱାଲ ୪୧ ବଲରୁ…

ଜାମିନ ବାବଦକୁ ସିସୋଦିଆଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ବାବଦ ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଅକ୍ଟୋବର ୩୦ରେ ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଥିଲେ । ନଭେମ୍ବର ୨୯ରେ ସିସୋଦିଆଙ୍କ ପକ୍ଷରୁ ରିଭ୍ୟୁ…

ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ, ନଳକୂପ ଖନନ ପାଇଁ ଚାଲିଛି ଆବେଦନ

ନବରଙ୍ଗପୁର: ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ ।   କରୁଛନ୍ତି ଚାଷୀ । ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମରେ ଚାଷୀଙ୍କ ଜମିକୁ ଗଭୀର ନଳକୂପ ମାଧ୍ୟମରେ ଜଳସେଚିତ କରିବା ପାଇଁ ଚଳିତମାସ ଡିସେମ୍ବର ୪ ତାରିଖରୁ ୧୬ ତାରିଖ…

ଭଡ଼ା ଘର ଦେବା ନାଁରେ ଓଏଲଏକ୍ସରେ ଠକେଇ ଅଭିଯୋଗ, ଯୁବକ ଗିରଫ

ଭୁବନେଶ୍ୱର: ମନମୁଖୀ ଭଡ଼ା ବିଜ୍ଞାପନ ଦେଇ ସମ୍ଭାବ୍ୟ ଭଡ଼ାଟିଆଙ୍କୁ ଶୋଷଣ କରୁଥିବା ଜଣେ ଠକକୁ ଧରିଛି ଭୁବନେଶ୍ୱର କମିସନରେଟ୍ ପୁଲିସ। ଯାଜପୁର ସଦରର ଧୀରେନ୍ଦ୍ର କୁମାର ଜେନା (୩୭) ମୁଖ୍ୟତଃ ଓଏଲଏକ୍ସ ପ୍ଲାଟଫର୍ମରେ ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ ଘର ଦେବାର ପ୍ରତିଶ୍ରୁତି ଦେଇ…

ଆଜି ଦେଖାଯିବ ମହାଜାଗତିକ ଦୃଶ୍ୟ: ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ

ନୂଆଦିଲ୍ଲୀ: ଆଜି ସୃଷ୍ଟି ହେବ ମହାଜାଗତିକ ଘଟଣା । ପୃଥିବୀ ଉପରେ ବହୁସଂଖ୍ୟକ ଉଲକାପାତ ହେବ । ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ ହେବ। ୩୨୦୦ ଫେଥନ ନାମକ କ୍ଷୁଦ୍ର ଗ୍ରହରୁ ଜାତ ଉଲକାପିଣ୍ଡ ପୃଥିବୀ ମୁହାଁ ହେବ । ପୃଥିବୀ ଜେମିନିଡର ନିକଟତର ହେବା ମାତ୍ରେ ଉଲକାପାତ ଦୃଶ୍ୟମାନ ହେବ ।…

ଓଡ଼ିଶା ଭ୍ରମଣରେ ଆସିଥିବା ଫ୍ରାନ୍ସ ପର୍ଯ୍ୟଟକଙ୍କୁ ବାଟବଣା କଲା ଗୁଗୁଲ ମ୍ୟାପ

ସୋର: କେବଳ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କଲେ କେବେ କେବେ ଆପଣ ବିପଥଗାମୀ ହୋଇପାରନ୍ତି। ଯାହା କୋଲକାତା ଯିବାକୁ ଲକ୍ଷ୍ୟ ରଖିଥିବା ଫ୍ରାନ୍ସ ପର୍ଯ୍ୟଟକ ମାର୍ଶଲଙ୍କ କ୍ଷେତ୍ରରେ ଘଟିଛି। ସେ ଗୋପାଳପୁର ଜଳପ୍ରପାତକୁ ଯିବା ପାଇଁ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଥିଲେ କିନ୍ତୁ ସିନ୍ଧୁଆ…

ପରଲୋକରେ ଶ୍ରୀକ୍ଷେତ୍ର କବି ରଘୁନାଥ ରାଉତ, ଶତାଧିକ ଗୀତ ଓ ଜଣାଣର ଥିଲେ ରଚୟତା

ଭୁବନେଶ୍ଵର: ପରଲୋକରେ ଶ୍ରୀକ୍ଷେତ୍ର କବି ରଘୁନାଥ ରାଉତ । ଆଜି ଦିନ ୧୨ଟା ସମୟରେ ସୂର୍ଯ୍ୟନଗର ୟୁନିଟ-୭ ଦୁର୍ଗା ମଣ୍ଡପ ନିକଟରେ ରହୁଥିବା ଏକ ଭଡାଘରେ ତାଙ୍କର ବିୟୋଗ ହୋଇଛି । ଜୀବନକାଳ ମଧ୍ୟରେ ସେ ଅନେକ ଭଜନ ଗୀତ ସହ ଜଣାଣର କରିଥିଲେ ରଚନା । ଆହେ ଚକା ଆଖି ଆହେ ଚକା ଆଖି, ମୋ ବାହୁଡା଼…

୧୫ମିନିଟରେ ଦୁଇଟି ଦୁର୍ଘଟଣା, ୧୭ଗାଡି ସହ ୧୬ଜୀବନ୍ତ ଦଗ୍ଧ

ଭେନେଜୁଏଲା: କରାକାସ ନିକଟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଏକକାଳୀନ ୧୭ଟି ଗାଡି ଜଳିଯିବା ଯୋଗୁଁ ୧୬ଜଣ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଉଦ୍ଧାର କରିବା ପ୍ରକ୍ରିୟା ଜାରିରହିଥିବା ବେଳେ ଏବେ ଯାଏ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ୬ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

କଟକ-ଭୁବନେଶ୍ବରରେ ଜମି କିଣୁଥିଲେ ସାବଧାନ, ଗିରଫ ହେଲା ଠକ ବିକାଶ ପଣ୍ଡା

ଭୁବନେଶ୍ୱର: ଟ୍ବିନ ସିଟିରେ ଜମି କିଣିବାକୁ ଲକ୍ଷ୍ୟ ରଖିଥିବା ଲୋକଙ୍କ ଉପରେ ଠକଙ୍କ ଆଖି। ଚିକଣିଆ କଥା କହି କରୁଛନ୍ତି ଠକେଇ। ନକଲି କାଗଜପତ୍ର ଏବଂ ପାୱାର ଅଫ୍ ଆଟର୍ଣ୍ଣି ବ୍ଯ଼ବହାର କରି ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଜମି ବିକ୍ରି କରୁଥିବା ଜମେ ଠକକୁ କମିଶନରେଟ୍ ପୋଲିସ କରିବା ପରେ…

ଆସନ୍ତାକାଲି ୬୮ ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପ୍ରଦାନ କରାଯିବ ୬୮ତମ ଜାତୀୟ ରେଳ ପୁରସ୍କାର । ଆସନ୍ତାକାଲି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଏହି ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । କର୍ମଚାରୀଙ୍କ ମଧ୍ୟରେ…