ଅକ୍ଟୋପସ୍ର ୩ ହୃତ୍ପିଣ୍ଡ
ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍ପିଣ୍ଡ (ହାର୍ଟ) ଥିବା ସହିତ ୯ଟି ମସ୍ତିଷ୍କ ରହିଛି। ଅକ୍ଟୋପସ୍…