Latest Odisha News

BREAKING NEWS

୨୦୨୩ ମସିହାରେ ସବୁଠାରୁ ଅଧିକ ଦେଖିଥିବା ଭିଡ଼ିଓ

ନୂଆଦିଲ୍ଳୀ: ୨୦୨୩ ମସିହାରେ ଏମିତି ଏକ ଭିଡ଼ିଓ ଅଛି ଯାହାକୁ ବେଶୀ ଗ୍ରହଣୀୟତା ମିଳିଛି । ମେକଅପ୍ ସହିତ ଜଡିତ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ମେକ୍‌ଅପ୍ ପୂର୍ବରୁ ଦେଖିଥିବା ଅଧିକାଂଶ ଚେହେରାକୁ ମେକ୍‌ଅପ୍ ପରେ ଚିହ୍ନି ହୋଇ ନ ଥାଏ । କିନ୍ତୁ ୨୦୨୩ ମସିହାରେ ଏକ ମେକ୍‌ଅପ୍…

ସମୁଦ୍ରକୂଳରେ ପଡ଼ିଛନ୍ତି ଅସଂଖ୍ୟ ମଲାମାଛ

ଟୋକିଓ: ଜାପାନର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ସମୁଦ୍ର କୂଳରେ କୁଢ କୁଢ ମଲାମାଛ । ସାର୍ଡାଇନ୍ ଓ ମ୍ୟାକ୍‌ରଲ୍ ସମେତ ଅସଂଖ୍ୟ ମଲାମାଛ ସମୁଦ୍ରକୂଳରେ ପଡ଼ିଥିବା ଦେଖି ସରକାରୀ ଅଧିକାରୀମାନେ ଆଚମ୍ବିତ ହୋଇଯାଇଛନ୍ତି । ପରେ ଏତେ ମାଛ ଦେଖି ସ୍ଥାନୀୟ ଲୋକେ ମାଛସବୁ ଗୋଟାଇ ବିକ୍ରି କରିବାକୁ ନେଇଥିଲେ…

ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ…

କେବେ ମିଳିବ ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୁରଣ ରାଶି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ଵର: ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୁରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ଦଫା ଦାବିକୁ ପୂରଣ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,…

ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ, ଟ୍ରେଣ୍ଡରେ ଏବେ ନୂତନ ଶୀତବସ୍ତ୍ର…

ଭୁବନେଶ୍ୱର: ଶୁଭାରମ୍ଭ ହୋଇଛି ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ । “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତକ ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ…

ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀ, ଗଣିବେ ୧୨ ଲକ୍ଷର ତଣ୍ଡ

ଭୁବନେଶ୍ଵର: ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀ । ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ନାୟକ ଓ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ନବରଙ୍ଗପୁର ଉମରକୋଟ…

ଦଳର ଅତି ନିକଟତର, ୩ଥର ବିଧାୟକ, କିଏ ଏହି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ?

ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ଲାଗିରହିଥିବା ସମସ୍ତ ଦ୍ଵନ୍ଦର ଶେଷ ହୋଇଛି । ଶେଷରେ ମଧ୍ୟପ୍ରଦେଶକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ । ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ବିଜେପି । କୁହାଯାଉଛି କାଳେ ଖୋଦ୍ ଶିବରାଜ ସିଂ ମୋହନ ଯାଦବଙ୍କୁ…

ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ, ଲାଞ୍ଚ ନେବା ବେଳେ ଧରି ବସିଲା ଟିମ୍

ଝାରସୁଗୁଡା: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ସରକାରୀ କର୍ମଚାରୀ । ଝାରସୁଗୁଡା ଜିଲ୍ଲା ବନ୍ଧବାହଲ ଫରେଷ୍ଟ ସେକ୍ସନର ବନହରପାଲି ଫରେଷ୍ଟ ଗାର୍ଡ ଶ୍ରିମତି ଝରଣା ସାହୁ ଓ ୱାଚ୍ ମ୍ୟାନ ଶ୍ରୀ ସଞ୍ଜୟ ବାରିକଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଛି ଭିଜିଲାନ୍ସ ଟିମ୍…

ଧନୀ ହୋଇଥାନ୍ତି ଡିସେମ୍ବରରେ ଜନ୍ମିତ ଶିଶୁ, ଜାଣନ୍ତୁ ସେମାନଙ୍କର ସ୍ଵଭାବ

ଭୁବନେଶ୍ଵର: ଯେଉଁ ଶିଶୁମାନେ ଡିସେମ୍ବର ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କର ସ୍ଵଭାବ ସମସ୍ତଙ୍କଠାରୁ ଅଲଗା ହୋଇଥାଏ । ସେମାନେ ସାଧାରଣତଃ ଉଚ୍ଚାଭିଳାଶୀ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଡିସେମ୍ବର ମାସରେ ଜନ୍ମିତ ଶିଶୁଙ୍କ ସ୍ଵାଭାବ ବିଷୟରେ … ଯେଉଁ ଲୋକମାନଙ୍କର ଜନ୍ମ…