Latest Odisha News

BREAKING NEWS

ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି  । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆଉ ୫ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ମାଗଣା…

୫ ହଜାର ଟଙ୍କା ଲାଞ୍ଚନେଇ ଭିଜିଲନ୍ସ ହାତରେ ଧରାପଡିଲେ ରାଜସ୍ବ ନିରିକ୍ଷକ

ସୁନ୍ଦରଗଡ: ଭିଜାଲାନ୍ସ ଜାଲରେ ରାଜସ୍ବ ନିରିକ୍ଷକ(ଆରଆଇ) । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁନ୍ଦରଗଡ ଜିଲ୍ଲା ତସଲାଡିହିର ରାଜସ୍ବ ନିରିକ୍ଷକ ଲିଲି ଚୌଧୁରୀ । ଘଟଣାରେ ତହସିଲଦାର ଲିଲି ଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ…

ଡିସେମ୍ବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କ’ଣ ପାଇଁ…

ନୂଆଦିଲ୍ଲୀ: ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି | ଏହି ମାସରେ ବ୍ୟାଙ୍କଗୁଡିକରେ ଅନେକ ଛୁଟିଦିନ ରହିଛି | ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବାର ଅଛି ତେବେ ନିଶ୍ଚିତ ଭାବରେ ଏହି ଛୁଟିଦିନର…

ଆଜି ସରିବ ଲେଜର ସ୍କାନିଂ: ଦ୍ବିତୀୟ ଦିନରେ ବାହାର ପାର୍ଶ୍ବ କାନ୍ଥର କରାଯାଉଛି ଅନୁଧ୍ୟାନ

ପୁରୀ : ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ । ଆଜି ଦ୍ବିତୀୟ ଦିନରେ ଅମୁହାଁ ମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ ଲେଜର ସ୍କାନିଂ କରାଯାଉଛି । ଆଜି ବାହାର ରତ୍ନ ଭଣ୍ଡାରର ଲେଜର ସ୍କାନିଂ ସମ୍ପର୍ଣ୍ଣ ହେବ  । ବିଭିନ୍ନ ଦିଗକୁ ନଜର ରେ ରଖି ରିପୋର୍ଟ କରାଯିବ ।…

କ’ଣ ଆପଣ ବି ପୁରା ସପ୍ତାହ ପାଇଁ କିଣୁଛନ୍ତି ପରିବା, ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସବୁଜ ଶାଗ-ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ | ଋତୁ ଅନୁଯାୟୀ ମିଳୁଥିବା ପନିପରିବାରେ ଅନେକ ଫାଇଦା ମିଳିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ | ଡାକ୍ତରଙ୍କ ମତାନୁସାରେ, ଯଦି ଆମେ ପ୍ରତିଦିନ ବିଭିନ୍ନ ରଙ୍ଗର ପନିପରିବା ଖାଇଥାଉ…

ଏଠାରେ ନେଇପାରିବେ ପାରାସୁଟର ମଜା…

ନୂଆଦିଲ୍ଲୀ : ଅନେକ ଲୋକ ଦୁଃସାହସିକ କାର୍ଯ୍ୟକଳାପ କରିବାକୁ ଭଲ ପାଆନ୍ତି  ।  ଯେପରିକି ପାହାଡ ଚଢିବା , ପାରାସୁଟ ଇତ୍ୟାଦି । ଭାରତରେ ଏପରି ଅନେକ ସ୍ଥାନ ରହିଛି , ଯେଉଁଠି ଆପଣମାନେ ଉତ୍ତମ ପାରାସୁଟର ମଜା ନେଇପାରିବେ  । ଆସନ୍ତୁ ସେପରି କିଛି ସ୍ଥାନ ସମ୍ପର୍କରେ ଜାଣିବା । ହିମାଚଳ…

ମସଜିଦରୁ ଲାଉଡସ୍ପିକର ହଟାଇବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଅହମଦାବାଦ: ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗୁଜୁରାଟ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ…

Kal Ho Na Ho@20: ୨୦ ବର୍ଷ ପୂର୍ତ୍ତି ଅବସରରେ ୟସ୍ ଜୋହରଙ୍କୁ ମନେ ପକେଇଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ଶାହାରୁଖ ଖାନ , ପ୍ରୀତି ଜିଣ୍ଟା ଏବଂ ସୈଫଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ ହୋ ନା ହୋ'କୁ ପୁରିଛି ୨୦ ବର୍ଷ | ଏହି ଚଳଚ୍ଚିତ୍ରଟି ୨୮ ନଭେମ୍ବର ୨୦୦୩ ରେ ମୁକ୍ତିଲାଭ କରିଥିଲା ​​| ଏହା ଏକ ଇମୋସନାଲ ଡ୍ରାମା ଫିଲ୍ମ ଥିଲା ଯାହାକୁ ଦେଖି ହଜାର ହଜାର ସିନେପ୍ରେମୀଙ୍କ ଆଖିରେ ଲୁହ…

ବାଣୀବିହାର ଓଭରବ୍ରିଜ ଉପରେ ସ୍କୁଟିକୁ ପିଟିଲା ଟ୍ରକ୍, ଯୁବକ ମୃତ

ଭୁବନେଶ୍ବର: ରସୁଲଗଡ ଛକ ନିକଟ ବାଣୀବିହାର ଓଭରବ୍ରିଜ ଉପରେ ସ୍କୁଟି କୁ ପିଟିଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଆରୋହୀ ମୃତ । ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ପ୍ରତ୍ୟୁପର୍ଣ୍ଣ ଦାସ । ସେ ଇଞ୍ଜିନିୟରିଂ ଛାତ୍ର ଥିଲେ । ଖବରମୁତାବକ, ଆଜି ସକାଳ ୮ ଟା ୩୦ ସମୟରେ ଦୁର୍ଘଟଣା ଘଟାଇଥିବା…

ସୀମିତ ଓଭର ବିଶିଷ୍ଟ ମୁକାବିଲାରୁ ବ୍ରେକ ନେଇ ପାରନ୍ତି କୋହଲି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ ସମାପ୍ତ ପରେ ଭାରତୀୟ କ୍ରିକେଟ ନୂଆ ଯୁଗରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ଯୁବ ଟିମ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ରିପୋର୍ଟ ମୁତାବକ ବିରାଟ କୋହଲି ୫୦ ଓଭର ଓ ଟି୨୦…