ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱରୂପ
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକୃତ ସ୍ୱରୂପ ଅବା ତତ୍ତ୍ୱ ସଠିକ ଭାବେ…