Latest Odisha News

BREAKING NEWS

ପାକିସ୍ତାନ, ନିଉ ଗିନି ଓ ସିଜାଙ୍ଗରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଆଜି ୩ଟି ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ । ପାକିସ୍ତାନ, ନିଉ ଗିନି ଓ ସିଜାଙ୍ଗରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ପାକିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ଥିଲା ୪.୨ । ଭୋର୍ ୩ଟା ୩୮ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପୂର୍ବରୁ ଭୋର୍ ୩ଟା ୧୬…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ କଣ ନିମ୍ବ ଦାରୁ ଥିଲା ? ନା ଏହା ବ୍ରହ୍ମଦାରୁ ଥିଲା, କେଉଁ ବୃକ୍ଷର ଦାରୁ ଥିଲା ତାହା ପୁରାଣମାନଙ୍କରେ ସ୍ପଷ୍ଟ ହୋଇନାହିଁ, ତଥାପି ସ୍କନ୍ଦ ପୁରାଣ…

କଭି ଅଲବିଦା ନା କେହନା ରିଲିଜ୍ ପରେ ଅଧିକ ହେଲା ଛାଡ଼ପତ୍ର: ରାଣୀ ମୁଖାର୍ଜୀ

ମୁମ୍ବାଇ: ୨୦୦୬ରେ ରିଲିଜ୍ ହୋଇଥିଲା କରଣ ଜୋହରଙ୍କ ଫିଲ୍ମ ‘କଭି ଅଲବିଦା ନା କେହନା' । ଏହି ଫିଲ୍ମ ରିଲିଜ୍ ହେବା ପରେ ଦୁନିଆରେ ଅଧିକ ଛାଡ଼ପତ୍ର ହୋଇଥିଲା । ନିକଟରେ ଏମିତି କିଛି କହିଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ରାଣୀ ମୁଖାର୍ଜୀ । ଦର୍ଶକଙ୍କ ଉପରେ କିପରି ଫିଲ୍ମର ପ୍ରଭାବ ପଡିଥିଲା…

ଏମିତିି ମନ୍ଦିର, ଯେଉଁଠି ବିବସ୍ତ୍ର ପୁରୁଷ କରନ୍ତି ପୂଜାର୍ଚ୍ଚନା

ଟୋକିଓ: ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ମନ୍ଦିର ଅଛି, ଯାହା ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ଏହି ପବିତ୍ର ସ୍ଥାନକୁ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ । କେବଳ ବିବସ୍ତ୍ର ପୁୁରୁଷମାନେ କରିଥାନ୍ତି ପୂଜାର୍ଚ୍ଚନା । ଏହି ମନ୍ଦିରକୁ ମହିଳାଙ୍କୁ…

ଦୁନିଆର ସବୁଠୁ ମହଙ୍ଗା ଚା’: ଦାମ ଜାଣିଲେ ଉଡ଼ିଯିବ ହୋସ୍

ଚୀନ୍‌: ତାରକା ହୋଟେଲରୁ ଆରମ୍ଭ କରି ରାସ୍ତା କଡ଼ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଚା’ ମିଳିଥାଏ । ଭାରତରେ ଚା’ର ମୂଲ୍ୟ ସ୍ଥାନ ଅନୁଯାୟୀ ସ୍ଥିର କରାଯାଏ । ଯଦି ଆପଣ ଏକ ଷ୍ଟ୍ରିଟ ଷ୍ଟଲରୁ ଚା’ ପିଉଛନ୍ତି, ତେବେ ଏହାର ମୂଲ୍ୟ ୫ ରୁ ୧୦ ଟଙ୍କା ମଧ୍ୟରେ ହେବ । ଯଦି ଆପଣ ପଞ୍ଚ ତାରକା ହୋଟେଲରେ ସମାନ…

ବିମାନରେ ସିଟରୁ କୁଶନ ଗାଏବ, ମହିଳା ଯାତ୍ରୀ ହଟହଟା

ନୂଆଦିଲ୍ଲୀ: ବିମାନର ସିଟ୍‌ରୁ କୁଶନ ଗାଏବ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ନିକଟରେ ଇଣ୍ଡିଗୋ ବିମାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛିି । ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରବିବାର ପୁଣେରୁ ନାଗପୁର ଅଭିମୁଖେ ଇଣ୍ଡିଗୋ ବିମାନ…

କ୍ରିକେଟକୁ ନେଇ ଫିଲ୍ମ କରିବାକୁ ଚାହାଁନ୍ତି ଆୟୁଷ୍ମାନ

ମୁମ୍ବାଇ: କ୍ରିକେଟ ହେଉ ବା କ୍ରିକେଟରଙ୍କ ଉପରେ ଫିଲ୍ମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ସେ ବଲିଉଡରେ ଅନେକ ହିଟ ମୁଭି ଭେଟି ଦେଇଛନ୍ତି । ତାଙ୍କର କ୍ରୀଡା ପ୍ରତି ରୁଚି ରହିଛି । ସେ କ୍ରିକେଟକୁ ବହୁତ ପସନ୍ଦ କରନ୍ତି । କ୍ରିକେଟ୍‌କୁ ସେ ବହୁତ ଆଗ୍ରହ ସହିତ…

ଡ଼ିପ୍‌ଫେକ୍‌ର ଶୀକାର ହେଲେ ଆଲିଆ , ଅଶ୍ଲୀଳ ଫେକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତା ବଢ଼ିଛି । ଏବେ ଡିପ୍‌ଫେକ୍ ର ଶୀକାର ହୋଇଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟ । ପୂର୍ବରୁ ଏହାର ଶିକାର ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ…

‘କୌନ୍ ବନେଗା କରୋଡ୍ ପତି’ର ହଟ୍‌ସିଟ୍‌ରେ ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ ଶାଶ୍ୱତ ପଟ୍ଟନାୟକ ଖେଳୁଛନ୍ତି 'କୌନ୍ ବନେଗା କରୋଡ୍ ପତି'। ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ ଆସିଲେ ନଜର। ଏହି ଖେଳ ପାଇଁ ସେ ହୋଇଛନ୍ତି ମନୋନୀତ। ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତ।…

ବିଶ୍ୱର ବ୍ୟୟବହୁଳ ବିବାହ: ଖର୍ଚ୍ଚ ହୋଇଛି ୪୯୧ କୋଟି

ଯୁକ୍ତରାଷ୍ଟ୍ର ଆମେରିକାର ମାଡିଲେନ୍ ବ୍ରକ୍‌ୱେ ଓ ଜାକୋବ ଲାଗ୍ରୋନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ବିବାହକୁ ନେଇ । ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର…