୧୩୩ ବଲରେ ୧୫୭ ରନ କରି ଚର୍ଚ୍ଚାରେ ମୟଙ୍କ
ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ଗୁରୁବାର କର୍ଣ୍ଣାଟକର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଆସିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ମୟଙ୍କ ୧୩୩ ବଲରେ ୧୫୭ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ତାଙ୍କ…