Latest Odisha News

ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ୱବିଦ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ । ମଙ୍ଗଳବାର  ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।…

କାହିଁକି ଫ୍ୟାନ୍ସକୁ ଚାପୁଡା ମାରିଲେ ନାନା ପାଟେକର? ଜାଣନ୍ତୁ କାରଣ…

ମୁମ୍ବାଇ: ନିଜର ଦମଦାର ଆକ୍ଟିଂ ପାଇଁ ସବୁବେଳେ ଫ୍ୟାନ ମାନଙ୍କ ହୃଦୟରେ ରୁହନ୍ତି ବଲିୟୁଡ ଅଭିନେତା ନାନା ପାଟେକର । ଏହାସହ ତାଙ୍କର ବାନବାଜୀ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ହେଲେ ନାନା ପାଟେକର ଙ୍କ ର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ସମସ୍ତ ଫ୍ୟନ୍ସ ଙ୍କୁ…

ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ, ବାଟ ନ ପାଇ ବିଲରେ ନିଆଁ ଲଗେଇଦେଲେ ଚାଷୀ

ଗଜପତି: ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ । ବାଟ ପାଇଲେନି ଚାଷୀ । ଶେଷରେ ଧାନ ଫସଲରେ ନିଆଁ ଲଗେଇଦେଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ। ସୂଚନା ଅନୁସାରେ, ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ ଚଷୀ କରଜ କରି ୪ ଏକର…

ଓ୍ବାଙ୍ଖଡେରେ ଭାରତକୁ ସୁହାଇଲା ଭଳି ପିଚରେ ମ୍ୟାଚ ହେଉଛି ଅଭିଯୋଗ, ଜବାବ ରଖିଲା ବିସିସିଆଇ

ମୁମ୍ବାଇ: ଚଳିତ ବିଶ୍ୱକପର ପ୍ରଥମେ ସେମିଫାଇନାଲ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ କିଛି ସମୟ ପରେ ଖେଳାଯିବାକୁ ଥିବା ବେଳେ ପିଚକୁ ନେଇ ବିବାଦ ଦେଖାଦେଇଛି। ମୂଳ ଯୋଜନା ଥିଲା ପିଚ୍ ନମ୍ବର ୭। ଯାହାକି ଏକ ତାଜା ପିଚ୍। ଅର୍ଥାତ ଏହିଥିରେ ମ୍ୟାଚ ହୋଇନି। ତେଣୁ ସେମିଫାଇନାଲ୍…

ଅଭିନେତ୍ରୀ ରଶ୍ମିକାଙ୍କ ଡିପ୍ ଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକକୁ ଚିହ୍ନଟ କଲା ପୋଲିସ!

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଡିପ୍ ଫେକ୍ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ ବିଶ୍ୱାସ କରୁଛି ଯେ ଯୁବକ ଜଣକ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ…

ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଶୋଭା ପାଉଛି ଓଡିଶା ପାଭିଲିୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା। ମେଳା ପରିସର ସ୍ଥିତ ଓଡିଶା ପାଭିଲିୟନକୁ ଆଜି ଉଦଘାଟନ କରିଛନ୍ତି ଓଡିଶା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ଭାଇ…

ଅଙ୍ଗନବାଡି କର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନବାଡୀ କର୍ମୀଙ୍କୁ ଚେତାବନୀ ଦେଇଛି। ବୁଧବାର ଭୁବନେଶ୍ୱରରେ ଏକ ବିକ୍ଷୋଭ ସମାବେଶ ଆରମ୍ଭ କରିବା ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର। ଜରୁରୀ ସେବାରେ କୌଣସି ପ୍ରକାର ବାଧା ଉପୁଜିଲେ କଠୋର…

ଫାଇଭ୍-ଟି ପରେ ଏବେ ଫାଇଭ-ସି ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ୫ଟି ପରେ ଏବେ ୫ସି ପରିକଳ୍ପନାକୁ ଆସନ୍ତାବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଅଧିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରିବା ଏହି ଯୋଜନାର ଲକ୍ଷ୍ୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏସ୍. ଅଶ୍ୱଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି…

ଐଶ୍ଚର୍ଯ୍ୟାଙ୍କ ପ୍ରତି ବିବାଦୀୟ ବୟାନ ଦେବା ପରେ କ୍ଷମା ମାଗିଲେ ରଜାକ

କରାଚୀ: ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଭାରତର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କ ପ୍ରତି ଅଭଦ୍ର ଟିପ୍ପଣୀ ଦେବା ପାକିସ୍ତାନ କ୍ରିକେଟର ଅବଦୁଲ ରଜାକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଜ ଦେଶରେ ମଧ୍ୟ ସମାଲୋଚିତ ହେବା ପରେ ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ସେ…

ପୋକ ଖାଇଗଲେ ଫସଲ; ଦୁଃଖରେ କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

ବଲାଙ୍ଗିର :ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା । ଫସଲ ନଷ୍ଟ ହେବା ଦେଖି କୀଟନାଶକ ପିଇଦେଲେ ଚାଷୀ । ମିଳିଥିବା ସୂଚନା ଅନୁସାରେ,ପୁଇଁତଳା ବ୍ଲକ ବୁବେଲ ଗାଁରେ ଘଟିଛି ଏହି ଦୁଃଖଦାୟକ ଘଟଣା । ମୃତ ଚାଷୀଙ୍କ ନାଁ ରମେଶ ବିଶୋଇ ଓ ତାଙ୍କ ବୟସ ୫୦ ବର୍ଷ । ଗ୍ରାମବାସୀଙ୍କ କହିବା ଅନୁଯାୟୀ,  ରମେଶ…