Latest Odisha News

BREAKING NEWS

ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ମୃଣାଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ଚର୍ଚ୍ଚା ମଧ୍ୟରେ ବଲିଉଡର ଲୋକପ୍ରିୟ ରାପର ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ଅଭିନେତ୍ରୀ ମୃଣାଲ ଠାକୁର । ଜୋର ଧରିଲା ଡେଟିଂ ଚର୍ଚ୍ଚା । କିଛି ଦିନ ହେବ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ସେ କାହାକୁ ଓ କେବେ ବିବାହ କରିବେ, ତାହା ସାମ୍ନାକୁ…

ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଶିକ୍ଷକ ଆସି ଟେକି ନେଇଗଲେ

ପାଟନା : ଅଧିକାଂଶ ପିଲା ଛୋଟବେଳେ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି । ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ୱ କାରଣ ଥିଲା । ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି । କୁହାଯାଏ ଯେ ପୂର୍ବରୁ ଯେତେବେଳେ ପିଲାମାନେସ୍କୁଲକୁ ନ ଯାଉଥିଲେ ସେତେବେଳେ…

କଣ୍ଟ୍ରାକ୍ଟର ମୋଟି କହିବାରୁ ଯୁବତୀ ନେଲେ ଏଭଳି ନିଷ୍ପତ୍ତି ଯାହା ତାଙ୍କୁ ଚର୍ଚ୍ଚାକୁ ଟାଣି ଆଣିଲା

ନିଜ ଚେହେରାକୁ ନେଇ ଲଜ୍ଜା ଅନୁଭବ କରିବା ଅନେକଙ୍କ ପାଇଁ ଆଜିର ଦୁନିଆରେ ଏକ ବଡ଼ ସମସ୍ୟା ପାଲଟିଛି । କାରଣ ହେଲା ଚେହେରାର ସୌନ୍ଦର୍ଯ୍ୟ ଯେତେ ଭଲ ଥିଲେ ବି ଯଦି ଶାରୀରିକ ଗଠନ ଠିକ ନାହିଁ ତେବେ କଥା ସରିଲା । ସେଥିଲାଗି ତାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥାଏ । ଲୋକମାନେ ବୁଝନ୍ତି ନାହିଁ ଯେ…

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ଆଇଟି (IT)ର ଦ୍ବିତୀୟ ବର୍ଷର ଛାତ୍ରୀ ସମ୍ପର୍ଣ୍ଣା ମହାନ୍ତି । ତେବେ ଏହା ଆତ୍ମହତ୍ୟା ନୁହଁ ତାଙ୍କୁ କେହ ହତ୍ୟା କରିଥିବା…

ସ୍ୱାମୀ ବିକିଙ୍କୁ ଗୋଇଠା ମାରିଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ସୁବୁଠୁ ବେଶୀ ଲୋକପ୍ରିୟ ଓ ବିବାଦୀୟ ଶୋ ହେଉଛି ବିଗ୍ ବସ୍ । ବିଗ୍‌ବସ୍ ସିଜିନ୍‌୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଛି । ଶୋ’ ଆରମ୍ଭରୁ ହିଁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି । ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ…

‘କହୋ ନା ପ୍ୟାର୍ ହେ’ ମିଳିଥିଲେ ମୁଁ ଅମିଷାଙ୍କଠାରୁ ଭଲ ଅଭିନୟ କରିଥାନ୍ତି: ଏମିିତି କହିଲେ କରୀନା

ମୁମ୍ବାଇ: ‘କହୋ ନା ପ୍ୟାର୍ ହେ’ରେ ମୋତେ ଅଭିନୟ ପାଇଁ ସୁଯୋଗ ମିଳି ନ ଥିଲା । ହେଲେ ଏହି ସୁଯୋଗ ମିଳିଥିଲେ ମୁଁ ଅଭିନେତ୍ରୀ ଅମିଷା ପଟେଲଙ୍କଠାରୁ ବହୁତ ଭଲ କରିପାରିଥାନ୍ତି । ଦର୍ଶକ ବି ମୋ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତେ । ନିକଟରେ ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ବଲିଉଡ଼…

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୪ ଫୁଟ ଲମ୍ବର କୁମ୍ଭୀର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ ୪ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହେବା ସହ, ନଦୀରେ ରହିଥିବା ଅନ୍ୟ କୁମ୍ଭୀରକୁ ଧରିବା ପାଇଁ ବାରମ୍ବାର ଅଭିଯୋଗ ପରେ ବି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ…

ୱାର-୨ରେ ଆଲିଆଙ୍କ ଏଣ୍ଟ୍ରି, ଖୁବ୍‌ଶୀଘ୍ର ହେବ ସୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହେଁ ହିନ୍ଦୀ ଫିଲ୍ମ ୱାରର ସିରିଜ ୱାର-୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । କୁହାଯାଉଛି ଟ୍ରିପଲ ଆର ପରେ ଆଲିଆ ଏବଂ…

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା: ୧୦ କୋଟି ପରିବାରକୁ ପଠାଯିବ ନିମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ହେବ ରାମ ମନ୍ଦିର ପ୍ରତିଷ୍ଠା । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ବର୍ତ୍ତମାନ ୧୦ କୋଟି ପରିବାରଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯିବାର ଯୋଜନା ରହିଛି । ଏନେଇ…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଉତ୍ତର ଦ୍ୱାରରେ ବିଶ୍ରାମ ଗୃହ

ପୁରୀ: ଏଣିକି ବିନା କଷ୍ଟରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ। କାରଣ ଠାକୁର ଦର୍ଶନ ଲାଗି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ…