Latest Odisha News

BREAKING NEWS

ଘରୋଇ ବସ୍ ମାଲିକ ସଂଘ-ସରକାରଙ୍କ ମଧ୍ୟରେ ବୈଠକ ଆଜି: ବାହାରିପାରେ ସମାଧାନର ବାଟ !

ଭୁବନେଶ୍ୱର:  ବସ୍ ଚଳାଚଳକୁ ନେଇ ଆଜି ହେବ ଆଲୋଚନା । ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ପୂର୍ବାହ୍ନ ୧୧ଟା ବେଳେ ଖାରବେଳ ଭବନରେ ବୈଠକ ବସିବାର ସମ୍ଭାବନା ରହିଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘର ଦାବି ଉପରେ ବୈଠକରେ ଆଲୋଚନା ହୋଇପାରେ ।…

ଆଶା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନର ଅଙ୍କାବଙ୍କା ନଈରେ ବହୁତ କିଛି ଆଶା କରେ । ସବୁ ଆଶା କେବେ ପୂର୍ଣ୍ଣ ହୁଏ ନାହିଁ । କେତେ ଆଶା ଆଶାରେ ରହିଯାଏ । କେତେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ଆଶା ପୂର୍ଣ୍ଣ ହୁଏ । ଆଶା ହେଉଛି ଏକ ଜହ୍ନରାତି । ଆଶା ଅଶିଣ…

ଭାଷା ଭାଗବତ : ପଣ୍ୟ ପୁସ୍ତକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯଂତ୍ର ପରି କଲେ ଲିଖନ ହାତକୁ ଆସିଥାଏ ଧନ ଲକ୍ଷ୍ମୀଂକ ପ୍ରଧାନ ପୂଜକ ବୋଲାଂତି ବିଶିଷ୍ଟ ଲେଖକ କୁଟୀରବାସୀ ହେଲେ କବି ପାରେ ସଂସାର କଥା ଭାବି ଥିଲେ ହେଁ ଅସଂଖ୍ୟ ପ୍ରମାଣ ଲୋକେ କରଂତି ପ୍ରତ୍ୟାଖ୍ୟାନ ଅଭ୍ୟାସ-ଚାଳିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀତି ନିୟମ ମଧ୍ୟରେ ଗୋଟିଏ ସାଧାରଣ ଭକ୍ତ କଣ କଣ କରିବା ଉଚିତ ନୁହେଁ ସେ ବିଷୟରେ ଅଳ୍ପ କିଛି ଆଲୋଚନା କରିଥିଲେ। କିନ୍ତୁ ଆଜିର ଆଲୋଚନାରେ ଜାଣିବା…

ଆମେରିକାରେ ଆଖିବୁଜା ଗୁଳିଚାଳନା: ୨୨ ମୃତ

ନ୍ୟୁୟର୍କ: ଆମେରିକାରେ ପୁଣି ଆଖିବୁଜା ଗୁଳିଚାଳନା । ଜଣେ ବ୍ୟକ୍ତି ଏକ ଜନବହୁଳ ଜାଗାରେ ଆଖି ବୁଜା ଗୁଳି ଚାଳନା କରିଛନ୍ତି । ଫଳରେ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ୬୦ରୁ ଅଧିକ  ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି । ପୋଲିସ ସୂଚନା…

କାନାଡା ସହ ସୁଧୁରୁଛି ସମ୍ପର୍କ ! ଆଜିଠୁ ପୁଣି ଭିସା ସେବା ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ:ଭାରତ-କାନାଡା ସମ୍ପର୍କ ସୁଧୁରୁଛି । ଏମିତି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସ୍ଥିତିକୁ ଦେଖିବା ପରେ ଭାରତ ପକ୍ଷରୁ କୁହାଯାଇଛିଳ,ଗୁରୁବାରଠାରୁ ଭିସା ସେବା ଆରମ୍ଭ ହେବ । କାନାଡାରେ ଥିବା ଭାରତୀୟ କୁଟନୀତିଜ୍ଞ ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ…

ପ୍ରତି ଗାଁରେ ମୋବାଇଲ ଟାଓ୍ବାର ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ନେଟଓ୍ବର୍କ କଭରେଜ ସଫଳତା ହାସଲ କରିବା ପାଇଁ ସମସ୍ତ ଗାଁରେ ମୋବାଇଲ୍ ଟାଓ୍ୱର ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗକୁ ୨୦୨୪ ମାର୍ଚ୍ଚ ସୁଦ୍ଧା ସମୟସୀମା ଧାର୍ଯ୍ଯ କରିଛନ୍ତି। ବୁଧବାର ପିଏମ୍-ପ୍ରଗତି ବୈଠକରେ ମୋଦି ମୋବାଇଲ୍…

ଭାରତ ହମାସକୁ ଆତଙ୍କବାଦୀ ବୋଲି ଘୋଷଣା କରୁ: ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଗତ ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣ କରିବା ପରେ ଭାରତ ସରକାର ହମାସକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବାକୁ ଇସ୍ରାଏଲ ଅନୁରୋଧ କରିଛି, ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ନୋର ଗିଲନ ବୁଧବାର ଏହି ଦାବି କରିଛନ୍ତି। ଗିଲନ୍ ଭାରତକୁ ଏହାର…

ବିଜେପିର ୨୦୨୪ ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ରାମ ମନ୍ଦିର ପ୍ରତିଷ୍ଠା!

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବିଜେପିର ୨୦୨୪ ଲୋକସଭା ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ନିଜ ନିଜ ଭାଷଣରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାମ ମନ୍ଦିରର ନିର୍ମାଣ ସୋମନାଥ ମନ୍ଦିରର…

ଇଣ୍ଡିଆକୁ ଭାରତ ବୋଲି ଲେଖିବା ପ୍ରସଙ୍ଗରେ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇନି: ଏନସିଇଆରଟି

ନୂଆଦିଲ୍ଲୀ: ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ନୂଆ ପାଠ୍ୟପୁସ୍ତକରେ 'ଇଣ୍ଡିଆ' ବଦଳରେ 'ଭାରତ' ବ୍ୟବହାର କରିବାକୁ ସୁପାରିସ କରିଛି। କମିଟି ସ୍କୁଲ ପାଠ୍ୟକ୍ରମରେ ହିନ୍ଦୁ ଯୋଦ୍ଧାଙ୍କ…