ଶିକ୍ଷାର ଗୁଣବତ୍ତା ପାଇଁ ଯାଞ୍ଚ ଅଭିଯାନ ଆରମ୍ଭ, ସରକାରୀ ବିଦ୍ୟାଳୟର ୯ ହଜାର ଶିକ୍ଷକଙ୍କର କଟିଲା ଦରମା
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଶିକ୍ଷାର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ୟୁପିର ସମସ୍ତ ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତି, ପାଠ ପଢା ଭଳି ସମସ୍ତ ଦିଗକୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ୯୦୦୦ ଶିକ୍ଷକ ଅନୁପସ୍ଥିତ…