Latest Odisha News

୨୦୧୯ ବିଶ୍ୱକପ ସେମିରେ ହାରିବା ପରେ ଡ୍ରେସିଂ ରୁମରେ ଧୋନୀ, ପାଣ୍ଡ୍ୟା, ପନ୍ତ କାନ୍ଦିଥିଲେ

ଧର୍ମଶାଳା:୨୦୧୯ ବିଶ୍ୱକପ କ୍ରିକେଟ ସେମିଫାଇନାଲର ପରାଜୟକୁ ଏବେ ବି ଭାରତୀୟ ପ୍ରଶଂସକମାନେ ଭୁଲି ପାରି ନାହାନ୍ତି । ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇ ଭାରତ ଟାଇଟଲ ଦୌଡରୁ ବାଦ ପଡିଥିଲା । ମ୍ୟାଚ ପରେ ଡ୍ରେସିଂ ରୁମରେ ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ମନଦୁଃଖରେ…

ମୁମ୍ବାଇ ଲୋକାଲ ଟ୍ରେନର ମହିଳା କୋଚରେ ଯୁବକଙ୍କ ଡ୍ରଗ୍ସ ସେବନ, ଭିଡିଓ ଭାଇରାଲ

ମୁମ୍ବାଇ: ପ୍ରାୟ ସବୁ ସମୟରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି ମୁମ୍ବାଇ ଓ ଦିଲ୍ଲୀର ଲୋକାଲ ଟ୍ରେନ । କେଉଁଠି ଟ୍ରେନ ଭିତରେ କିଏ ଗୋଧୋଇଲାଣି ତ ଆଉ କିଏ ଡ୍ୟାନ୍ସ କଲାଣି । ପୁଣି ଆଉ କେଉଁଠି ପ୍ରେମୀଯୁଗଳ ମାନେ ତାଙ୍କ ରୋମାନ୍ସ ଆରମ୍ଭ କରିଦେଲେଣି । ପୁଣି କିଏ ନିଜକୁ ଫେମସ…

ପଶ୍ଚିମବଙ୍ଗରେ କାର୍ ଦୁର୍ଘଟଣା; ୨ ଓଡ଼ିଆ ମୃତ, ୫ ଗୁରୁତର

ଭୁବନେଶ୍ୱର: ରବିବାର ପଶ୍ଚିମବଙ୍ଗରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଭଞ୍ଜନଗରରୁ ପଶ୍ଚିମବଙ୍ଗ ଯାଉଥିବା କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସମସ୍ତେ ଓଡ଼ିଆ ବୋଲି ଜଣାପଡିଛି। ଖବର ଅନୁଯାୟୀ, ସମସ୍ତ ସାତ ଜଣ ବ୍ୟକ୍ତି ଗଞ୍ଜାମ…

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଓ ସଚେତନତା ପର୍ବ

ରାୟଗଡ଼ା: ଚଳିତ ୨୦୨୪ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଏବଂ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ସଭାପତିତ୍ୱ କରିଥିଲେ। ଗୁଣୁପୁର ତହସିଲଦାର…

ମିଚେଲଙ୍କ ଶତକ,ସାମିଙ୍କୁ ୫ ୱିକେଟ: ଭାରତ ସମ୍ମୁଖରେ ୨୭୪ ରନର ଲକ୍ଷ୍ୟ

ଧର୍ମଶାଳା: ଦିନିକିଆ ବିଶ୍ୱକପ କ୍ରିକେଟର ରବିବାର ଅନୁଷ୍ଠିତ ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଡାରେଲ ମିଚେଲଙ୍କ ଶତକ ସହାୟତାରେ ଭାରତ ସମ୍ମୁଖରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା…

ତେଲେଙ୍ଗାନାରେ ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା, ୩ ସାଂସଦଙ୍କୁ ମିଳିଲା ଟିକେଟ

ହାଇଦ୍ରାବାଦ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ଦଳ ଏବେ ନିର୍ବାଚନୀ ପ୍ରସ୍ତୁତ ଚଳାଇଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ୫୨ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ରାଜ୍ୟର ୪ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣଙ୍କୁ…

ବାଣୀପୀଠରେ ମହାସମାରୋହରେ ଚାଲିଛ ମା’ ଦୁର୍ଗାଙ୍କର ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ 

ଭୁବନେଶ୍ବର: ଚାରିଆଡେ ପୂଜାର ମାହୋଲ । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ସମଗ୍ର ପରିବେଶ । ଭୁବନେଶ୍ବରର ଅଧିକାଂଶ ସ୍ଥାନରେ ମା' ଦୁର୍ଗାଙ୍କ ପୂଜା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଉତ୍କଳ ବିଶ୍ବବିଦ୍ୟାଳୟ ।୧୯୭୪ ମସିହାରୁ…

ପ୍ରଥମ ଥର ବିଶ୍ୱକପରେ ସମସ୍ତ ଟିମ ଖାତା ଖୋଲିଲେ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଧିରେ ଧିରେ ରୋମାଂଚକ ପର୍ଯ୍ୟାୟରେ ପଂହଚିବାରେ ଲାଗିଛି । ଇତି ମଧ୍ୟରେ ଅନେକଗୁଡିଏ ରେକର୍ଡ ମଧ୍ୟ ଭଙ୍ଗ ହୋଇ ସାରିଛି । ତେବେ ଦୀର୍ଘ ଦିନ ପରେ ଏକ ନିଆରା ରେକର୍ଡ ସୃଷ୍ଟି ହୋଇଛି । ଯାହାକି ଆଇସିସି ତାର ସୋସିଆଲ ମିଡିଆ ଆକାଂଉଟରେ ଶେୟାର କରିଛି…

ଜାଣନ୍ତୁ କିପରି ଜାଳିବେ ଦୀପ? ଦୂର ହେବ ଦାରିଦ୍ରତା, ହେବେ ସୁଖ ସମୃଦ୍ଧିର ଅଧିକାରୀ,

ଭୁନେଶ୍ବର: ହିନ୍ଦୁ ଧର୍ମରେ ପୂଜା ପାଠ ସମୟରେ ଦୀପ ଜାଳିବା ଭାରତୀୟ ସଂସ୍କୃତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଆମେ ପୂଜା ସମୟରେ ଦୀପ ଜଳାଇଥାଉ, ସେନେଇ କିଛି ବିଶେଷ ପଦକ୍ଷେପ ଗ୍ରହଣ କଲେ ଘରେ ଆର୍ଥିକ…

ପ୍ରଥମ କରି ପୂଜା ଆରମ୍ଭ କଲା କଳିଙ୍ଗ ଦୁର୍ଗା ପୂଜା କମିଟି, ଛୁଟୁଛି ଭକ୍ତଙ୍କ ସୁଅ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ତେବେ ରାଜଧାନୀ ଭୁବନେଶ୍ବରର ପ୍ରାୟ ସବୁ ସ୍ଥାନରେ ଦେବୀ ମା'ଙ୍କ ଆରଧାନା ଚାଲିଥିବାବେଳେ, ଏହି ପ୍ରରିପେକ୍ଷୀରେ କିସ ରୋଡ କଳିଙ୍ଗ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରଥମ କରି ପୂଜା ଆରମ୍ଭ…