Latest Odisha News

BREAKING NEWS

ଫିକା ପଡିପାରେ ଦଶହରା : ଅବପାତର ରୂପ ନେଲା ଲଘୁଚାପ; ୨୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବକୁ…

ଭାଷା ଭାଗବତ : ସବୁ କାମ ବୃଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଝଡ଼, ବାତ୍ୟା,ବତାସ ଆସି ଏଠି ବହୁତ କିଛି ନାଶି ସହଜେ ଯାଇଥାଂତି ଖସି କେବେ ବୋଲାଂତିନାହିଁ ଦୋଷୀ ଲୋକେ ଲୋକଂକ ସହ ମିଶି ସଖା ହୁଅଂତି ବସି, ହସି ତା'ପରେ ଗଲେ ସୁଦ୍ଧା ଖସି କେବେ ତ ହୁଅଂତିନି ଦୋଷୀ ସଂପର୍କ ଯୋଡ଼ା,…

ଚାଲିଛି ପୂଜା , ଲାଗୁଛି ଗହଳି : ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା; ଭକ୍ତିମୟ ପରିବେଶରେ ଚାଲିଛି…

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଚୈତ୍ର ମାସର ପର୍ବପର୍ବାଣୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବାର ମାସରେ ହେଉଥିବା ପର୍ବପର୍ବାଣୀ ବିଷୟରେ ଆଲୋଚନା ସରିବା ପରେ ଆଜି ଆମେ ଆଲୋଚନା କରିବା ଚୈତ୍ର ଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣ ଦ୍ଵିତୀୟା ଦିନ…

ଆଲିଆଙ୍କୁ ନୁହେଁ, ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ରଣବୀର

ମୁମ୍ବାଇ: ଆଲିଆଙ୍କୁ ନୁହେଁ, ଆଉ ଜଣେ ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି ରଣବୀର କପୁର । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ସୋ’ ‘କଫି ଉଇଥ କରଣ’ର ନୂଆ ସିଜିନ…

ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳିବ ସରକାରୀ ଚାକିରୀ

ଆଇସଲ୍ୟାଣ୍ଡ: ଭଲ ଚାକିରି ଖଣ୍ଡେ ସମସ୍ତେ ଚାହାଁନ୍ତି । ଆଉ ସରକାରୀ ଚାକିରୀ ହେଲେ ଆହୁରି ଭଲ । ସରକାରୀ ଚାକିରି ପାଇଁ ଚେଷ୍ଟା କରି ଅନେକ ସଫଳ ହେଉଥିବା ବେଳେ ଆଉ କିଛି ନିରାଶ ବି ହୋଇଥାନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି ସେହି ଦେଶର ମହିଳାଙ୍କୁ…

ରାମାୟଣରେ ରାବଣ ଭୂମିକା ନଜର ଆସିବେ ୟଶ୍ , ଦେଢ କୋଟି ନେବେ ପାରିଶ୍ରମିକ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଦିନରୁ ‘ରାମାୟଣ’ ଉପରେ ଏକ ଫିଲ୍ମ ତିଆରି ହେଉଥିବା ଶୁଣିବାକୁ ମିଳୁଛି । ଫିଲ୍ମ ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା କରିଛନ୍ତି । ଏହି ‘ରାମାୟଣ’ର ମୁଖ୍ୟ ଚରିତ୍ର ରାମ ଓ ସୀତାଙ୍କ ଭୂମିକାରେ ଅଭିନେତା…

ମଝି ରାସ୍ତାରେ ରିଲ୍ସ କରୁଥିଲେ ଯୁବତୀ, ପଛରୁ ଆସି ନାଚିଲେ ମଦ୍ୟପ

ଆଜିକାଲି ପିଲାଠୁ ବୁଢ଼ା ସମସ୍ତେ ରିଲ୍ସ ପଛରେ ବାୟା । ଆଉ ଯୁବପୀଢ଼ି ଏହା ପଛରେ ପୂରା ପାଗଳ । ସେମାନେ ସ୍ଥାନ,କାଳ ବି ଭୁଲି ଯାଉଛନ୍ତି । ତେବେ ଜଣେ ଯୁବତୀ ଗହଳିପୂର୍ଣ୍ଣ ରାସ୍ତାରେ ରିଲ୍ସ କରୁଥିବା ବେଳେ ପଛରୁ ଜଣେ ମଦ୍ୟପ ଆସି ତାଙ୍କ ସହ ନାଚୁଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ…

ବିପଜ୍ଜନକ ସ୍ତରରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ଲାଗୁ ହେଲା ଜିଆରଏପି- ୨

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୮ ଏକ୍ୟୁଆଇ (AQI) ରହିଛି । ଯାହା 'ଅତି ଖରାପ' ଶ୍ରେଣିରେ ରହିଛି । କୁହାଯାଉଛି ଯେ, ଅକ୍ଟୋବର ୨୩ ଏବଂ ୨୪ରେ, ଏହା ଖରାପରୁ…

ସରିଲା ‘ସାଥିଆ ପ୍ରଶିକ୍ଷଣ’ : କିଶୋର ଯୌନ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ

କଳିଙ୍ଗନଗର : ସରିଲା ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାେଉଣ୍ଡସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ ‘ସାଥିଆ ପ୍ରଶିକ୍ଷଣ' କାର୍ଯ୍ୟକ୍ରମ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର  ଯୌନ ସ୍ୱାସ୍ଥ୍ୟ ବିଷୟରେ ସେଚତନତା ସୃଷ୍ଟି କରିବାକୁ…