Latest Odisha News

BREAKING NEWS

ଅମିତାଭଙ୍କୁ ଭେଟିଲେ ଧୋନୀ, ଫଟୋ ଭାଇରାଲ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି । ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ ଏକାଠି ଦେଖି ଖୁବ୍…

ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି…

ଅତ୍ୟାବଶ୍ୟକୀୟ ସାମଗ୍ରୀ ସହାୟତା ନେଇ ୩ଟି ସର୍ତ ରଖିଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ବୁଧବାର ମିଶର ରାସ୍ତା ଦେଇ ଗାଜାକୁ ମାନବୀୟ ସହାୟତା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବାକୁ ରାଜି ହୋଇଛି । ତେବେ ଏଥିନେଇ ୩ଟି ସର୍ତ ରଖାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁରୋଧ ଯୋଗୁ ଆମେ ଏଥିନେଇ ସହମତି ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ପିଜି ପଢ଼ିବା ପାଇଁ ଇନ୍‌ସର୍ଭିସ ଡାକ୍ତରଙ୍କ ରିଲିଭ୍ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଅଧ୍ୟୟନ ଛୁଟି ଏବଂ OMHS କ୍ୟାଡରର ଡାକ୍ତରୀ ଅଧିକାରୀଙ୍କ ଦରମା ପ୍ରଦାନକୁ ଅନୁମତି ଦେବା ପାଇଁ ଓଡିଶା ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିୟମିତ ଇନସର୍ଭିସ ଡାକ୍ତରମାନଙ୍କ ପିଜି ପଢ଼ିବାକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ

ଭୁବନେଶ୍ୱର: ଏକର କି ୨ ଏକର ନୁହେଁ, ପୁରା ୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ । ଏହି ସମୟରେ ଏନ୍ଫୋର୍ସମେଣ୍ଟ ଟିମ-ଜବରଦଖଲକାରୀ ମୁହାଁମୁହିଁ ହୋଇଥିବା ବେଳେ ଟେକାମାଡ ମଧ୍ୟ ହୋଇଥିଲା, ଏହା ସତ୍ତ୍ବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ବିଡିଏ। ଏଭଳି ଘଟଣା ଦେଖିବାକୁ ମିଳିଛି…

ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ରାଜଧାନୀବାସୀ, ଆସିଲା ଗବେଷଣା ରିପୋର୍ଟ

ଭୁବନେଶ୍ୱର: ଆସୁଛି ଶୀତ ଋତୁ। ବଡ଼ ବଡ଼ ସହରରେ ଶୀତ ଦିନ ଆସିଲେ ବାୟୁ ପ୍ରଦୂଷଣ ବଢିଯାଏ। ତେବେ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। ଭୁବନେଶ୍ୱର ବାୟୁ ପ୍ରଦୂଷଣକୁ ନେଇ ଗବେଷଣା ଚାଲିଛି। ଏହି ଗବେଷଣାରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଗବେଷଣାରେ…

୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। କୃଷକମାନଙ୍କୁ ସେମାନଙ୍କ…

ଦିନିକିଆ କ୍ରିକେଟ ବିଶ୍ୱକପ: ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ଚେନ୍ନାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୪୯ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଏଥିସହ କିୱି ଟିମ ପଂଏଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି…

‘ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’ ନିୟନ୍ତ୍ରଣର ଏକ ବଡ଼ ଅସ୍ତ୍ର’

ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି । ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ଯାହାର ନିୟନ୍ତ୍ରଣକୁ ନେଇ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ‘ଷ୍ଟ୍ରୋକର…

ବଦଳୁଛି ସଂକ୍ରମଣର ଧାରା, ପୁରୁଷ ବି ହେଉଛନ୍ତି ସ୍ତନ କର୍କଟର ଶୀକାର

ଲଣ୍ଡନ: ସାଧାରଣତଃ ମହିଳାଙ୍କ ସ୍ତନ କର୍କଟ ହେବା ପ୍ରାୟ ସମସ୍ତେ ଜାଣିଥିବେ । ହେଲେ ଏବେ ବଦଳୁଛି ସଂକ୍ରମଣର ଧାରା । ପୁରୁଷ ବି ହେଉଛନ୍ତି ସ୍ତନ କର୍କଟ ରୋଗର ଶୀକାର । ନିକଟରେ ଫ୍ଲୋରିଡ଼ାର ଜଣେ ପୁରୁଷଙ୍କ ସ୍ତନ କର୍କଟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଫ୍ଲୋରିଡ଼ାର ବାସିନ୍ଦା ୪୩ ବର୍ଷୀୟ…