Latest Odisha News

BREAKING NEWS

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପାଇଲେ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର : 'ନବଗୁଞ୍ଜର ସଂସ୍କୃତି ମଞ୍ଚ' ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଏକ ସାରସ୍ବତ ବନ୍ଧୁମିଳନ ତଥା ନବଗୁଞ୍ଜର ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କୁ ନବଗୁଞ୍ଜର ସମ୍ମାନ ପ୍ରଦାନ…

୨୩ ଜାନୁଆରୀ ଜାତୀୟ ପତାକା ଦିବସ ଭାବେ ପାଳନ କରାଯାଉ: ନବୀନ ଜିନ୍ଦଲ

କଟକ: “ଅଧିକାଂଶ ଦେଶରେ ଜାତୀୟ ପତାକା ଏବଂ ଏହାର ମୂଲ୍ୟବୋଧ ପାଳନ କରିବାକୁ ଜାତୀୟ ପତାକା ଦିବସ ରହିଛି । ଭାରତରେ ମଧ୍ୟ ଜାତୀୟ ପତାକା ଦିବସ ପାଳନ କରିବା ଉଚିତ ଏବଂ ୨୩ ଜାନୁଆରୀ ହେଉଛି ଏହା ପାଇଁ ଏକ ଉପଯୁକ୍ତ ଦିନ ।  ତେଣୁ ଜାନୁଆରୀ ୨୩ ତାରିଖକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବାକୁ…

ଜ୍ୟାକଲିନଙ୍କ ଲାଗି ନବରାତ୍ର ବ୍ରତ କରିବେ ସୁକେଶ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଲାଗି ନବରାତ୍ର ବ୍ରତ କରିବେ ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ଏନେଇ ସେ ଜ୍ୟାକ୍‌ଲିନ୍‌ଙ୍କୁ ଏକ ଚିଠି ଲେଖି ଏହା ଜଣାଇଛନ୍ତି । ସୁକେଶଙ୍କ ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ…

ଆଇଆଇଏମ୍‌ର ବିଜନେସ୍ କନ୍‌କ୍ଲେଭ୍ ‘ମାର୍ମଗ୍ୟ ୮.୦: ବ୍ୟବସାୟିକ ସଫଳତା ପାଇଁ ସଂଯୋଜନା ଉପରେ ଗୁରୁତ୍ୱ

ସମ୍ବଲପୁର : ଭାରତର ଅଗ୍ରଣୀ ମ୍ୟାନେଜମେଣ୍ଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଦୁଇ ଦିନିଆ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ମାର୍ମଗ୍ୟ ୮.୦’ ଅନୁଷ୍ଠିତ ହୋଇଯାଇଛି । ଯାହାର ବିଷୟବସ୍ତୁ ରହିଛି “କାଟାଲାଇଜିଂ ବିଜିନେସ୍ ରିଜିଲିଏନ୍ସ ବା ଏଲିଭରେଜିଂ କନଭରଜେନି୍ସ’ । ଏହି…

ରୋଗୀଙ୍କ ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରମାଣିତ କରୁଛି

ଭୁବନେଶ୍ୱର: ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ଏମସ । ଖାଲି ଓଡ଼ିଶା ନୁହେଁ, ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ପାରିଛି ଏମସ୍ ଭୁବନେଶ୍ୱର । ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ…

ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ଅର୍ଜେଣ୍ଟ ମିଟିଂ ଡାକିଲେ ଇସଲାମିକ ଦେଶ ସମୂହ

ନୂଆଦିଲ୍ଲୀ: ଇସଲାମିକ ଦେଶର ପ୍ରମୁଖ ରାଷ୍ଟ ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ତୁରନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଇସଲାମିକ ସହଯୋଗ ସଂଗଠନ(OIC) ଯୁଦ୍ଧରେ ସୈନ୍ୟବଳ ଏବଂ ଗାଜାରେ ଅସହାୟ ନାଗରିକଙ୍କ ପାଇଁ ବିପଦକୁ ନେଇ ଇସଲାମିକ ଦେଶ ସମୂହ ଚର୍ଚ୍ଚା କରିବେ । ଇସଲାମିକ ସମିଟର…

ଏସିଆନ ପାରା ଗେମ୍ସ: ଭାରତୀୟ ଦଳରେ ୭ ଓଡିଆ

ଭୁବନେଶ୍ୱର: ହାଙ୍ଗଝୋଉ ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଭାରତ ୧୦୦ରୁ ଊର୍ଦ୍ଧ୍ୱ ପଦକ ହାସଲ କରିଛି । ଏହା ଦ୍ୱାରା ଦେଶରେ କ୍ରୀଡାର ବାତାବରଣ ସୃଷ୍ଟି ହୋଇଛି । ଇତି ମଧ୍ୟରେ ଏସିଆନ ପାରା ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ଓଡିଶା ଖେଳାଳିଙ୍କୁ ସ୍ଥାନ ମିଳିଛି ।…

ମଣିଷ ପିଲା ପରି କାନ୍ଦେ ଏହି ଚଢେଇ, ଲୋକେ ହୁଅନ୍ତି ବିଚଳିତ

ସିଡନୀ: ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର ପଶୁପକ୍ଷୀ ଅଛନ୍ତି । ପ୍ରତ୍ୟେକ ପଣୁପକ୍ଷୀଙ୍କ ବିଷୟରେ ଏବେ ବି ସୂଚନା ଅଜଣା ହୋଇ ରହିଛି । ଏବେ ସୋସିଆଲ ମିଡିଆରେ ଏକ ପକ୍ଷୀର ଭିଡ଼ିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହି ପକ୍ଷୀଟି ଅବିକଳ ଛୋଟ ପିଲାଙ୍କ ପରି କାନ୍ଦିଥାଏ ।…

ଭାରତର ଧମାକାଦାର ଜିତ୍: ପାକିସ୍ତାନ ବିରୋଧରେ ବିଜୟ ଧାରା ରହିଲା ଅବ୍ୟାହତ, ରୋହିତ ଝଡରେ ଉଡିଗଲା ବାବର ବ୍ରିଗେଡ

ନୂଆଦିଲ୍ଲୀ:ଆଇସିସି ୱାନ ଡେ ୱାର୍ଲଡ କପରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ଧାରା ଆଜି ବି ଅବ୍ୟାହତ ରହିଛି । ୱାର୍ଲଡ କପ ୨୦୨୩ରେ ଭାରତୀୟ ଟିମ ୩୦.୩ ଓଭରରେ ୭ ୱିକେଟରେ ମ୍ୟାଚ ଜିତିଛି । ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତୀୟ ବୋଲର ଦେଖାଇଥିଲେ…

ଅପେକ୍ଷାରେ ବିତିଗଲା ୨୦ ବର୍ଷ; ମିଳିଲାନି ବର, ନିଜେ ନିଜକୁ ବାହା ହେଲେ ଯୁବତୀ

ଲଣ୍ଡନ୍‌: ଆଜିକାଲି ବିବାହ ପାଇଁ ଉପଯୁକ୍ତ ସାଥୀଟିଏ ମିଳିବା କଷ୍ଟକର ହୋଇପଡ଼ୁଛି । ସେ ପୁଅ ହୁଅନ୍ତୁ ବା ଝିଅ, ବିବାହ ପାଇଁ ସମସ୍ତଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏବେ ଲଣ୍ଡନର ଜଣେ ମହିଳା ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷା କରି ଉପଯୁକ୍ତ ପାତ୍ର ନ ପାଇବାରୁ ଶେଷରେ ନିଜକୁ…