Latest Odisha News

BREAKING NEWS

୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ; ଯାତାୟତ ଠପ୍

ସୋନପୁର: ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟ ୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ କରାଯାଇଛି । ଫଳରେ  ଯାତାୟତ…

କବିତା : ରାଗ କୁହୁକ

ରାମକୃଷ୍ଣ  ଯେଉଁ ମାନେ ଆଖିରେ କଳାପଟି ବାନ୍ଧିଲେ ସୁଖର ଦିବାସ୍ବପ୍ନରେ ସେମାନେ ପ୍ରାୟ ପ୍ରାୟ ମୃତ ଯେଉଁମାନେ ରୋକଠୋକ୍ ମନା କରିଦେଲେ ସେମାନଙ୍କ ଆଖିରୁ ଝରିବା ଆ ଆରମ୍ଭ କଲାଣି ବୁନ୍ଦା ବୁନ୍ଦା ରକ୍ତ । ଲୋକଟା ଭାରି ମାରାତ୍ମକ ଆଉ ତାର ବଂଶୀରେ ରାଗ କୁହୁକ । ଶବ୍ଦମାନେ…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ : ୨ ଆତଙ୍କୀ ନିପାତ

ଶ୍ରୀନଗର: ଭାରତୀୟ ସେନାକୁ ବଡ଼ ସଫଳତା । ଜାମ୍ମୁ କାଶ୍ମୀରର ଶୋପିଆନ ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ରାତିରେ ଆତଙ୍କବାଦୀଙ୍କ ଯୋଜନାକୁ ଫଣ୍ଡ କରିଛନ୍ତି ସୁରକ୍ଷା…

ଭାଷା ଭାଗବତ : ର୍ନ ଓ ର୍ଣ୍ଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିପିକୁ କଲେ କଷ୍ଟକର ହୁଏନି ଭାଷାର ବିସ୍ତାର ଥିଲେ ହେଁ ଅନେକ ପ୍ରମାଣ ଆମେ ଦେଉନୁ ତାକୁ ଧ୍ୟାନ କେବଳ ପାଳୁଥାଉଁ ପ୍ରଥା ତେଣୁ ତ ଏପରି ଅବସ୍ଥା ଆମେ ନ ହେଲେ ସମୀଚୀନ ସ୍ବଭାଷା ହୋଇବ ନିଶ୍ଚିହ୍ନ ପ୍ରଥମେ ବଦଳିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରଥଯାତ୍ରାର ବିବରଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ବର୍ଷଯାକର ରୀତିନୀତି ମାସ ଅନୁସାରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଷାଢ଼ ମାସର ବିଭିନ୍ନ ପର୍ବ ପର୍ବାଣୀ ବିଷୟରେ କେବଳ ଏହାର ତିଥି ଇତ୍ୟାଦି…

କାହାର ଅଭିଶାପରୁ ପୋଡି ଧ୍ୱଂସ ହୋଇଯାଇଥିଲା ରାବଣର ସୁନାର ଲଙ୍କା ?ଆସନ୍ତୁ ଜାଣିବା କଣ କୁହେ ଆମ କିମ୍ବଦନ୍ତୀ….

ଭୁବନେଶ୍ଵର: ଲଙ୍କା ଦହନ ରାମାୟଣର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ l ଭାରତୀୟ ଇତିହାସରେ ଭଗବାନ ଶ୍ରୀରାମ ଙ୍କ ଅନେକ ଗାଥା ଶୁଣିବାକୁ ମିଳିଥାଏ , ଏମିତି କୁହାଯାଏ କି ଯେବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲଙ୍କାପତି ରାବଣଙ୍କ ଅନ୍ତ କରିଥିଲେ ତେବେ ସେ ଲଙ୍କାର ଶାସନ ଭାର ରାବଣର ଛୋଟ ଭାଇ…

ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତି ଭିତିକ ଗଣନା କେବେ ହେବ: ପିସିସି ସଭାପତି 

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତିଭିତିକ ଜନଗଣନା ଶୈଳୀ କରାଯିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେତେବେଳେ କି ବିହାର ସରକାର ଜାତିଭିତିକ ଜାତିଭିତିକ ଜନଗଣନା କରିସାରିଛନ୍ତି ଏବଂ ଶନିବାର ଦିନ ରାଜସ୍ଥାନ…

ଗୁରୁବାର ଲକ୍ଷ୍ମୀ ବସ ସେବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଅକ୍ଟୋବର ୧୨ ତାରିଖରେ ଲକ୍ଷ୍ମୀ (LAccMI) ଯୋଜନାରେ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବସ୍ କର୍ମଚାରୀମାନେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ…

ରାଜ୍ୟ ସରକାର ଜନ ବିରୋଧୀ ସହିତ ସମ୍ବିଧାନ ବିରୋଧୀ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସୋମବାର ସରପଞ୍ଚଙ୍କ ଆନ୍ଦୋଳନକୁ ନିଜର ଦଳୀୟ ସମର୍ଥନ ଜଣାଇବା ସହ ଓଡ଼ିଶା ସରକାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ଷୁର୍ଣ୍ଣ କରୁଥିବାରୁ କଡ଼ା ସମାଲୋଚନା କରିଛନ୍ତି। ଏପରି କାମ କେବଳ ଜନ ବିରୋଧୀ ନୁହଁ ବରଂ ସମ୍ବିଧାନ ବିରୋଧୀ ବୋଲି ପୂର୍ବତନ…

‘ସଚ୍ଚୋଟତା’ର ଅନ୍ଯତମ ନା ହୋମଗାର୍ଡ ସଙ୍ଗୀତା, ଏଟିଏମରୁ ୧୦ ହଜାର ଟଙ୍କା ପାଇ ଫେରାଇଦେଲେ

ବାରିପଦା: ସଚ୍ଚୋଟତାର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡଙ୍କ ନିକଟରେ। ଏଟିଏମ୍ ମେସିନରୁ ମିଳିଥିବା ୧୦ ହଜାର ଟଙ୍କାକୁ ଏହାର ସଠିକ୍ ମାଲିକଙ୍କୁ ଫେରାଇ ଦେଇଛନ୍ତି ଏହି ସ୍ବଳ୍ପ ବେତନଧାରୀ ସରକାରୀ କର୍ମଚାରୀ। ସଙ୍ଗୀତା ମାରାଣ୍ଡିଙ୍କ ସଚ୍ଚୋଟତା…