Latest Odisha News

BREAKING NEWS

ଖୁବ ଶୀଘ୍ର ଗଗନୟାନ ମିଶନର ପରୀକ୍ଷା ଆରମ୍ଭ କରିବ ଇସ୍ରୋ, ଭାରତୀୟ ନୌସେନାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ହାଇଦ୍ରାବାଦ: ଚନ୍ଦ୍ର-ସୁର୍ଯ୍ୟ ପରେ ଏବେ ଗଗନୟାନ ମିଶନର ପରୀକ୍ଷା ଆରମ୍ଭ କରିବ ଇସ୍ରୋ। ଗଗନୟାନ ମିଶନ ପାଇଁ ମାନବବିହୀନ ଫ୍ଲାଇଟ ଟେଷ୍ଟ କରିବ ଇସ୍ରୋ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଫ୍ଲାଇଟ ଟେଷ୍ଟ ଭେହିକଲ ଆବୋର୍ଟ ମିଶନ-୧ ପାଇଁ ଇସ୍ରୋ ଜୋରଦାର ପ୍ରସ୍ତୁତି ଚଳାଇଛି। ତେବେ ଆବୋର୍ଟ ବିମାନ…

ଏହି ସମୀକରଣଗୁଡିକ ଭାରତ ବିଶ୍ୱକପ ଜିତିବ ବୋଲି ସୂଚାଉଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ୧୯୮୩ ଓ ୨୦୧୧ ପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିବା ବୋଲି ଆଶା କରାଯାଉଛି । କେତେଗୁଡିଏ ସମୀକରଣ ମଧ୍ୟ ଟିମ ଇଣ୍ଡିଆ ସପକ୍ଷରେ ଯାଉଛି । ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଥିବା ଟିମ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ୯୦୦ କୋଟି ଖର୍ଚ୍ଚ, ଟ୍ରଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଆହୁରି ବାକି ଅଛି ୩୦୦୦…

ଲକ୍ଷ୍ନୌ: ଦୃତ ଗତିରେ ଚାଲିଛି ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ତେବେ ମନ୍ଦିର କାର୍ଯ୍ୟଟି ୨୦୨୦ ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଏଯାବତ୍ ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ବର୍ତ୍ତମାନ ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରେ…

ଦୁଇ ଦିନିଆ ନୂଆପଡା ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆପଡା: ବିଜେପି ରାଜ୍ୟ ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ନୂଆପଡା ଗସ୍ତରେ ଆସିଛନ୍ତି ମନମୋହନ ସାମଲ । ଏହି ଅବସରରେ ଜିଲ୍ଲାର ଦୁଇ ଗୋଟି ବିଧାନସଭା ମଣ୍ଡଳୀରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କର୍ମୀ ସମ୍ମିଳନୀରେ ମୋଦି ଜି ଙ୍କ ବାର୍ତ୍ତା କୁ ଗାଁ ଗାଁ କୁ…

ବାହାନଗା ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର  । ଚିହ୍ନଟ ନ ହୋଇ ଏମ୍ସରେ ଏସବୁ ମୃତଦେହ ରହିଥିଲା । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବିଏମସି ଏସଓପି ଜାରି…

କାନାଡାରେ ଚାଲିଛି ଭାରତ ବିରୋଧୀ ଷଡଯନ୍ତ୍ର, ସତର୍କ କଲା ଗୁପ୍ତଚର ସଂସ୍ଥା

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନ ସମର୍ଥକମାନେ ପୁଣି ଷଡଯନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ଅକ୍ଟୋବର ୯ରେ ପଞ୍ଜାବରେ କାନାଡା ଧନ୍ୟବାଦ ଦିବସ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସୂଚନା ପାଇବା ପରେ ପଞ୍ଜାବରେ କେନ୍ଦ୍ରୀୟ ଏବଂ ରାଜ୍ୟ ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇଛନ୍ତି। ଏହି ସମୟରେ…

ବିଶ୍ବନାଥ ପଣ୍ଡିତଙ୍କ ସ୍ମୃତିରେ କଟକ ବାଦାମବାଡିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ

କଟକ: ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପଣ୍ଡିତଙ୍କ ସ୍ମୃତିରେ କଟକ ବାଦାମବାଡ଼ିର ପୁରୀ -ଅନୁଗୁଳ ବସଷ୍ଟାଣ୍ଡରେ ହେବ ଅତ୍ୟାଧୁନିକ ପାଠାଗାର ଓ ପଠନାଗାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦କୋଟି  ୫୮ ଲକ୍ଷ ୩୧,୧୦୦ ଟଙ୍କା ଖର୍ଚ୍ଚ…

ପରଲୋକରେ ବାପା, ତିନି ଶିଶୁଙ୍କୁ ଅନାଥ କରି ପର ପୁରୁଷ ସହ ଚାଲିଗଲା ନିର୍ଦ୍ଦୟୀ ମାଆ

ନବରଙ୍ଗପୁର: ପୁଅ ଝିଅ ଙ୍କୁ ପାଠ ପଢାଇ ଭଲ ମଣିଷ କରିବା ପାଇଁ ସ୍ୱାମୀ - ସ୍ତ୍ରୀ ଦୁହେଁ ଦିନରାତି ଏକ କରିଦେଇଥିଲେ l କିନ୍ତୁ ଦଇବ ସାଜିଲା ଦାଉ । ଗତ ୬ ବର୍ଷ ତଳେ ଅଫେରା ରାଇଜକୁ ଚାଲିଗଲେ ବାପା । ସ୍ଵାମୀଙ୍କ ମୃତ୍ୟୁ ପରେ ମାଁ ପଦ୍ମିନୀ ପରିବାର ବୋଝ ସମ୍ଭାଳି ଥିଲେ l ତେବେ, ବିଧିର ବିଧାନ…

ଅଭୁଲା ଗୀତ : ମନ ମାରି ଦେ’ନା

ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ସଙ୍ଗୀତ : ଶ୍ରୀକୁମାର ଗୀତ : ନରସିଂହ ମହାପାତ୍ର ଚଳଚ୍ଚିତ୍ର : ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ନାୟିକା: ଯା ଯା ଯା’ରେ ମୋ ସାଥେ ଲଗାନା…

ଶାରଦୀୟ ଦୁର୍ଗାପୂଜା ୨୦୨୩: ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠ କୁ ଅବତରଣ କରିବେ ମା । ସେଥିପାଇଁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଥିବା ଷୋଡଶ ଉପଚାର ପୂଜା ଏବଂ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି…