ପଣ୍ଡ ହେଲା ଡକାୟତି ଯୋଜନା: ୫ ଡକାୟତଙ୍କୁ ଧରିଲା ଖଣ୍ଡଗିରି ପୋଲିସ
ଭୁବନେଶ୍ବର: ଖଣ୍ଡଗିରି ପୋଲିସକୁ ବଡ ସଫଳତା । ଡକାୟତି ଯୋଜନା କରୁଥିବାବେଳେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୂତାବକ ଖଣ୍ଡଗିରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ । ରାଜଧାନୀ କଲେଜ ନିକଟରେ ଥିବା ଏକ…