Latest Odisha News

BREAKING NEWS

ଲୋକସଭା ନିର୍ବାଚନ ପାଇଁ ଆପ୍ ପ୍ରସ୍ତୁତ, ହରିୟାଣାରେ ୧୦ ପ୍ରଭାରୀ ନିଯୁକ୍ତ

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ଚାଲିଛି ଜୋରଦାର ପ୍ରସ୍ତୁତ। ହରିୟାଣାର ୧୦ଟି ଲୋକସଭା ଆସନରେ ୧୦ ପ୍ରଭାରୀ ନିୟୋଜିତ କରିଛି। ଏହା ବ୍ୟତୀତ ପଞ୍ଜାବର ଚେୟାରମ୍ୟାନ ତଥା ବରିଷ୍ଠ ନେତାମାନଙ୍କୁ ୯୦ଟି ବିଧାନସଭା ଆସନ ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ପଞ୍ଜାବର…

ଓଲିଉଡର ଲୋକପ୍ରିୟ ସଂପାଦକ ତଥା ନିର୍ଦେଶକ ଅଶୋକ ଶର୍ମାଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂପାଦକ ତଥା ନିର୍ଦ୍ଦେଶକ ଅଶୋକ ଶର୍ମା । ଗତକାଲି ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଅଶୋକ ଶର୍ମା ଜଣେ ପଞ୍ଜାବୀ ହେଲେ ମଧ୍ୟ ଓଡ଼ିଆରେ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । ସେ ମୁମ୍ବାଇରୁ…

ଇତିହାସ ରଚିଲେ ପ୍ରଣୟ, ୪୧ ବର୍ଷ ପରେ ବ୍ୟାଡମିଂଟନରେ ପଦକ ଜିତିଲା ଭାରତ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ୪୧ ବର୍ଷ ପରେ ବ୍ୟାଡମିଂଟନର ସିଙ୍ଗଲ୍ସ ବିଭାଗରେ ପଦକ ଜିତିବାରେ ସଫଳ ହୋଇଛି । ଏହି କୀର୍ତିମାନ ଏଚଏସ ପ୍ରଣୟ ସ୍ଥାପନ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନା ମୁକାବିଲାରେ ପ୍ରଣୟ ଚୀନର ଲି ଶେଇଫିଙ୍ଗଙ୍କ ନିକଟରୁ ପରାଜିତ ହୋଇଥିଲେ ସୁଦ୍ଧା ସେ…

କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀରେ ରହି ମେଡିକାଲ ପଢୁଥିଲେ । ଏକ ଘରୋଇ କଲେଜରେ ପଢୁଥିଲେ । ଆଜି ତାଙ୍କର ମୃତ ଦହେ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଡେଣ୍ଟାଲ ବିଭାଗର ୨ ବର୍ଷର ଛାତ୍ରୀ ଥିଲେ । ସେ ପଶ୍ଚିମବଙ୍ଗ ହୁଗୁଳି ଜଲ୍ଲାରୁ ଆସି ଏଠାରେ ହଷ୍ଟେଲରେ ରହି ମେଡିକାଲ ପଢୁଥିଲେ ।…

ଏହି ଗାଁକୁ ପୁରୁଷଙ୍କୁ ଆସିବା ମନା: କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାର ବିଷୟରେ ଆଲୋଚନା ହୁଏ  ।  ହେଲେ ଆଜି ମଧ୍ୟ ମହିଳାମାନେ ସେମାନଙ୍କର ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି  । ମହିଳାମାନେ ପୁରୁଷ-ପ୍ରାଧାନ୍ୟ ସମାଜରୁ ସ୍ୱାଧୀନତା ପାଇବା ପାଇଁ ସମସ୍ତ ପ୍ରୟାସ କରନ୍ତି  । ଯାହାଦ୍ବାରା…

ରାଣୀ ଏଲିଜାବେଥ ୨ୟଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ଭାରତୀୟ ଯୁବକ: ମିଳିଲା ୯ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ (୨ୟ)ଙ୍କ ହତ୍ୟା ଷଡଯନ୍ତ୍ର ରଚିବା ଅଭିଯୋଗରେ  ଭାରତୀୟ ମୂଳ ଜଣେ ବ୍ୟକ୍ତିଙ୍କୁ ବ୍ରିଟେନ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତାଙ୍କୁ ୨୦୨୧ କ୍ରିସମାସ ଦିନ ୱିଣ୍ଡସର କେସଲରୁ  ଗିରଫ କରାଯାଇଥିଲା । ଗିରଫ ପରେ ସେ ଦିବଂଗତ ମହାରାଣୀଙ୍କୁ…

ଏସିଆନ ଗେମ୍ସ: ପୁରୁଷ କ୍ରିକେଟ ଫାଇନାଲରେ ଭାରତ

ହାଙ୍ଗଝୋଉ: ଭାରତ ଏସିଆନ ଗେମ୍ସ କ୍ରିକେଟର ପୁରୁଷ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ସେମିଫାଇନାଲ ମୁକାବିଲାରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତର ଆଉ ଏକ ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯…

ପ୍ରୋଟିନରେ ଭରପୁର ମସୁର ଡାଲି: ପ୍ରତିଦିନ ଖାଇଲେ ମିଳିବ ଏହି ଫାଇଦା..

ନୂଆଦିଲ୍ଲୀ: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି  । ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ରହିଥାଏ  । ଯେପରିକି କଳା, ବାଦାମୀ, ନାଲି ଏବଂ ସବୁଜ  । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ  । ଶାକାହାରୀ ଅର୍ଥାତ୍ ଯେଉଁମାନେ ମାଛ,…

ଏକ୍ସରେ ବର୍ଷାଙ୍କୁ ନେଇ ଭାବବିହ୍ୱଳ ହେଲେ ଅନୁଭବ: କହିଲେ, ‘ମୁଁ ତୁମକୁ ହୃଦୟରୁ ଭଲ ପାଏ…’

ଭୁବନେଶ୍ୱର: ବର୍ଷାଙ୍କୁ ନେଇ ଭାବପ୍ରବଣ ଟୁଇଟ କଲେ ଅନୁଭବ । ପୁଣି ନିଜର ଭଲ ପାଇବାକୁ ଜାହିର କଲେ । ବୈବାହିକ ଜୀବନ ସଫଳ ହୋଇ ପାରିଲାନି । ପତି-ପତ୍ନୀ ହୋଇ ରହି ପାରିଲେନି । ହେଲେ ଭଲ ବନ୍ଧୁ ହୋଇ ରହିବା ପାଇଁ କହିଛନ୍ତି ଅନୁଭବ । ଆଜି ଏମିତି ଟୁଇଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ପ୍ରଥମଥର ପାଇଁ ତାଳଚେରରେ “ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର” ରନୱେ

ତାଳଚେର : ସାରା ଓଡ଼ିଶାରେ ଏକ ଦଂଶନ୍ଧି ଧରି ସାଇନିଂ ରକର୍ସ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରକାରର ରନୱେ ଏବଂ ଫେସନ୍ ସୋ କରାଯାଉଛି  । ଚଳିତବର୍ଷ ପ୍ରଥମଥର ପାଇଁ ତାଳଚେରରେ "ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର" ରନୱେ ପଞ୍ଚାୟତ ସଭାଘରେ ଅନୁଷ୍ଠିତ ହୋଇଯାଇଛି ।  ଏହି ରନୱେରେ ତାଳଚେର,…