ତୁର୍କୀ ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ୨ ପୋଲିସ ଆହତ
ନୂଆଦିଲ୍ଲୀ: ରବିବାର ତୁର୍କୀରେ ରାଜଧାନୀରେ ବିସ୍ଫୋରଣ। ରାଜଧାନୀ ଅଙ୍କାରା ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ଅଙ୍କାରା ସହରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ…