Latest Odisha News

BREAKING NEWS

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର; ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍‌-୧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ…

ଲଗାତାର ଏକ୍ସରୁ କମୁଛି ୟୁଜର୍ସଙ୍କ ସଂଖ୍ୟା, ଦୈନିକ ହ୍ରାସ ପାଉଛି ୩ କୋଟି ସକ୍ରିୟ ଉପଭୋକ୍ତା

ୱାଶିଂଟନ: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନେଇ ୟୁଜର୍ସ ନିରାଶ ହୋଇଥିବା ପରି ମନେ ହେଉଛି। ଦୈନିକ ସକ୍ରିୟ ଉପଭୋକ୍ତା ଏହି ପ୍ଲାଟଫର୍ମ କ୍ରମାଗତ ଭାବେ ହ୍ରାସ ପାଉଛି। ଏନେଇ ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଏଲନ ମସ୍କଙ୍କର ଏକ୍ସ…

ଭାରତରେ ନିଜ ଦୂତବାସ ବନ୍ଦ କଲା ଆଫଗାନିସ୍ତାନ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ନୂଆଦିଲ୍ଲୀ: ଭାରତରେ ନିଜ ଦୂତବାସ ବନ୍ଦ କଲା ଆଫଗାନିସ୍ତାନ । ଦିଲ୍ଲୀ ସ୍ଥିତ ଦୂତବାସ ବନ୍ଦ ନେଇ ଘୋଷଣା କଲା ଆଫଗାନିସ୍ତାନ । ବନ୍ଦ ପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ । ତେବେ ବନ୍ଦ ହେବାରେ ମୁଖ୍ୟକାରଣ ହେଉଛି ତାଲିବାନୀ ଶାସନ । ତାଲିବାନୀ ଶାସନକୁ ଅବୈଧ ସରକରା କହି ସମାଲୋଚନା…

ଟ୍ରେନ ଲାଇନରେ ଚାଲିଥିଲା ସ୍ଲୋ-ମୋସନ ରିଲ୍ସ, ହଠାତ୍ ଆସିଲା ଟ୍ରେନ, ଆଉ ତା’ପରେ…

ଉତ୍ତରପ୍ରଦେଶ: ଆଜିକାଲି ରିଲ୍ସ ନିଶା ଯୁବପୀଢିଙ୍କୁ ଏପରି ମତୁଆଲା କରିଛି ଯାହାପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକେଇବାକୁ ମଧ୍ୟ ପଛାଉ ନାହାଁନ୍ତି । ନିକଟରେ ଏକ ୮ ସେକେଣ୍ଡର ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହକୁ ଦେଖିଲେ ଆପଣଙ୍କ ଛାତି ଥରିଉଠିବ । ଏକ ୧୬ ବର୍ଷୀୟ ନାବାଳକ ଟ୍ରେନ…

ଆଇସିିିସି ଦିନିକିଆ ବିଶ୍ୱକପ ୨୦୨୩: ଅଫିସିଆଲ ମାସ୍କଟଙ୍କ ନାମ ଟୋଙ୍କ ଓ ବ୍ଲେଜ

ନୂଆଦିଲ୍ଲୀ: ଆଇସିସି ରବିବାର ଦିନିକିଆ ବିଶ୍ୱକପ ୨୦୨୩ର ଅଫିସିଆଲ ମାସ୍କଟଙ୍କ ନାମ ଘୋଷଣା କରିଛି । ମାସ୍କଟକୁ ମହିଳା ବୋଲର ଓ ପୁରୁଷ ବ୍ୟାଟ୍ସମ୍ୟାନ ଥୀମ ଉପରେ ପ୍ରସ୍ତୁତ କରାଯାଇଛି । ପୁରୁଷ ମାସ୍କଟର ନାମ ଟୋଙ୍କ ଓ ମହିଳାର ନାମ ବ୍ଲେଜ ରଖାଯାଇଛି । ଆଇସିସି ଅଫିସିଆଲ ୱେବସାଇଟ ଅନୁସାରେ…

ଦମ୍ପତ୍ତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର୍: ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ବେଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍‌ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି  । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  । ଗତକାଲି ବିଳମ୍ବିତ ରାତିରେ ସେ ଉତ୍ତରହାଲ୍ଲିରୁ…

ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା; ରାଜସ୍ଥାନ ନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରିନାହାଁନ୍ତି। ଏହି ସମୟରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଖବର ରହିଛି। ରାଜସ୍ଥାନ ବିଧାନସଭା…

ହଷ୍ଟେଲରେ ଡରାଉଛି ଭୂତ: ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ପିଲାଙ୍କ ବ୍ୟବହାର

ଯାଜପୁର: ସରକାରୀ ପଲିଟେକ୍ନିକର ଛାତ୍ରୀ ନିବାସରେ ଭୂତ ଭୟ। ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ଛାତ୍ରୀଙ୍କ ବ୍ୟବହାର। ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡି ସ୍ଥିତ ସରକାରୀ ପଲିଟେକ୍ନିକରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି  । ଗତ ସପ୍ତାହରୁ କଲେଜ ପରିସରରେ ଏଭଳି ଭୂତ ଆତଙ୍କ ଦେଖାଦେଉଛି  ।…

ବାଲୁକା କଳାରେ ସ୍ଵଛତା ହିଁ ସେବାର ବାର୍ତ୍ତା ଦେଲେ ବାଲୁକାଶୀଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ଆଜି ସାରା ଦେଶ ପାଳୁଛି ସ୍ଵଛତା ହିଁ ସେବା ପକ୍ଷ । ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇ ଏହା ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତବର୍ଷ ସ୍ଵଛତା ହିଁ ସେବା ପକ୍ଷର ଥିମ ରହିଛି GARBAGE FREE INDIA । ଆଜିର…

ଇରାନ ଆକାଶରେ ଫେକ୍ ଜିପିଏସ୍ ସିଗ୍ନାଲ ଆସୁଛି କହିଲେ ପାଇଲଟ, ଯାତ୍ରୀଙ୍କ ସୁରକ୍ଷା ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ନିକଟରେ ସାଧାରଣ ଯାତ୍ରୀଙ୍କ ବିମାନକୁ ଟାର୍ଗେଟ୍ କରି ଜିପିଏସ୍ ସିଗ୍ନାଲ ଜାଲିଆତି ଘଟଣା ଘଟିବା ଫଳରେ ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିପିଏସ୍ ସ୍ପୋଫିଂ (Spoofing) ଏକ ପ୍ରକାର ହସ୍ତକ୍ଷେପ ଯେଉଁଥିରେ ବିମାନକୁ ମିଥ୍ୟା ଜିପିଏସ୍ ସିଗନାଲ ପଠାଯାଇଥାଏ,…