ଏସୀୟ କ୍ରିଡାରେ ସୁଟିଂ ଆଣିଛି ଭାରତ ପାଇଁ ସ୍ଵର୍ଣ୍ଣିମ ଅଧ୍ୟାୟ: ଜିତିଲା ଆଉ ଏକ ସ୍ଵର୍ଣ୍ଣ
ନୂଆଦିଲ୍ଲୀ: ଚୀନରେ ଭାରତ ଉଡାଉଛି ତାର ଜାତୀୟ ଧ୍ଵଜା । ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସୁଟିଂରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣିମ ସଫଳତା । ସୁଟିଂରେ ପୁରୁଷ ଟ୍ରାପ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ସମାନ ବର୍ଗରେ ମହିଳା ଟିମ୍ ଆଣିଛନ୍ତି ରୌପ୍ୟ । ଏହାକୁ ମିଶାଇ…