Latest Odisha News

BREAKING NEWS

ସରିଲା ଅବଧି,କିନ୍ତୁ ଶେଷ ହୋଇପାରିଲାନି ରାସ୍ତା କାମ, ସମସ୍ୟା ଘେରରେ ୪ ପଞ୍ଚାୟତବାସୀ

ନବରଙ୍ଗପୁର: ଗାଁକୁ ନାହିଁ ରାସ୍ତା । ସରିଛି ଅବଧି କିନ୍ତୁ ସରିପାରିଲାନି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା । ରାସ୍ତା ନଥିବାରୁ ନାହିଁ ନାଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ୪ ପଞ୍ଚାୟତବାସୀ । ଜମି ହୁଡ଼ା ଦେଇ କରୁଛନ୍ତି ଯାତାୟାତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର…

କରୀନା କପୁର @ 43: ହାପି ବାର୍ଥ ଡେ ଲାଇଫ୍ ଲାଇନ୍ ଲେଖି ଶୁଭେଚ୍ଛା ଜଣାଇଲେ କରିସ୍ମା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ  କରୀନା କପୁର ଖାନ୍ ଙ୍କର ଆଜି ୪୩ତମ ଜନ୍ମଦିନ  । ପଟଉଦି ପ୍ୟାଲେସରେ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେସନ କରୁଛନ୍ତି  । ଜନ୍ମଦିନ ଅବସରରେ କରୀନାଙ୍କ ଭଉଣୀ କରିସ୍ମା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି  ।…

ଆଉ ନଦୀରେ ବୁଡିବେନି କି କୁମ୍ଭୀର ଟାଣିନେବନି, ନଦୀ ଘାଟରେ ଫେନସିଂ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ନଦୀରେ ବୁଡ଼ି ହେଉ କିମ୍ବା କୁମ୍ଭୀର ଟାଣିନେବା ଘଟଣା, ଏହି ସମସ୍ତ ଘଟଣା ଉପରେ ପଡିବ ପୂର୍ଣ୍ଣଛେଦ। ନଦୀରେ ବୁଡି ମୃତ୍ୟୁ ଘଟିବା ମାମଲାରେ ଲାଗୁନାହିଁ ଅଙ୍କୁଶ। ସେହିପରି ନଦୀ ଘାଟ ପାଖରୁ ହିଁ ମଣିଷକୁ ଟାଣି ନେଇ ଶୀକାର କରୁଛି କୁମ୍ଭୀର ଏବଂ ଘଡ଼ିଆଳ। ଏପରି ଘଟଣା ବଢିବାରେ…

୫୮ ବର୍ଷ ବୟସରେ ୩ ଇଡିଅଟ୍ସ ଫିଲ୍ମ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ଘଟିଛି  । ଅଖିଲ ଆମୀର ଖାନଙ୍କ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ ଡୁବି ଭୂମିକାରେ ଅଭିନୟ କରିଥିଲେ  । କାମ କରୁଥିବା ସମୟରେ ବିଲଡିଂରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଖିଲ ମିଶ୍ରଙ୍କ ଆକସ୍ମିକ…

ଚନ୍ଦ୍ରରେ ପାହିଲା ରାତି, ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ହୋଇଛି ସକାଳ । ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ । ଏନେଇ ଆଶା ପ୍ରକାଶ କରିଛି ଇସ୍ରୋ । ଚନ୍ଦ୍ରରେ ୧୪ ଦିନ ରାତି ପରେ ଏବେ ସକାଳ ହୋଇଛି । ଏହାର ଦକ୍ଷିଣ ପାଶ୍ୱର୍ରେ ଆଲୋକ ପହଞ୍ଚିବା ପରେ ସ୍ଲିପ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଆକ୍ଟିଭ ହେବେ ବୋଲି ବୈଜ୍ଞାନୀକ…

ଭାରତ ସରକାରଙ୍କ ବଡ଼ ପଦକ୍ଷେପ, କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି। କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ। ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅର୍ନିଦ୍ଦିଷ୍ଟ କାଳ…

ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର

ଭୁବନେଶ୍ଵର: ଦଳରୁ ବିଦା ହେଲେ ୨ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଗଣମାଧ୍ୟମ ସମ୍ମୁଖରେ ବହିଷ୍କାର ନେଇ ସୂଚନା ଦେଇଥିଲେ…

ଏସିଆନ ଗେମ୍ସ: ମହିଳା କ୍ରିକେଟ ସେମିରେ ଭାରତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ସେମିଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଶୀର୍ଷ ର‌୍ୟାଙ୍କିଙ୍ଗ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମାଲେସିଆ ବିପକ୍ଷ ମ୍ୟାଚ ବର୍ଷା…

କାନାଡାରେ ଖଲିସ୍ତାନୀ ଗ୍ୟାଙ୍ଗଷ୍ଟାର ସୁଖଦୁଲଙ୍କ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନ ଟାଇଗର ଫୋର୍ସର ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗୁରୁବାର ଭାରତର ଏ କ୍ୟାଟାଗୋରୀ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂ ଗିଲ ଓରଫ ସୁଖା ଦୁନ୍ନକେଙ୍କୁ ହତ୍ୟା କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ…

ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ଉଦଘାଟନ ହେବାକୁ ଯାଉଛି ବାରଣାସୀ କ୍ରିକେଟ୍ ଷ୍ଟାଡିୟମ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  ।  ୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ ହୋଇଛି । ଏହି ଅବସରରେ ବହୁ ବଡ ବଡ…