୩୫ ବର୍ଷୀୟ ନଇମ ବିବାହ କଲେ ୭୦ ବର୍ଷୀୟା ମ୍ୟାରୀଙ୍କୁ
ଲାହୋର: ଏବେ କିଛି ଦିନ ହେବ ପାକିସ୍ତାନରେ ଏ ଭଳି ବିବାହ ଖବର ଆସୁଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚିକତ କରି ଦେଉଛି । ଏବେ ପାକିସ୍ତାନର ୩୫ ବର୍ଷୀୟ ନଇମ ଶେହଜାଦ କାନାଡାର ୭୦ ବର୍ଷୀୟା ମ୍ୟାରୀଙ୍କୁ ବିବାହ କରିଛନ୍ତି । ଫେସବୁକ ମାଧ୍ୟମରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ…