ଏକ୍ସର ପ୍ରତ୍ୟେକ ୟୁଜର ଦେବେ ଦେୟ, ମସ୍କ ଦେଲେ ଇସାରା
ନୂଆଦିଲ୍ଲୀ: ଟେସ୍ଲା ଏବଂ SpaceX ର ସିଇଓ ଇଲନ୍ ମସ୍କ ଟ୍ୱିଟର ପାଇଁ ତାଙ୍କ ଯୋଜନା ବିଷୟରେ ଏକ ସଙ୍କେତ ଦେଇଛନ୍ତି। ଯାହାକୁ ସେ ବର୍ତ୍ତମାନ ଏକ୍ସ କହୁଛନ୍ତି।
ମସ୍କ କହିଛନ୍ତି ଯେ ସେ ୟୁଜରଙ୍କୁ ବଟସର ମୁକାବିଲା କରିବା ପାଇଁ ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଏକ ଛୋଟ ମାସିକ ଶୁଳ୍କ…