Latest Odisha News

BREAKING NEWS

ଦେଶର ସୁଖ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହିତ ପତ୍ନୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ମହାପ୍ରଭୁଙ୍କୁ ଭିତରକାଠ ନିକଟରୁ ଦର୍ଶନ କରିଛନ୍ତି । ଉତ୍ତରଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ପୂର୍ବତନ…

ସେଲଫି ନେବା ପରେ ଅଭିନେତାଙ୍କୁ ବୋତଲ ମାଡ଼ କଲେ ଫ୍ୟାନ୍ସ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଆକାଶ ଚୌଧୁରୀଙ୍କ ଉପରକୁ ବୋତଲ ମାଡ଼ । ସେଲଫି ନେବା ପରେ ତାଙ୍କ ଉପରକୁ ବୋତଲ ମାଡ଼ କରିଛନ୍ତି ଫ୍ୟାନ୍ସ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆକାଶଙ୍କ ସହିତ ଜଣେ…

ଅନନ୍ୟ ସ୍କୁଲ: ଏଠାରେ ପଢିବାକୁ ହେଲେ ଫି’ ନୁହେଁ, ଜମା କରିବାକୁ ପଡେ ୧୦୦ ପ୍ଲାଷ୍ଟିକ୍ ବୋତଲ

ଆସାମ: ଦୁନିଆର ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିଲାମାନେ ଶିକ୍ଷା ପାଇବା ଦ୍ୱାରା ସମାଜ ପାଇଁ କିଛି କରିବାକୁ ସକ୍ଷମ ହୋଇଥାନ୍ତି । କିନ୍ତୁ ଆଜିର ସମୟରେ ଲୋକେ ଶିକ୍ଷାର ମୂଲ୍ୟ ଠିକ୍ ଭାବେ ବୁଝୁଛନ୍ତି । ତେଣୁ ଏବେ ଶିକ୍ଷା ମହଙ୍ଗା ହେବାକୁ ଲାଗିଛି ।…

ନେତାଜୀ ବସ ଟର୍ମିନାଲ ଲୋକାର୍ପିତ; ପୁରୀକୁ ଗଡ଼ିଲା ପ୍ରଥମ ବସ୍

ଭୁବନେଶ୍ୱର: କଟକ ନେତାଜୀ ବସ ଟର୍ମିନାଲକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲରେ ଆନ୍ତର୍ଜାତୀୟ ସ୍ତରର ସୁବିଧା ପାଇବେ ଯାତ୍ରୀ । ଏହି ଟର୍ମିନାଲରେ ରହିପାରିବ ୧୯୨ଟି ବସ  ।  ଓଡିଶାର ସର୍ବବୃହତ ଆହାର…

୧୧, ୮୫୬ ମେଧାବୀଙ୍କୁ ୧୮ କୋଟିର ଡିଏମଏଫ ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର: ସ୍ଥାନୀୟ ଅଡିଟୋରିୟମ ଠାରେ ଶନିବାର ଡିଏମଏଫ୍(district mineral fund) ଛାତ୍ରବୃତ୍ତି-2023 ଆବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ…

ଗଣେଶ ପୂଜାରେ ପରଦାକୁ ଆସିବ ‘ପୁଷ୍କରା’: ସିନେମାଟୋଗ୍ରାଫରରୁ ନିର୍ଦ୍ଦେଶକ ସାଜିଲେ ଶୁଭ୍ରାଂଶୁ

ଭୁବନେଶ୍ୱର: ଯୁବ ଓଡ଼ିଆ ସିନେମାଟୋଗ୍ରାଫର ଶୁଭ୍ରାଂଶୁ ଦାସଙ୍କ ସଫଳତା । ନିକଟରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ପୁଷ୍କରାରେ ପ୍ରଥମ କରି ନିର୍ଦ୍ଦେଶନା ଦେଇଛନ୍ତି ସିନେମାଟୋଗ୍ରାଫର ଶୁଭ୍ରାଂଶୁ । ଯାହାକୁ ନେଇ ଏବେ ଚର୍ଚ୍ଚା ଢେର । ଔପୋନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ଲିଖିତ ଓଡ଼ିଆ ନଭେଲ…

ବିନା ଚାପରେ କ୍ୟାରିୟର ଚୟନ କର: କ୍ୟାରିୟର ପ୍ରଦର୍ଶନୀରେ ଛାତ୍ରଛାତୀଙ୍କୁ ପରାମର୍ଶ

ଭୁବନେଶ୍ୱର: ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ଅସଂଖ୍ୟ କ୍ୟାରିୟର ବିକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଏନ୍‌ସିଇଆରଟି, ଭୁବନେଶ୍ୱର ପକ୍ଷରୁ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ କ୍ୟାରିୟର…

ହୀରୋ ନଂ ୧ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ପଶ୍ମିନା

ମୁମ୍ବାଇ: ହୀରୋ ନଂ ୧ ଫିଲ୍ମରେ ଟାଇଗର ଶ୍ରଫଙ୍କ ସହ ରୋମାନ୍ସ କରିବେ ପଶ୍ମିନା ରୋଶନ । ମିଶନ ମଙ୍ଗଳ ଫେମ ନିର୍ଦ୍ଦେଶକ ଜଗନ ଶକ୍ତି ଏହାର ନିର୍ଦ୍ଦେଶନା ଦେବେ । ଟାଇଗରଙ୍କ ସହ ପଶ୍ମିନା ଏବଂ ସାରା ଅଲୀ ଖାଁ ଏଥିରେ ଅଭିନୟ କରିବା ଚୂଡାନ୍ତ ହୋଇଛି । ଆସନ୍ତା ବର୍ଷ ଆରମ୍ଭରେ ଫିଲ୍ମ ଫ୍ଲୋରକୁ…

୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ବ୍ୟକ୍ତି, ଶହେ ସନ୍ତାନର ବାପା ହେବାକୁ ଇଚ୍ଛା

ଆଫ୍ରିକା: ୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ବ୍ୟକ୍ତି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । କାରଣ ଆପଣ ଭାବୁଥିବେ କେହି ଏକାସଙ୍ଗରେ ଏତେ ଯୁବତୀଙ୍କୁ କ’ଣ ବିବାହ କରିପାରିବେ ? ଆଜ୍ଞା, ହଁ ଆଫ୍ରିକାର ଉଗାଣ୍ଡାରେ ଜଣେ ୪୩ ବର୍ଷୀୟ ବ୍ୟକ୍ତି ୭ ଯୁବତୀଙ୍କୁ ବିବାହ କରି…

ପ୍ରତିଶ୍ରୃତି ରକ୍ଷା କଲେ ବିଜୟ, ୧୦୦ ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ ଦେଲେ

ମୁମ୍ବାଇ: ପ୍ରତିଶ୍ରୁତି ରକ୍ଷା କଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଫିଲ୍ମ ‘ଖୁସି’ର ପାରିଶ୍ରମିକରୁ ୧ କୋଟି ଟଙ୍କା ତାଙ୍କ ପ୍ରଶଂସକଙ୍କୁ ପ୍ରଦାନ କରିବେ ବୋଲି ନିକଟରେ ଘୋଷଣା କରିଥିଲେ । ଆଜି ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ନିକଟରେ ବିଜୟ ୧୦୦ଟି ପରିବାରକୁ ୧ଲକ୍ଷ ଟଙ୍କା…