Latest Odisha News

BREAKING NEWS

ପ୍ରତିଶ୍ରୃତି ରକ୍ଷା କଲେ ବିଜୟ, ୧୦୦ ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ ଦେଲେ

ମୁମ୍ବାଇ: ପ୍ରତିଶ୍ରୁତି ରକ୍ଷା କଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଫିଲ୍ମ ‘ଖୁସି’ର ପାରିଶ୍ରମିକରୁ ୧ କୋଟି ଟଙ୍କା ତାଙ୍କ ପ୍ରଶଂସକଙ୍କୁ ପ୍ରଦାନ କରିବେ ବୋଲି ନିକଟରେ ଘୋଷଣା କରିଥିଲେ । ଆଜି ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ନିକଟରେ ବିଜୟ ୧୦୦ଟି ପରିବାରକୁ ୧ଲକ୍ଷ ଟଙ୍କା…

ନୀତିଶଙ୍କୁ ନିଜ ମାଟିରେ ସଫା କରିବାକୁ ଶାହାଙ୍କ ଗେମପ୍ଲାନ !

ଭୁବନେଶ୍ୱର: ବିହାର ଉପରେ ଏବେ ବିଜେପିର ନଜର। ନୀତିଶ କୁମାର ବିଜେପି ହାତ ଛାଡିବା ସହ ଇଣ୍ଡିଆ ମେଣ୍ଟକୁ ଶକ୍ତ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଏପରିକି ଲାଲୁ ପ୍ରସାଦ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟକୁ ସଫଳତାର ସହ ଆଗକୁ ନେବା ଦିଗରେ ସବୁ…

ହାଇଦ୍ରାବାଦରେ ସିଡବ୍ଲୁସି ବୈଠକ, ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ସିଡବ୍ଲୁସିର ନୂଆ କମିଟି ବୈଠକ ହାଇଦ୍ରାବାଦରେ ବସିଛି। ଆଗକୁ ଦେଶର ପ୍ରମୁଖ ରାଜ୍ୟର ନିର୍ବାଚନ ଥିବାବେଳେ ଲୋକସଭା ନିର୍ବାଚନ ରହିଛି। ତେଣୁ ଦଳର ସ୍ୱତନ୍ତ୍ର ରଣନୀତିକୁ ନେଇ ଆଲୋଚନା ହୋଇଛି। ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ…

ଭୋପାଳରେ ହେବନି ମେଣ୍ଟ ‘ଇଣ୍ଡିଆ’ର ପ୍ରସ୍ତାବିତ ପ୍ରଥମ ରାଲି

ଭୋପାଳ: ଅକ୍ଟୋବର ପୂର୍ବରୁ ଇଣ୍ଡିଆ ମେଣ୍ଟର ପ୍ରସ୍ତାବିତ ରାଲି ଭୋପାଳରେ ହେବ ନାହିଁ । ଏହି ରାଲିକୁ ରଦ୍ଦ କରି ଦିଆଯାଇଛି । ଏ ବିଷୟରେ ସୂଚନା ଦେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ କହିଛନ୍ତି, ଭୋପାଳରେ ଏହି ରାଲି ହେବ ନାହିଁ । କଂଗ୍ରେସ ପାର୍ଟିର ମହାସଚିବ ରଣଦୀପ…

ମହାଦେବ ବେଟିଂ ଆପ ସ୍କାମ: ଟାଇଗର, ସନୀଙ୍କ ସମେତ ୧୭ ସେଲିବ୍ରେଟିଙ୍କୁ ପଚରା ଉଚରା କରିବ ଇଡି

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ ସ୍କାମ ଘଟଣାରେ ଟାଇଗର ଶ୍ରଫ, ସନୀ ଲିୟୋନୀଙ୍କ ସମେତ ୧୭ଜଣ ସେଲିବ୍ରେଟିଙ୍କୁ ଇଡି ପଚରାଉଚରା କରିବ । ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କୁ ବିରୋଧରେ…

କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର ନିଯୁକ୍ତି: କେଉଁ ଜିଲ୍ଲା ପାଇଁ କିଏ, ଜାଣନ୍ତୁ ପୂରା ତାଲିକା

ଭୁବନେଶ୍ୱର: ନିଯୁକ୍ତି ପାଇଲେ କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର । ଏ ନେଇ  ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ରିଲିଜରେ  ସୂଚନା ଦେଇଛନ୍ତି ।  ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଜିଲ୍ଲା ମୁଖ୍ୟମୁଖପାତ୍ର ମାନଙ୍କୁ ନିଯୁକ୍ତି…

ପୁନମଙ୍କ ଘରେ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀଙ୍କ ଚାକର,କୁକୁର

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ପୁନମଙ୍କ ଘରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘରେ ଥିବା କୁକୁର ଓ ଚାକର ବର୍ତ୍ତି ଯାଇଛନ୍ତି । ଏହି ସମୟରେ କୌଣସି କାମରେ ପୁନମ ବାହାରକୁ ଯାଇଥିବାରୁ ସେ ବି ବର୍ତ୍ତି ଯାଇଥିବା କୁହାଯାଇଛି ।…

ରାମ୍ପରେ ଚାଲିଲେ ନାହିଁ, କାଦୁଅରେ ଗଡ଼ିଲେ ମଡେଲ

ନ୍ୟୁୟର୍କ: ଯେତେବେଳେ ଫ୍ୟାଶନ ସୋ କଥା ଉଠେ, ସେତେବେଳେ ରାମ୍ପରେ ଚାଲୁଥିବା ସୁନ୍ଦରୀ ମଡେଲଗୁଡିକର ଚେହେରା ମନକୁ ଆସିଥାଏ । କିନ୍ତୁ ନିକଟରେ ନ୍ୟୁୟର୍କରେ ଏକ ଫ୍ୟାଶନ ସପ୍ତାହରେ ଯାହା ଘଟିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା । ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଏଠାରେ ମଡେଲମାନେ…

ପାର୍ବଣ ଋତୁ ପାଇଁ ପ୍ରସ୍ତୁତି: ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ପାର୍ବଣ ପାଇଁ ପ୍ରସ୍ତୁତି । ପାର୍ବଣକୁ ସୁନ୍ଦର,ଶୃଙ୍ଖଳିତ କରିବା ପାଇଁ ସବୁ ଦିଗରୁ ଆରମ୍ଭ ହେଉଛି ଉଦ୍ୟମ । ଏହି ପରିପ୍ରେକ୍ଷୀରେ  ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା  । ଆଗାମୀ ପାର୍ବଣ ଋତୁ ସମୟରେ…

SIIMA Award 2023: ଜୁନିୟର ଏନଟିଆର୍ ଶେଷ୍ଠ ଅଭିନେତା, ମୃଣାଳ ଠାକୁର ବେଷ୍ଟ ଡେବ୍ୟୁଟେଣ୍ଟ

ମୁମ୍ବାଇ: ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ବାର୍ଡ(SIIMA) ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାତିରେ SIIMA ୨୦୨୩ର ୧୧ତମ ସଂସ୍କରଣ ଇଭେଣ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି ଇଭେଣ୍ଚରେ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଚଳଚ୍ଚିତ୍ର ଜଗତର ବହୁ ସେଲିବ୍ରେଟି ଏହି…