ପାର୍ବଣ ପୂର୍ବରୁ ଅଶାନ୍ତ କଟକ ସହର: ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣାକୁ ଏନକାଉଣ୍ଟର, ବନ୍ଧୁକ ଓ ଗୁଳି ଜବତ
କଟକ : ଆସୁଛି ପାର୍ବଣ ଋତୁ । କିନ୍ତୁ ତାପୂର୍ବରୁ ଅଶାନ୍ତ ହୋଇପଡିଛି କଟକ ସହର । ପୂଜା ପୂର୍ବରୁ କଟକରେ ଏନକାଉଣ୍ଟର ହୋଇଛି । କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଉତ୍ତମାପୁର ଅଞ୍ଚଳରେ କମିଶନରେଟ୍ ପୋଲିସ ଏନକାଉଣ୍ଟର କରିଛି । …