ରାମ ମନ୍ଦିର ଖନନ ବେଳେ ବାହାରିଲା ପୁରୁଣା ମନ୍ଦିରର ଅବଶେଷାଂଶ
ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ଇତି ମଧ୍ୟରେ ମନ୍ଦିର ପରିସର ଖୋଳିବା ସମୟରେ ମିଳିଛି ପୁରୁଣା ମନ୍ଦିରର ଅବଶେଷାଂଶ । ଏହି ଅବଶେଷାଂଶକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିରେ ରହିଛି ବଡବଡ ସ୍ତମ୍ଭ ଏବଂ ମୂର୍ତ୍ତି । ରାମ ଜନ୍ମଭୂମି…