Latest Odisha News

BREAKING NEWS

‘ସ୍ଥାନୀୟ ଗୁଣ୍ଡାମାନେ ଚାନ୍ଦା ଆଦାୟ କରୁଛନ୍ତି, ବସ୍ ଡ୍ରାଇଭରଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ’

ଭୁବନେଶ୍ୱର: ନିୟମିତ ଭାବେ ବସଷ୍ଟାଣ୍ଡରେ ବସ ଚାଳକଙ୍କ ଠାରୁ ସ୍ଥାନୀୟ ଗୁଣ୍ଡାମାନେ ଟଙ୍କା ଆଦାୟ କରୁଛନ୍ତି। ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ମଧ୍ୟ ଥାନାଧିକାରୀ ନୀରବଦ୍ରଷ୍ଟା ସାଜିଥିବା ରାଜଧାନୀ ବସ୍ ମାଲିକ ସଙ୍ଘ ଅଭିଯୋଗ କରିଛି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର…

ମିଶନ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ: ୧.୨ ଲକ୍ଷ ଶିଶୁ, ୨୩,୫୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର: ମିଶନ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ ସାରା ଓଡିଶାରେ ଆରମ୍ଭ ହୋଇଛି। ୫ ବର୍ଷରୁ କମ୍ ବୟସର ୧ ଲକ୍ଷ ୨୩ ହଜାର ୪୭୨ ଶିଶୁ ଓ ୨୩ ହଜାର ୫୬୮ ଗର୍ଭବତୀ ମହିଳାଙ୍କୁ ଏହି ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇ ନଭେମ୍ବର ୧୧…

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲାଣି ୫ ହଜାର, ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇସାରିଲେଣି। ବର୍ଷା ଯୋଗୁଁ ଏହି ରୋଗ ବ୍ୟାପିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ।…

ଉତ୍ସାହ କମିଗଲେ ଅଭିନୟ ଛାଡ଼ିଦେବି, ଏମିତି କିଛି କହିଲେ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କର ଆଗାମୀ ଫିଲ୍ମ ‘ଜାନେ ଜାନ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ତାଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ…

ହାଇସ୍ପିଡ ଆଲୁମିନିୟମ ରେଳ କୋଚ ପାଇଁ ଇଟାଲୀୟ କମ୍ପାନୀ ମେଟ୍ରା ସହିତ ହାତ ମିଳାଇଲା ହିଣ୍ଡାଲକୋ

ମୁମ୍ବାଇ : ବିଶ୍ୱର ସବର୍ବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲ ିଂ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଇଟାଲୀୟ କମ୍ପାନୀ ମେଟ୍ରା ଏସପିଏ ସହିତ ପ୍ରଯୁକ୍ତିଗତ ସହଭାଗିତାରେ ଚୁକ୍ତି ସ୍ୱାକ୍ଷର କରିଛି । ଭାରତରେ ହାଇସ୍ପିଡ ରେଳ କୋଚ ନିର୍ମାଣ ନିମେନ୍ତ ବୃହତ୍ତ ଆକାରର ଆଲୁମିନିୟମ…

ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କିତ ‘ଜିଲ୍ଲାପାଳ ସମ୍ମିଳନୀ’…

ଭୁବନେଶ୍ୱର: ଖାରବେଳ ଭବନ ଠାରେ  ଆଜି “ଜିଲ୍ଲାପାଳ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଓଟିଟି ପ୍ଲାଟଫର୍ମରେ ଆସୁଛି ‘ଦସ୍ୟୁ ରଞ୍ଜନ’ ଡ଼ିଟେ଼କ୍ଟିିଭ୍ ସିରିଜ୍‌

ଭୁବନେଶ୍ୱର: ଉଭୟ ଅଶି ଓ ନବେ ଦଶକରେ ପୁସ୍ତକପ୍ରିୟ ଲୋକଙ୍କ ଭିତରେ ଛାଇ ଯାଇଥିବା ଚର୍ଚ୍ଚିତ ଡ଼ିଟେକ୍ଟିଭ୍ ସିରିଜ୍ ‘ଦସ୍ୟୁ ରଞ୍ଜନ’ ପୁଣି ଥରେ ପାଠକଙ୍କ ପାଖକୁ ଫେରୁଛି । ତେବେ ବହି ଆକାରରେ ନୁହେଁ ବରଂ ଟେଲିଭିଜନ ସିରିଜ୍ ଆକାରରେ ଏହା ଦର୍ଶକଙ୍କ ପାଖରେ ପହଞ୍ôଚବ । ନୂଆ ଓଡ଼ିଆ ଓଟିଟି…

ସୁପରଫିଟ୍ ଜେଜେମା : ଫଟୋ ଦେଖି ତାଙ୍କ ପ୍ରେମରେ ଯୁବକ ପାଗଳ

ଅଷ୍ଟ୍ରେଲିଆ: ଆଜିକାଲି ଅଧିକାଂଶ ଲୋକ ନିଜକୁ ଫିଟ୍ ଓ ସୁସ୍ଥ ରଖିବାକୁ ଚାହୁଁଛନ୍ତି । ସେଥିଲାଗି ନିୟମିତ ଜିମ୍ ଯିବା ସହ ବ୍ୟାୟାମ ବି କରୁଛନ୍ତି । ମୋଟାପଣ ଅନେକ ରୋଗର କାରଣ ହୋଇଥାଏ । ଏଥିପାଇଁ ଲୋକମାନେ ସେମାନଙ୍କର ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ତଥାପି ଏହି ଯାତ୍ରା ସହଜ…

ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଘରେ ଡାକି ଅପହରଣ, ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୪ ଗିରଫ

ଭୁବନେଶ୍ୱର: ଡାକ୍ତରଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।। ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ…

ଆଖି ବନ୍ଧ କରି କାକୁଡ଼ି କାଟି ରେକର୍ଡ କଲେ ଯୁବକ

କାନାଡ଼ା: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । ଏବେ ସେମିତି କାନାଡ଼ାର ଜଣେ ଯୁବକ ଆଖି ବନ୍ଧ କରି କାକୁଡ଼ି କାଟି ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି । କାନାଡାର ଟରଣ୍ଟୋରେ ରୁହନ୍ତି ୱାଲେସ୍ ୱଙ୍ଗ୍…