Latest Odisha News

BREAKING NEWS

ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ: କହିଲେ, ଦଳରେ ମିଶିବା ପାଇଁ ଆମନ୍ତ୍ରଣ କରିବେ କି…

ଭୁବନେଶ୍ୱର: ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଥମୁନି ରାଜନୀତି । ବିଜେଡି ଭିତରେ ଚାଲିଛି ଜବାବ ସୁଆଲ । ଏପଟେ ସୌମ୍ୟଙ୍କ ପ୍ରତି ଛୁଟିବାରେ ଚାଲିଛି ବିରୋଧୀଙ୍କ ସମର୍ଥନର ସୁଅ । କଂଗ୍ରେସ, ବିଜେପି ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି ।  କଂଗ୍ରେସ ନେତା ସୁର ରାଉତରାୟ…

ଓସିଏ ଆୟୋଜିତ କରିବ ଭୈରବ ମହାନ୍ତି ମେମୋରିଆଲ ଟି୨୦

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଆନ୍ତଃ ରାଜ୍ୟ ଭୈରବ ମହାନ୍ତି ମେମୋରିଆଲ ଟି୨୦ ଟୁର୍ଣ୍ଣାମେଂଟ ଆୟୋଜିତ କରିବାକୁ ଯାଉଛି । ବାରବାଟୀ ଷ୍ଟାଡିୟମରେ ସେପ୍ଟମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨ଟି ଟିମ ଓଡିଶା ଏ ଓ ବି ଏଥିରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଆସାମ,…

ବ୍ୟବସାୟୀଙ୍କଠାରୁ ୧୫.୮୩ କୋଟି ଟଙ୍କା ଠକି ନେବା ଘଟଣାରେ ଫିଲ୍ମ ନିର୍ମାତା ଗିରଫ

ମୁମ୍ବାଇ: ବ୍ୟବସାୟୀଙ୍କଠାରୁ ଟଙ୍କା ଠକି ନେବା ଘଟଣାରେ ପୋଲିସ ସାଉଥ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ନିର୍ମାତା ରବିନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ଗିରଫ କରିଛି । ସେ ବ୍ୟବସାୟୀଙ୍କ ଠାରୁ ୧୫.୮୩ କୋଟି ଟଙ୍କା ଠକି ନେଇଥିବା ଜଣାଯାଇଛି । ଏନେଇ ଅଭିଯୋଗ ହେବାପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ…

ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପର୍ସେଣ୍ଟେଜର ସରକାର ଚାଲିଛି: ମନମୋହନ ସାମଲ

ଭୁବନେଶ୍ୱର/କେନ୍ଦୁଝର:ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସରେ ସର୍ବଦା ଓଡିଶା ରହିଆସିଛି । କଂଗ୍ରେସ ନେତୃତ୍ୱ ୟୁପିଏ ଶାସନରେ  ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଥିବାବେଳେ ମୋଦି ସରକାର ଅମଳରେ ଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି…

ଆସନ୍ତୁ ଜାଣିବା ଦୁନିଆର ଦାମୀ ମୁଦ୍ରା ସମ୍ପର୍କରେ

ଲଣ୍ଡନ: ଇଷ୍ଟ ଇଣ୍ଡିଆ କମ୍ପାନୀ କୁଇନ ଏଲିଜାବେଥ ୨ଙ୍କ ପୂଣ୍ୟତିଥିରେ ଦି କ୍ରାଉନ କଏନ ନାମକ ଏକ ମୁଦ୍ରା ଜାରୀ କରିଛି । ଏହାକୁ ସବୁଠାରୁ ଦାମୀ ମୁଦ୍ରା ଭାବେ ବିବେଚନା କରାଯାଉଛି । ଏହାର ଆନୁମାନିକ ମୂଲ୍ୟ ୧୯୨ କୋଟି ଟଙ୍କା ହେବ । ୪ କିଲୋଗ୍ରାମ ସୁନାରେ ଏହାକୁ ନିର୍ମିତ କରାଯାଇଛି । ଏଥିରେ…

ବିଜେପିକୁ କେରଳ ଝଟକା, ମିଳିଲା ମାତ୍ର ୫ ପ୍ରତିଶତ ଭୋଟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ କେରଳରେ ବଡ଼ ଝଟକା ଲାଗିଛି। ଭାରତର ପ୍ରମୁଖ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବଡ଼ ପରାଜୟ ପରେ କୌଣସି ଦକ୍ଷିଣ ରାଜ୍ୟରେ ଦଳର ସ୍ଥିତି ଭଲ ନାହିଁ। କିନ୍ତୁ ଅନ୍ୟତମ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଦଳ ଭଲ ପ୍ରଦର୍ଶନ କରି କ୍ଷମତାକୁ…

ଟ୍ରାକ୍ଟର, ଶଗଡ ଗାଡି ଓ ଜେସିବିରେ ବସି ‘ଜବାନ୍’ ଦେଖିବାକୁ  ଆସିଲେ ପ୍ରଶଂସକମାନେ

ମୁମ୍ବାଇ: ବଲିଉଡ୍ ବାଦ୍ସା ସାହାରୁଖ୍ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ଜବାନ୍'କୁ ଦର୍ଶକମାନଙ୍କ ଠାରୁ ଖୁବ୍ ଭଲପାଇବା ମିଳୁଛି । ସିନେମାଟି ବେଶ୍ ମନଛୁଆଁ ହୋଇଥିବାବେଳେ 'ଜବାନ୍' ପାଇଁ ଲୋକଙ୍କ କ୍ରେଜ୍ ବଢିବାରେ ଲାଗିଛି । ଏନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ବେଳେ…

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…

ଜର୍ମାନୀର ସବୁଠାରୁ ସ୍ମାର୍ଟ ମହିଳା ପୋଲିସ୍‌, ସୌନ୍ଦର୍ଯ୍ୟ ପାଇଁ ଛାଡିବାକୁ ପଡିଲା ଚାକିରି

ଜର୍ମାନୀ: ପ୍ରତ୍ୟେକ ମହିଳା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ଚାହାନ୍ତି । ସେଥିଲାଗି ଅନେକ ନିଜ ସୌନ୍ଦର୍ଯ୍ୟକୁ ନେଇ ମଡ଼େଲିଂରେ କ୍ୟାରିୟର କରିବାକୁ ରୁଚି ରଖିଥାନ୍ତି । କିନ୍ତୁ ଏହି ସୌନ୍ଦର୍ଯ୍ୟ ଯେ, ନିଜ କ୍ୟାରିୟରରେ ବାଧକ ସାଜିବ ତାହା କେହି କେବେ ଭାବି ନ ଥିବେ । ଏପରି କିଛି ଘଟିଛି…

ମନ୍ତ୍ରୀ-ସଚିବଙ୍କୁ ସୌମ୍ୟଙ୍କ କଡା ଜବାବ: ତୃତୀୟ ମହଲାରୁ ଦଳ ଚାଲି ପାରିବ ନାହିଁ

ଭୁବନେଶ୍ୱର: ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ, ଦଳକୁ ବହୁତ ଲୋକ ସମର୍ଥନ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କର ବର୍ଷକ ତଳେ ଯେଉଁ ଗ୍ରହଣ ଯୋଗ୍ୟତା ଥିଲା ତାହା  କାହିଁକି କମି କମି ଯାଉଛି ? ଏକଥା ସୂଚାଇ ଦେବା କ‘ଣ ଦଳ ବିରୋଧୀ କାମ କି ? ଦଳକୁ…