Latest Odisha News

BREAKING NEWS

ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ଜଓ୍ୱାନ, କଲା ଏତିକି ଟଙ୍କା ଆୟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ ଶାହରୁଖ ଖାନ ପୁଣିଥରେ 'ଜୱାନ' ସହିତ ବଡ ପରଦାରେ ଏଣ୍ଟ୍ରି ମାରିଛନ୍ତି।  ଆଶ୍ଚର୍ଯ୍ୟଜନକ କଥା ହେଉଛି କିଙ୍ଗ ଖାନଙ୍କ 'ଜୱାନ୍' ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ଇଣ୍ଡଷ୍ଟ୍ରିର ଦୀର୍ଘ ଦିନର ଇତିହାସକୁ ବଦଳାଇ ଦେଇଛି । ଅଧିକାଂଶ ଚଳଚ୍ଚିତ୍ରର…

ଏଠାରେ ଯୋଡି ହୁଏ ଭଙ୍ଗା ହାଡ : ହସ୍ପିଟାଲ ନ ଯାଇ ମନ୍ଦିର ଆସନ୍ତି ଲୋକ !

ଦିଲ୍ଲୀ: ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି…

ଜି-୨୦ ସମ୍ମିଳନୀରେ ୧୫ ବୈଠକ କରିବେ ପ୍ରଧାନମନ୍ତ୍ରୀ: ଆଜି ଆମେରିକା, ବାଂଲାଦେଶ ଏବଂ ମରୀସସ ରାଷ୍ଟ୍ରମୁଖ୍ୟଙ୍କ ସହ…

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ  ପହଞ୍ଚି ଗଲେଣି । ଏହି ସମ୍ମିଳନୀରେ ଜି-୨୦ର ସଦସ୍ୟୃ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ୯ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ…

ମନ ମୋହୁଛି ନନ୍ଦନବନ, ଲାଗୁଛି ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ

ବୌଦ୍ଧ: ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପାର୍କ ଭାବରେ ମାନ୍ୟତା ପାଇଛି ବୌଦ୍ଧ ଜିଲ୍ଲା ବୀରନରସିଂପୁରରୁ ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳର ଥିବା ନନ୍ଦନବନ ସଫାରୀ । ରାତି ପାହିଲେ ଏହି ସଫାରୀରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । ଏଠାକାର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ…

ମଧ୍ୟାହ୍ନ ୧୨.୩୦ ସୁଦ୍ଧା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ : ସତର୍କ କଲା ଆଇଏମଡି

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶୁକ୍ରବାର ୧୨ଟା ୩୦ ସୁଦ୍ଧା ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି କରିଛି ଆଇଏମଡି । ପାଣିପାଗ ସୂଚନା ଅନୁଯାୟୀ, ଗଞ୍ଜାମ, ଗଜପତି,…

ଅକ୍ଟୋବର ୧ରୁ ଭିଏଲଟି ବାଧ୍ୟତାମୂଳକ: ନୋଟିସ ଜାରି କଲେ ରାଜ୍ୟ ପରିବହନ ଆୟୁକ୍ତ

ଭୁବନେଶ୍ବର: କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ  । ପରିବହନ ଗାଡିରେ ଲାଗି ଭିଏଲଟି  ଓ ପାନିକ୍ ବଟନ୍  । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେହିକିଲ୍ ଲୋକସନ୍ ଟ୍ରାକିଂ ଡିଭାଇସ୍ ଓ…

ସୋରିଷ ତେଲରେ ମିଶାନ୍ତୁ ମାତ୍ର ଗୋଟିଏ ଜିନିଷ : ୨ ଦିନରେ କେଶ ଝଡିବାରୁ ମୁକ୍ତି ପାଆନ୍ତୁ

ଦିଲ୍ଲୀ: ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ପାଳନ କରିବାକୁ ପଡିବ । ତେବେ…

ଆଜିଠୁ ରାଜ୍ୟରେ ବିଦ୍ୟାଳୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟର…

ଅନାଥାଶ୍ରମରୁ କୋଳେଇ ଆଣିଥିଲେ, ପୁଅ ନେଇଗଲା ବାପା-ମା’ଙ୍କ ଜୀବନ

ନ୍ୟୁୟର୍କ: ଅନାଥାଶ୍ରମରୁ ଆଣି ବାପା-ମା’ର ମମତା ଦେଇଥିଲେ । ଗେଲ ଆଦରରେ ବଢାଇଥିଲେ । ତା ଆଖିରେ ନିଜ ସ୍ୱପ୍ନକୁ ପୂରଣ କରୁଥିଲେ ଏଇ ଆମେରିକୀୟ ଦମ୍ପତ୍ତି । ହେଲେ ଏ ବାତ୍ସଲ୍ୟ ସ୍ନେହ ଆଉ ସମ୍ପର୍କ  ୭ ବର୍ଷ ବି ଗଲାନି । ଶେଷରେ ପୁଅ ସାଜିଲା ବାପା-ମା’ଙ୍କ ହତ୍ୟାକାରୀ । ଆମେରିକୀୟ…