Latest Odisha News

BREAKING NEWS

ପୂର୍ବତନ ବୋହୂଙ୍କ କଥା ପଚାରି ବୁଝିଲେ ନାଗାର୍ଜୁନ

ମୁମ୍ବାଇ: ତେଲୁଗୁର ଲୋକପ୍ରିୟ ରିଅଲିଟି ଶୋ ବିଗ ବସ ସିଜିନ୍ ୭ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିରେ ସାଉଥ ସୁପରଷ୍ଟାର ନାଗାର୍ଜୁନ ହୋଷ୍ଟ କରିବାକୁ ଯାଉଛନ୍ତି । ନିକଟରେ ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି । ଏହି ପ୍ରୋମୋରେ ବିଜୟ ଦେବରାକୋଣ୍ଡା ତାଙ୍କ ଫିଲ୍ମ ‘ଖୁସି’ର ପ୍ରମୋଶନ ପାଇଁ…

ଜେଲରର ସଫଳତା ନେଇ ଦାମୀ କାର ବାଣ୍ଟିଲେ ପ୍ରଯୋଜକ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣି । ‘ଜେଲର’ର ସଫଳତାକୁ ନେଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ରଜନୀକାନ୍ତଙ୍କୁ…

ସାଇବର ଠକେଇର ଶିକାର ହୋଇଛନ୍ତି? କଲ୍ କରନ୍ତୁ ଓଡିଶା ପୋଲିସର ହେଲ୍ପଲାଇନ୍ ନମ୍ବର 1930

ଭୁବନେଶ୍ୱର: ଓଡ଼ିଶା ସରକାର ଠକେଇର ଶିକାର ହୋଇଥିବା ଲୋକଙ୍କ ପାଇଁ ୨୪ ଘଣ୍ଟିଆ ସାଇବର ହେଲ୍ପ ଲାଇନ୍ ଆରମ୍ଭ କରିଛନ୍ତି। ୧୯୩୦ ନମ୍ବର ବିଶିଷ୍ଟ ଏହି ହେଲ୍ପଲାଇନ୍ ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। ଏହି ହେଲ୍ପ ଲାଇନରେ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ…

ଜି-୨୦ ଶିଖର ସମ୍ମିଳନୀରେ ଆରବିଆଇ ପକ୍ଷରୁ ଖୋଲାଯିବ ସ୍ୱତନ୍ତ୍ର ପାଭିଲିୟନ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ। ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ। ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ…

ପଥରରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା, ୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ବଲାଙ୍ଗୀର: ୩ ବର୍ଷ ତଳେ ବଲାଙ୍ଗୀର ଜିଲ୍ଲାର ଏକ ଗାଁରେ ଜଣେ ଗହଣା ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୨୦୨୦ ମସିହାରେ ଗହଣା ବ୍ୟବସାୟୀଙ୍କୁ ଟଙ୍କା ଦେବାକୁ ନେଇ ଗଣ୍ଡଗୋଳ ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରି ଜଙ୍ଗଲ…

ସିଙ୍ଗାପୁରରୁ ଫେରିଲେ ୪୦ ଛାତ୍ରଛାତ୍ରୀ, ରୋବୋଟିକ୍ସ ଓ ଡ୍ରୋନ୍ ଟେକ୍ନୋଲୋଜି ବିଷୟରେ ନେଲେ ତାଲିମ

ଭୁବନେଶ୍ୱର: ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍‌ନିକାଲ ଏଜୁକେସନରେ (ଆଇଟିଇ) ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ‘ଆଇଟିଇ’ରେ…

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଜଣଙ୍କୁ ହତ୍ୟା, ୪ ଅଟକ

ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଏକ ଗାଁରେ ପ୍ରତିପକ୍ଷ ଗୋଷ୍ଠୀ ଦୁଇ ଜଣଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। କବିସୂର୍ଯ୍ୟନଗର ଥାନା ସୁନାରିଝୋଲା ଗ୍ରାମର ମିଥୁନ ଭୂୟାଁ ଓ ତାଙ୍କ ଭିଣୋଇ ହିଞ୍ଜିଳିକଟ…

ଗୁରୁ ଦିବସ: ଓଡିଶାର ୪ ଜଣ ଶିକ୍ଷକଙ୍କ ସମେତ ୭୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା ୭୫ ଜଣିଆ…

ନୂଆଦିଲ୍ଲୀର ହସ୍ତଶିଳ୍ପ ବଜାରରେ ପ୍ରଦର୍ଶିତ ହେବ ଓଡ଼ିଶାର ପଟ୍ଟଚିତ୍ର କଳା

ଭୁବନେଶ୍ୱର: ଓଡ଼ିଶାର ‘ପଟ୍ଟଚିତ୍ର କଳା’ ଦେଶର ପ୍ରସିଦ୍ଧ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ । ଏଥିରେ ଓଡ଼ିଶାବାସୀଙ୍କ ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ ବିଶ୍ୱାସ ଜଡ଼ିତ । ପଟ୍ଟଚିତ୍ର କଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଆଙ୍କ ଆସ୍ଥା ଏବଂ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଓ…

ପିଆଜର କଳା ଆସ୍ତରଣ ବଢାଇ ପାରେ ରୋଗର ସମସ୍ୟା 

ଭୁବନେଶ୍ୱର: ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ…