Latest Odisha News

BREAKING NEWS

ଓଏସଏସସି ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ଜେଇ (ସିଭିଲ) ମେନ୍ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିବା ସହ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତର ନେତୃତ୍ୱ ଜଣେ ଡିଆଇଜି ପାହ୍ୟାର ଅଧିକାରୀ କିମ୍ବା ଉଚ୍ଚ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୪ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ଆଜି ଚାର୍ଜସିଟ୍ ଦାଖଲ କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏଭଳି ତଥ୍ୟ ପଦାକୁ ଆସିଛି। ଏହି ଚାର୍ଜସିଟରେ ତିନି ଜଣ ରେଳ କର୍ମଚାରୀଙ୍କ ନାଁ ରହିଛି। ଏହି ବ୍ୟକ୍ତିମାନେ ହେଲେ ବରିଷ୍ଠ ସେକ୍ସନ…

ଶନିବାର ରାଜ୍ଯର ବିଭିନ୍ନ ସ୍ଥାନରେ ବଜ୍ରପାତରୁ ସାତ ମୃତ, ଆଠ ଆହତ

ଭୁବନେଶ୍ୱର: ଶନିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ଜଣ ଯୁବକ, ଜଣେ ନାବାଳକ, ଜଣେ ଚାଷୀ, ଜଣେ ବୃଦ୍ଧ, ଜଣେ ଯୁବକ ଓ ଜଣେ ୫୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା,…

ରାଜଧାନୀରେ ଗହଣା ଦୋକାନର ସଟର ଭାଙ୍ଗି ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ପଟିଆ ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଥିବା ଏକ ଗହଣା ଦୋକାନରେ ଶନିବାର ବଡି ଭୋର ୩ ଜଣ ଲୁଟେରା ଡକାୟତି କରି ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଦୋକାନ ଖୋଲିବା ପାଇଁ ଆସିଥିବା ବେଳେ ଦୋକାନର ତାଲା ଭାଙ୍ଗିଥିବା ଓ ସଟର୍ ଭାଙ୍ଗିଥିବା…

ବ୍ରହ୍ମପୁରରେ ଆୟୁଷ ଛାତ୍ରଛାତ୍ରୀଙ୍କ ୫୦୦ ମେଡିକାଲ ଅଫିସର ନିଯୁକ୍ତି ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପାଥି ମେଡିକାଲ କଲେଜରେ ୫୦୦ ଆୟୁର୍ବେଦିକ ଓ ୫୦୦ ହୋମିଓପାଥି ମେଡିକାଲ ଅଫିସର ନିଯୁକ୍ତି ଦାବିରେ ଦୁଇ ଦିନ ହେଲା ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାସହ ପ୍ରତିବର୍ଷ ୧୦୦ଟି ପଦବୀ ସୃଷ୍ଟି କରିବା ସହ…

ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍କୁଲ୍ ଡ୍ରପ୍ ଆଉଟ୍ ହାର ବୃଦ୍ଧିକୁ ନେଇ ସବୁ ମହଲରୁ ସମାଲୋଚନା ହେବା ପରେ ରାଜ୍ୟ ସରକାର ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ସହଯୋଗରେ ଦଶମ ଶ୍ରେଣୀରେ ଫେଲ୍ ଓ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ୍…

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର…

ଡଙ୍ଗରିଆଙ୍କ ଶାଲ ଓ ଲାଂଜିଆ ସଉରାଙ୍କ ଇଡିତାଲ୍କୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା : କେନ୍ଦ୍ର ସରକାର ଜାରି କଲେ…

ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ପାଇବା ପାଇଁ ପଦକ୍ଷେପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କ୍ରମରେ ରାୟଗଡା ଜିଲ୍ଳାର ନିୟମଗିରି ପାହାଡର ପାଦ ଦେଶରେ ରହୁଥିବା ଡଙ୍ଗରିଆ କନ୍ଧ ଆଦିମ ଜନଜାତି ମହିଳାମାନଙ୍କ ଦ୍ୱାରା ବୁଣାଯାଉଥିବା ଆର୍କଷଣୀୟ…

ପାକିସ୍ତାନକୁ ହରାଇ ଭାରତ ହେଲା ହକି ୫ଏସ ଏସିଆ କପ ବିଜେତା

ନୂଆଦିଲ୍ଲୀ: ଭାରତୀୟ ହକି ଟିମ ଫାଇନାଲରେ ପାକିସ୍ତାନକୁ ହରାଇ ହକି ୫ଏସ ଏସିଆ କପ ବିଜେତା ସାଜିଛି । ଶନିବାର ଖେଳା ଯାଇଥିବା ଫାଇନାଲରେ ଉଭୟ ଟିମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୪ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ପେନାଲ୍ଟି…

ପକ୍ଷୀଙ୍କ ସହ ମିଶିବାକୁ ବୈଜ୍ଞାନିକଙ୍କ ନୂଆ ପ୍ରୟାସ : ବର୍ଷେ ହେଲାଣି ପକ୍ଷୀ ମୁଖା ପିନ୍ଧି ଜଙ୍ଗଲରେ

ଜାପାନ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଲକ୍ଷ୍ୟ ହାସଲ କରିବାକୁ ସବୁକିଛି କରିବାକୁ ପ୍ରସ୍ତୁତ । ନିକଟରେ ଜାପାନର ଏମିତି ଜଣେ ବୈଜ୍ଞାନିକ ନିଜ ଲକ୍ଷ୍ୟ ହାସଲ କରିବାକୁ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ସେ ଏବେ ଖୁବ୍ ଚର୍ଚ୍ଚାରେ । ସେ ମାସେ କି ଛଅ ମାସ ନୁହେଁ ଦୀର୍ଘ ଏକ…