Latest Odisha News

BREAKING NEWS

ଚଳନ୍ତି ବଗିଚା: ଅଟୋରେ ପରିବେଶର ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଚାଳକ

ଚେନ୍ନାଇ: ଦିନକୁ ଦିନ ଲୋକସଂଖ୍ୟା ବଢିବା ସହ ଯାନବାହନର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଫଳରେ ଅହେତୁକ ଭାବେ ବୃଦ୍ଧି ପାଉଛି ଦିନର ତାପମାତ୍ରା । ପରିବେଶ ଅନୁସାରେ ଋତୁର ନାମକରଣ କରାଯାଇଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।…

ଆଖିବୁଜିଲେ ବରିଷ୍ଠ ହାସ୍ୟାଭିନେତା ଆର.ଏସ. ଶିବାଜୀ

ମୁମ୍ବାଇ: ଆଖିବୁଜିଲେ ତାମିଲ ସିନେମାର ଲୋକପ୍ରିୟ ବରିଷ୍ଠ ହାସ୍ୟାଭିନେତା ଆରଏସ ଶିବାଜୀ । ୬୬ବର୍ଷ ବୟସରେ ଶନିବାର ସକାଳେ ଚେନ୍ନାଇରେ ତାଙ୍କର ପରଲୋକ ହୋଇଛି । ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଏହି ଖବର…

୯ ବର୍ଷର ଶିଶୁକୁ ହେଇଛି ଅଦ୍ଭୁତ ରୋଗ: ଯନ୍ତ୍ରଣା, ଥଣ୍ଡା, ଗରମ କିଛି ଅନୂଭୂତ ହେଉ ନାହିଁ

ଆଗ୍ରା: ୯ ବର୍ଷର ଏକ ଶିଶୁକୁ ହେଉଛି ଅଦ୍ଭୁତ ରୋଗ । ଏହାର ଲକ୍ଷଣ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ଶରୀରରେ ଯଦି କୌଣସି ଆଘାତ ହେଉଛି ଏହି ଶିଶୁକୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉ ନାହିଁ । ସେହିପରି ସେ ଥଣ୍ଡା କିମ୍ବା ଗରମ କଣ ଜାଣିପାରୁ ନାହିଁ । ଏମଆରଆଇ…

ରାମ ଚରଣଙ୍କ ଝିଅ ପାଳିଲେ ପ୍ରଥମ ବରଲକ୍ଷ୍ମୀ ବ୍ରତ

ଚେନ୍ନାଇ: ପ୍ରଥମ ବରଲକ୍ଷ୍ମୀ ବ୍ରତ ଧୁମ୍‌ଧାମ୍‌ରେ ପାଳନ କଲେ ସାଉଥ ସୁପରଷ୍ଟାର ରାମଚରଣଙ୍କ ଝିଅ । ସେ ତାଙ୍କ ଘରେ ଏକ ପୂଜାର ଆୟୋଜନ କରିଥିଲେ । ଏହି ପୂଜାରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ରାମଚରଣଙ୍କ ପତ୍ନୀ ଉପାସନା…

ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’

ଭୁବନେଶ୍ୱର: ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’ । ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ   । ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପକ୍ଷରୁ ନିର୍ମିତ ‘କର୍ତ୍ତବ୍ୟ’ର କେନ୍ଦ୍ରରେ ଜଣେ କର୍ତ୍ତବ୍ୟପରାୟଣ…

‘ବ୍ଲୁ ଡ୍ରାଗନ୍ ସି ସ୍ଲଗ୍‌’ ଜୀବ ଦେଖିବାକୁ ଯେତିକି ସୁନ୍ଦର ସେତିକ ସାଂଘାତିକ

ଥାଇଲାଣ୍ଡ: ଗଭୀର ସମୁଦ୍ରରେ ଅନେକ ପ୍ରକାର ବିଷାକ୍ତ ଜୀବ ଅଛନ୍ତି । ସେଥିମଧ୍ୟରୁ ବ୍ଲୁ ଡ଼୍ରାଗନ୍ ସି ସ୍ଲଗ୍ ହେଉଛି ଅନ୍ୟତମ । ଏହା ଦେଖିବାକୁ ବହୁତ  ଛୋଟ ହୋଇଥିବା ବେଳେ ଅଧିକ ବିଷାକ୍ତ । ସାଧାରଣତଃ ସନ୍ତରଣକାରୀ ଓ ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କଠାରୁ ଦୂରେଇ ରହିବା ଓ ନ ଛୁଇଁବା ପାଇଁ…

ଆଦିତ୍ୟ ଏଲ-୧ର ସଫଳ ଲଞ୍ଚିଂ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟପତି

ବାଙ୍ଗାଲୋର:ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି ଆଦିତ୍ୟ ଏଲ-୧ । ପିଏସଏଲଭି-ସିଏସ୫୭ ରକେଟରେ ଲଞ୍ଚ ହେବାପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସୂର୍ଯ୍ୟଯାନକୁ  ୪ ମାସ ସମୟ ଲାଗିବ । ଏହି ସୂଚନା ଇସ୍ରୋ ମୁଖ୍ୟ  ସୂଚନା ଦେବା ପରେ ସାରା ଦେଶରେ ଖୁସିର ଲହରୀ । ଆଦିତ୍ୟ ଏଲ ୧ର…

ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ

ନୂଆଦିଲ୍ଲୀ: ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ ଉଦୟ । ତେବେ ଗତକାଲି ସେ ତାଙ୍କର ଉସ୍ତଫାପତ୍ର ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସ ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କ…

ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ବୁଲିଲାଣି ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଆଜି ନୂଆ ରେକର୍ଡ ସୃଷ୍ଟି କରିଛି ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ । ଲ୍ୟାଣ୍ଡିଂ ଜୋନ ‘ଶିବଶକ୍ତି ପଏଣ୍ଟ’ଠାରୁ ବର୍ତ୍ତମାନ ସୁଦ୍ଧା ରୋଭର ‘ପ୍ରଜ୍ଞାନ’ ୧୦୦ ମିଟର ବିଚରଣ କରିସାରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ…