ପ୍ରଦୂଷଣ ପାଇଁ ଦିଲ୍ଲୀରେ ରହୁଥିବା ନାଗରିକଙ୍କ ଆୟୂଷ ତୁଳନାତ୍ମକ ଭାବେ ଦ୍ରୁତ ଗତିରେ କମୁଛି !
ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଏକ ବଡ଼ ବିପଦ। ଯାହା ହାରାହାରି ଭାରତୀୟଙ୍କ ଆୟୁଷକୁ ୫.୩ ବର୍ଷ କମାଇ ଦେଉଛି। ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ୧୧.୯ ବର୍ଷ ଯାଏଁ ଆୟୁଷ କମିଯାଇପାରେ। ଚିକାଗୋ ବିଶ୍ବବିଦ୍ୟାଳୟ ଦ୍ବାରା ଜାରି ହୋଇଥିବା…