Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀ, ବ୍ୟବସାୟୀଙ୍କୁ କରୁଛନ୍ତି ଡେଟ୍ !

ମୁମ୍ବାଇ: ବ୍ୟବସାୟୀଙ୍କ ପ୍ରେମରେ ପଡିଲେ ରିୟା ଚକ୍ରବର୍ତ୍ତୀ।। ରିୟା ଚକ୍ରବର୍ତ୍ତୀଙ୍କ ବଏଫ୍ରେଣ୍ଡ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲେ। ଏହା ପରେ ରିୟା ବଣ୍ଟି ସାଜଦେହଙ୍କ ସହ ରିଲେସନସିପରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ରିୟା ଅନ୍ୟ ଜଣେ…

କଲେଜ ପରିସରରେ ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଯୁକ୍ତ-୨ ଦ୍ୱିତୀୟ ବର୍ଷର ଜଣେ ଛାତ୍ର କଲେଜ ନିକଟରେ ଥିବା ଏକ ଗଛରେ ଝୁଲି ପଡିଥିବା ଦେଖିବାକୁ ମିଳିଛି। ମୃତକ ହେଲେ ବେତନଟୀ ଥାନା ଅନ୍ତର୍ଗତ କେସିପୁର ଗାଁ ନିକଟସ୍ଥ ରାଗଧା ଗାଁର ହାଡିବନ୍ଧୁ ସିଂଙ୍କ ପୁଅ…

ଏମିତି ବି ଆସେ ମୃତ୍ୟୁ : ହୋଟେଲରେ ଖାଇବାକୁ ବସିଥିଲେ ଟଳିପଡିଲେ

ପୁରୀ: ଏମିତି ବି ମୃତ୍ୟୁ ଆସେ । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ । ଯାହା ସମସ୍ତଙ୍କୁ  ସ୍ତମ୍ଭିଭୂତ କରିଛି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୁରୀ ବେଳାଭୂମି ରେଣୁକା ଗଳିରେ ଥିବା ଏକ ପେଟପୂଜା ନାମକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହୋଟେଲକୁ ଖାଇବାକୁ ଆସି…

ଦିଲ୍ଲୀ ଭଜନପୁରାରେ ଫୁଟିଲା ଗୁଳି : ଆମାଜନ୍ ସିନିଅର୍ ମ୍ୟାନେଜର ମୃତ, ସହକର୍ମୀ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ଭଜନପୁରାରେ ଫୁଟିଲା ଗୁଳି  । ଆମାଜନର ମ୍ୟାନେଜରଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହରପ୍ରିତ ସିଂ ବୋଲି ଜଣାପଡିଛି । ସେ ତାଙ୍କ ମାମୁଁ  ଗୋବିନ୍ଦଙ୍କ ସହ ବାଇକରେ ଯାଉଥିବାବେଳେ ଭଜନପୁରା ଅଞ୍ଚଳରେ ଗୁଳିମାଡ ହୋଇଛି  ।  ଘଟଣା ସ୍ଥଳରେ…

ଗାଜିଆବାଦରେ ଛାତିଥରା ହତ୍ୟାକାଣ୍ଡ: କୋର୍ଟରେ ଓକିଲଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଉତ୍ତର ପ୍ରଦେଶ:  ଗାଜିଆବାଦ ସିହାନିଗେଟ୍‌ ଥାନା ଅଞ୍ଚଳରେ ଛାତିଥରା ହତ୍ୟାକାଣ୍ଡ ଘଟିଛି। କୋର୍ଟରେ ପଶି କିଛି ଦୁର୍ବୃତ୍ତ ଜଣେ ଓକିଲଙ୍କୁ ହତ୍ୟା କରିଛନ୍ତି। ଓକିଲ ନିଜ ଚ୍ୟାମ୍ବରରେ ବସିଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

ଚାଇନାର ମ୍ୟାପ୍‌ ବିବାଦ: ମୋଦୀ ସରକାରଙ୍କୁ ମିଛୁଆ କହିଲେ ରାହୁଲ

ନୂଆଦିଲ୍ଲୀ: ଚାଇନା ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଯେଉଁଥିରେ ଚୀନ୍, ଭାରତର ବହୁ ଅଂଶକୁ ନିଜର ବୋଲି ଦେଖାଇଛି। ବିଶେଷ କରି ସେଥିମଧ୍ୟରୁ ମୁଖ୍ୟତ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ରହିଛି। ଚୀନର ଏହି ନୂଆ ମାନଚିତ୍ରକୁ ନେଇ କଂଗ୍ରେସ…

ମୋରେନାରେ ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ : ୫ ମୃତ, ଏକାଧିକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୋରେନା ସ୍ଥିତ ଏକ ଖାଦ୍ୟ ପ୍ରସ୍ତୁତ କାରଖାନାରେ ଅଘଟଣ  । ବିଷାକ୍ତ ଗ୍ୟାସ ଲିକ କାରଣରୁ ଅଣନିଶ୍ୱାସୀ ହୋଇ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି  । ଦୁର୍ଘଟଣା ପାଇଁ ଫ୍ୟାକ୍ଟ୍ରି ମାଲିକଙ୍କୁ ଦାୟୀ କରି କମ୍ପାନୀ ନିକଟରେ…

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ, ଗଞ୍ଜାମରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ହେଉଛି ଦୁର୍ବଳ। ନିଅଣ୍ଟିଆ ବର୍ଷା ଚିନ୍ତା ବଢାଉଛି। ଫଳରେ ଚାଷ କାମ ଆରମ୍ଭ ହୋଇପାରୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩% କମ୍। ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ…

ସ୍କୁଲ ଛୁଟିକୁ ନେଇ ବିହାର ସରକାରଙ୍କ ବଡ ଘୋଷଣା: ତାଲିକାରୁ କଟିଲା ରକ୍ଷାବନ୍ଧନ ସମେତ ୧୨ଟି ଛୁଟି

ବିହାର : ବିହାର ସରକାର ରାଜ୍ୟରେ ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏବେ ବିହାରର ସ୍କୁଲଗୁଡ଼ିକରେ ଛୁଟି ସଂଖ୍ୟାକୁ କମାଇ ଦିଆଯାଇଛି। ଶିକ୍ଷା ବିଭାଗ ସ୍କୁଲଗୁଡ଼ିକରେ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଦିଆଯାଉଥିବା ଛୁଟିର ଏକ ନୂଆ ତାଲିକା ଜାରି କରିଛି। ଏବେ ସ୍କୁଲଗୁଡ଼ିକରେ ୨୩ଟି…

ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ଟ୍ରେନ୍ ସେବା

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୩୧)ଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ। ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ। ପୂର୍ବତଟ…