Latest Odisha News

BREAKING NEWS

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ, ଗଞ୍ଜାମରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ହେଉଛି ଦୁର୍ବଳ। ନିଅଣ୍ଟିଆ ବର୍ଷା ଚିନ୍ତା ବଢାଉଛି। ଫଳରେ ଚାଷ କାମ ଆରମ୍ଭ ହୋଇପାରୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩% କମ୍। ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ…

ସ୍କୁଲ ଛୁଟିକୁ ନେଇ ବିହାର ସରକାରଙ୍କ ବଡ ଘୋଷଣା: ତାଲିକାରୁ କଟିଲା ରକ୍ଷାବନ୍ଧନ ସମେତ ୧୨ଟି ଛୁଟି

ବିହାର : ବିହାର ସରକାର ରାଜ୍ୟରେ ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏବେ ବିହାରର ସ୍କୁଲଗୁଡ଼ିକରେ ଛୁଟି ସଂଖ୍ୟାକୁ କମାଇ ଦିଆଯାଇଛି। ଶିକ୍ଷା ବିଭାଗ ସ୍କୁଲଗୁଡ଼ିକରେ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଦିଆଯାଉଥିବା ଛୁଟିର ଏକ ନୂଆ ତାଲିକା ଜାରି କରିଛି। ଏବେ ସ୍କୁଲଗୁଡ଼ିକରେ ୨୩ଟି…

ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ଟ୍ରେନ୍ ସେବା

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୩୧)ଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ। ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ। ପୂର୍ବତଟ…

ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ଟ୍ରି ରିଲୋକେସନ ପାଇଁ ଜାରି ହେଲା ଏସଓପି

ଭୁବନେଶ୍ବର: ଟ୍ରି ରିଲୋକେସନ ପାଇଁ SOP  ଜାରି ହୋଇଛି । ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ୱାରା ୩୪.୫ ପ୍ରତିଶତ ଗଛ ବୃଦ୍ଧି ହେଲାଣି । ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ…

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ ନୁହେଁ ଇଥାନଲରେ ଚାଲିବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ଇଥାନଲ କାର ଲଞ୍ଚ କରିଛନ୍ତି ଯାହା ୧୦୦% ଇଥାନଲରେ ଚାଲିବା ପାଇଁ ସକ୍ଷମ। ଗଡକରୀ ଟୟୋଟା ଇନୋଭାର ଫ୍ଲେକ୍ସ ଇନ୍ଧନ ମଡେଲ ଲଞ୍ଚ କରିଛନ୍ତି। ଇଥାନଲ ବିଷୟରେ ସବୁଠୁ ବଡ଼ କଥା ହେଉଛି ଏହା ତେଲ କୂଅରୁ ନୁହେଁ ବରଂ…

ରାଜଧାନୀରେ ସାବାଡ଼ ହେବେ ଅପରାଧୀ: ସହର ଉପରେ ୨୪ ଘଣ୍ଟା ନଜର ରଖିବ ସିସିଟିଭି

ଭୁବନେଶ୍ୱର : କଟକ ପରେ ରାଜଧାନୀରେ ଆରମ୍ଭ ହେବ ସହଭାଗିତା କାର୍ଯ୍ୟକ୍ରମ  । ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନୂଆ ଋଣନୀତି ପସ୍ତୁତ କରାଯାଇଛି । ‘ସହଭାଗିତା’ ନାଁରେ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ଅପରାଧିକ କାର୍ଯ୍ୟକଳାପ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କମିଶନରେଟ…

ଅରୁଣାଞ୍ଚଳ ପ୍ରଦେଶକୁ ନେଇ ପୁଣିଥରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ନିର୍ଦ୍ଧାରଣ ବିବାଦ

ନୂଆଦିଲ୍ଲୀ: ପୁଣି ଥରେ ଚୀନର ବଦମାସୀ ସାମ୍ନାକୁ ଆସିଛି । ଭାରତର ଭୌତିକ ସମ୍ପତି ଉପରେ ଚୀନ୍ ସବୁବେଳେ ତାର ଚୋରାଦୃଷ୍ଟି ରଖିଛି । ଭାରତର ଭୁସମ୍ପତିକୁ ହଡ଼ପ କରିବା ପାଇଁ ସଡ଼ଯନ୍ତ୍ର କରିବା ଚୀନର ଏକ ପୁରୁଣା ଅଭ୍ୟାସ । ବର୍ତ୍ତମାନ ଗୋଟେ ପଟେ ଭାରତରେ ଜି-୨୦ ପାଇଁ ଭବ୍ୟ ପ୍ରସ୍ତୁତି…

ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍‌: ଆପ୍

ନୂଆଦିଲ୍ଲୀ: ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରାଯାଇଛି। ଆପର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ଅରବିନ୍ଦ…

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ! ଦୋକାନ ବାରଣ୍ଡାରୁ ମିଳିଲା ଦୋକାନୀଙ୍କ ମୃତଦେହ

ବରଗଡ଼ : ବରଗଡ ଜିଲ୍ଲା ବରପାଲି ଥାନା ବାରଗୁଡା ଗାଁରେ ଜଘନ୍ୟକାଣ୍ଡ  । ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଗୋପବନ୍ଧୁ ସେଠ ବୋଲି ଜଣାପଡିଛି  । ପୋଲିସ ଘଟଣାରେ  ତଦନ୍ତ ଜାରି ରଖିଛି । ସୂଚନା ମୂତାବକ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ…