Latest Odisha News

BREAKING NEWS

ରୋଗୀଙ୍କ ଜୀବନ ସହ ଖେଳ: A ପଜିଟିଭ ପ୍ୟାକେଟରେ ମିଳିଲା B ପଜିଟିଭ ରକ୍ତ, ଅବସ୍ଥା ଗୁରୁତର

କଟକ: ରୋଗୀଙ୍କ ଜୀବନ ସହ ଖେଳ । ରକ୍ତ ପ୍ୟାକେଟ ବାହାରେ ଲେଖାହୋଇଛି ‘ଏ’ ପିଜିଟିଭ୍  । କିନ୍ତୁ ଭିତରେ ‘ବି’ ପିଜିଟିଭ୍ ଥିବା ରକ୍ତ ରୋଗୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ଭିନ୍ନ ଗ୍ରୁପର ରକ୍ତ ନେଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଟକର ଏକ…

ଭାରତ ସହ ମିଶିବେ ବୋଲି ଧମକ ଦେଲେ ଗିଲଗିଟ-ବାଲଟିସ୍ତାନବାସୀ

ନୂଆଦିଲ୍ଲୀ: ପାକିସ୍ତାନର ଗିଲଗିଟ-ବାଲଟିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ହଜାର ହଜାର ଲୋକ ରାସ୍ତାକୁ ଆସି ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗିରଫ ହୋଇଥିବା ସେମାନଙ୍କ ନେତାମାନଙ୍କୁ ତୁରନ୍ତ ଛାଡିବା ପାଇଁ ଦାବୀ କରିଛନ୍ତି । ଏପରିକି ଯଦି ଏହା…

ସୁଟିଂ ବେଳେ ଅଘଟଣ: ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଶ୍ରେୟାନ ଓ ଭୂମିକା

କଟକ: ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। ଯବାନ ପରିବାରର ସଂଘର୍ଷ କାହାଣୀ ଉପରେ ଆଧାରିତ ଫିଲ୍ମ ଅପରେସନର ସୁଟିଂ ବେଳେ ଘଟିଛି ଏକ ବଡ ଅଘଟଣ ।  କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ…

ପୁଣି ଅଶାନ୍ତ ମଣିପୁର: ଫୁଟିଲା ଗୁଳି, ଚାଲିଗଲା ଦୁଇ ଜୀବନ, ୪ ଗିରଫ

ମଣିପୁର: ଥମୁନି ମଣିପୁର ହିଂସା  । ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରୁଛି  । ଆଜି ମଣିପୁରରେ ପୁଣି ଗୁଳି ଫୁଟିଛି  । ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଏହି…

ଅସ୍ତରଙ୍ଗରେ ନିଆରା ରକ୍ଷାବନ୍ଧନ: ଗଛରେ ରାକ୍ଷୀ ବାନ୍ଧି ପର୍ବ ପାଳିଲେ ମହିଳା

ଅସ୍ତରଙ୍ଗ: ରାକ୍ଷୀ । ସୂତା ଖଣ୍ଡିଏ ନୁହେଁ , ସେ ସଂପର୍କର ସେତୁ । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ । ଚଳିତ ବର୍ଷ ପଞ୍ଜିକାରେ ଆଜି ରକ୍ଷା ବନ୍ଧନ ଓ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଉଲ୍ଲେଖ ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା…

ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର:  କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବଢିଲା ଅଡୁଆ । ସୌରିନଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଅବଧି ଶେଷହେବା ପରେ ସେ ହାଇକୋର୍ଟରେ ପୁଣି ଜାମିନ୍ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ପୋଲିସ କୋର୍ଟରେ ଦାଖଲ…

କିଏ କୀଡନି ତ କିଏ ଦେଲା ଲିଭର: ରକ୍ଷା ବନ୍ଧନରେ ଭଉଣୀ ଦେଲେ ଭାଇକୁ ‘ଜୀବନ’ ଉପହାର

ନୂଆଦିଲ୍ଲୀ: ଭାଇ ପରି କେହି ନାହିଁ । ରାଗୁଥିବ, ମାରୁଥିବ..ହେଲେ ଛାଇ ପରି ଜଗିଥିବ । ଏମିତି ଭାଇ-ଭଉଣୀଙ୍କ ସମ୍ପର୍କ । ଏ ସମ୍ପର୍କ ଦେବାନେବାର ନୁହେଁ । ଏ ସମ୍ପର୍କ ଭାବର…ଭଲ ପାଇବାର । ଏ ସମ୍ପର୍କ ଆବେଗର..ଆଶ୍ୱାସନାର । ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ ।…

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟାବହ ଦୁର୍ଘଟଣା: ଚାଲିଗଲା ୭ ଜୀବନ

ପାଟଣା: ଭୟଙ୍କର ସଡକ ଦୁର୍ଘଟଣା । ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏମିତି ଛାତିଥରା ଦୁର୍ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାରେ  । ଏନଏଚ ୨ର ପଖନାରୀ ନକଟରେ ଏହି…

ସତ କି ମିଛ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କ'ଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ଆଜିଠୁ ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିବ ତେଜସ୍ କୋଚ

ଭୁବନେଶ୍ବର: ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ ତେଜସ କୋଚ ସହ ଚଳାଚଳ କରିବ ।ବୁଧବାରଠାରୁ ଏହା ଚଳାଚଳ କରିବ । ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର…