Latest Odisha News

BREAKING NEWS

ପ୍ରେସମିଟ୍ ପୂର୍ବରୁ ହାତ ଗୋଡ ବାନ୍ଧି ପ୍ରଫୁଲ୍ଲ ସାମନ୍ତରାଙ୍କୁ ନେଇଗଲେ, ପୋଲିସ ଗୁଣ୍ଡା ସାଜିଥିବା ଅଭିଯୋଗ

ରାୟଗଡ଼ା: ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ବେଳେ ରାୟଗଡ଼ାରୁ ଏକ ବଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।। ମଙ୍ଗଳବାର ସ୍ଥାନୀୟ ହୋଟେଲ୍ ସ୍ବାଗତ ନିକଟରୁ ତାଙ୍କୁ ୩ ରୁ ୪ ଜଣ ହାତ ବାନ୍ଧି ମୁହଁରେ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଳନ କଳା ୧୫ତମ ପ୍ରତିଷ୍ଠା ଦିବସ

କୋରାପୁଟ: ଲାଣ୍ଡିଗୁଡା କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରସ୍ୱତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ବିଧି ବିଧାନ ପୂର୍ବରୁ ପୂଜକ ନିଜକୁ ଶୁଦ୍ଧପୂତ କରି ଆରାଧ୍ୟ ଦେବତାଙ୍କ ସମ୍ମୁଖରେ ବା ସମୀପରେ ଆସନ ପକାଇ ଉପବେଶନ କରିବେ। ଅତି କମରେ ଗୋଟିଏ କୁଶକୁ ମଧ୍ଯ…

ଗ୍ଯାସ ଦର କମିଲା: କ’ଣ କହୁଛନ୍ତି ଗୃହିଣୀ, ନେତା ଓ ଅର୍ଥ ବିଶାରଦ?

ଭୁବନେଶ୍ୱର: ଆଗକୁ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ରହିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଏଲପିଜି ସବସିଡି ଘୋଷଣା କରିଛି। ଯଦିଓ ଏହାକୁ ରାକ୍ଷୀ ଉପହାର ବୋଲି କେନ୍ଦ୍ର ସରକାର କହିଛନ୍ତି କିନ୍ତୁ ଏହାଦ୍ୱାରା ହାଣ୍ଡିଶାଳ ବୁଝୁଥିବା ଗୃହିଣୀ…

ମହିଳାଙ୍କୁ ଅପମାନ କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ଯଦି ଯୌନ ଇଙ୍ଗିତ ହୋଇନଥିବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କୁ ଅପମାନିତ କରିବା କିମ୍ବା ତାଙ୍କ ପ୍ରତି ଅସଭ୍ୟ ବ୍ୟବହାର କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଯଦି ବ୍ୟବହାର କରାଯାଇଥିବା ଶବ୍ଦ ଯୌନ ଇଙ୍ଗିତ ଦେଉ ନ ଥାଏ କିମ୍ବା ତାଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ନ…

ମକ୍କା ମଦିନାରେ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ରାକ୍ଷୀ ସାୱନ୍ତ

ମୁମ୍ବାଇ: ବିଲଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥାଆନ୍ତି । କିଛି ଦିନ ହେବ ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଦୁହେଁ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି ।…

ଗହଣା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଙ୍ଗଳବାର ଜଣେ ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ାର ନେହରୁ ଛକ ନିକଟରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ନେଇ ବ୍ୟବସାୟୀ ଜଣକ ନିଜ…

ମୋବାଇଲ ଚୋରି କଲା ମାଛ: କ୍ୟାମେରାରେ କଏଦ

ଏବେ ପିଲାଠାରୁ ବୁଢାଯାଏ ସମସ୍ତଙ୍କ ଭିତରେ ମୋବାଇଲ ମାନିଆ । ହାତରେ ମୋବାଇଲଟିଏ ପଡ଼ିଲେ ସମସ୍ତେ ଏହାର ଭରପୂର ମଜା ନିଅନ୍ତି । କିନ୍ତୁ ମାଛ ଭିତରେ ବି ମୋବାଇଲ ମାନିଆ ରହିଛି, ଏକଥା କ୍ୱଚିତ୍ ଜାଣନ୍ତି । ଆଖିକୁ ବିଶ୍ୱାସ ହେଉ ନ ଥିବା ଏମିତି ଏକ ଘଟଣା ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।…

ଠକେଇ ଅଭିଯୋଗ, ତିନି ଜଣଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)।…

ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ : ୨୩ଟି ଦେଶ କରିଛି ଭ୍ରମଣ

ନ୍ୟୁଜିଲାଣ୍ଡ: ସାଧାରଣତଃ ଛୋଟ ପିଲାଙ୍କୁ ବାହାରକୁ ନେବା ପାଇଁ ଡ଼ାକ୍ତରମାନେ ବାରଣ କରିଥାନ୍ତି । କାରଣ ବାହାର ପ୍ରଦୂଷଣରେ ପିଲାକୁ ଇମ୍ଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସେଥିଲାଗି କୌଣସି ବାପାମାଆ ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ନ ଥାନ୍ତି । ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି…