Latest Odisha News

BREAKING NEWS

ପ୍ରଶଂସକଙ୍କ ଅନୁରୋଧ ରକ୍ଷା କଲେ ରଜନୀକାନ୍ତ, ଭେଟିବାକୁ ଗଲେ ବସଷ୍ଟାଣ୍ଡ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ହଇଚଇ ସୃଷ୍ଟି କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ…

ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଚୀନ୍ ଦାବି କରିବା ପୁରୁଣା ଅଭ୍ୟାସ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ଅଞ୍ଚଳକୁ ନିଜ ଦେଶର ଏକ ଅଂଶ ଭାବରେ ଅନ୍ତର୍ଭୁକ୍ତ କରି ଏକ ସରକାରୀ "ମାନକ ମାନଚିତ୍ର" ଜାରି କରିଥିବାରୁ ଚୀନ୍କୁ ନିନ୍ଦା କରିଛନ୍ତି। ଚୀନର ଏହି ପଦକ୍ଷେପକୁ 'ପୁୁରୁଣା ଅଭ୍ୟାସ' ବୋଲି…

‘ଇଣ୍ଡିଆ ମେଣ୍ଟର ପ୍ରଭାବରେ କେନ୍ଦ୍ର ଏଲିପିଜି ଦରରେ ୨୦୦ ଟଙ୍କା ସବସିଡି ଘୋଷଣା କରିଛି’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଇଣ୍ଡିଆ ମେଣ୍ଟର ପ୍ରଭାବ ସ୍ୱରୂପ ଉଜ୍ଦଳା ଯୋଜନାରେ ଏଲପିଜି ଦର ୨୦୦ ଟଙ୍କା ସବସିଡି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାର ଆଜି ଘୋଷଣା କରିବା ପୂର୍ବରୁ ମଧ୍ୟପ୍ରଦେଶ ଭଳି…

ପାକିସ୍ତାନ ବିପକ୍ଷରେ କିଏ ଭଲ ଖେଳନ୍ତି, ରୋହିତ ନାଁ ବିରାଟ ?

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ବୁଧବାରଠାରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନେପାଳ ଆମ୍ନାସାମ୍ନି ହେବେ । ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୨ରେ ମ୍ୟାଚ ଖେଳାଯିବ । ଏହି ହାଇ ଭୋଲେଟଜ ମୁକାବିଲାର ଭାରତର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ଦୁଇ ମହାନ ଖେଳାଳି ବିରାଟ…

ଭୁବନେଶ୍ୱରରୁ ଉତକେଲା ବିମାନ ବନ୍ଦର ପରୀକ୍ଷାମୂଳକ ଉଡାଣ ସଫଳ, ୩୧ରେ ଉଦଘାଟନ

କଳାହାଣ୍ଡି: କଳାହାଣ୍ଡିର ଉତକେଲା ବିମାନ ବନ୍ଦରକୁ ଡିଜିସିଏର ମଞ୍ଜୁରୀ ମିଳିବା ପରେ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱର-କଳାହାଣ୍ଡି ସେକ୍ଟରରୁ ଉଡ଼ାଣ ଭରିବା ପୂର୍ବରୁ ମଙ୍ଗଳବାର ଇଣ୍ଡିଆଓ୍ୱାନ (IndiaOne) ଏୟାରକ୍ରାଫ୍ଟ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ…

ସାଇକେଲ କି କାର ନୁହେଁ, ଘୋଡ଼ା ଚଢି ସ୍କୁଲ ଆସନ୍ତି ଛାତ୍ର

ଗୁଜୁରାଟ: ଛାତ୍ରମାନେ ସାଧାରଣତଃ ସାଇକେଲ, ରିକ୍ସା, ଭ୍ୟାନ୍ କିମ୍ବା କାରରେ ବିଦ୍ୟାଳୟକୁ ଯାଇଥାନ୍ତି । ହେଲେ ସୁରଟ ଜିଲ୍ଲାର ବାର୍ଡୋଲି ତାଲୁକାସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ର ପ୍ରତିଦିନ ଘୋଡା ଚଢି ସ୍କୁଲ ଆସିଥାନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ହେଲାଣି ସେ ଦୈନିକ…

ଇରାନରେ ପଂହଚିଲା ରୁଷ ଟ୍ରେନ, ଭାରତ ପାଇଁ ଭଲ ଖବର

ତେହେରାନ: ୟୁକ୍ରେନ ସହ ଯୁଦ୍ଧ ଅବସରରେ ପ୍ରଥମ ଥର ପାଇଁ ରୁଷରୁ ଟ୍ରେନ ସଫଳତାର ସହ ତେହେରାନରେ ପଂହଚିଛି । ରୁଷ ଆନ୍ତର୍ଜାତୀୟ ଉତର-ଦକ୍ଷିଣ ପରିବହନ ମାର୍ଗର ଉପଯୋଗ କରି ଇରାନ ରାସ୍ତା ଦେଇ ସାଉଦି ଆରବ ପର୍ଯ୍ୟନ୍ତ ପଂହଚିପାରିଛି । ଏହା ଦ୍ୱାରା ଭାରତ ସମେତ ଅନ୍ୟ ଦେଶଗୁଡିକ ସହ ବ୍ୟାପାର…

ରିଲିଜ୍ ହେଲା ଯବାନର ନୂଆ ଗୀତ ,ଦମଦାର ନୃତ୍ୟରେ ନଜର ଆସିଲେ ଶାହାରୁଖ-ନୟନତାରା

ମୁମ୍ବାଇ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଯବାନର କ୍ରେଜ ଦର୍ଶକଙ୍କୁ ଆକର୍ଷିତ କରିଛି । ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି । ମଙ୍ଗଳବାର ଏହି ଫିଲ୍ମର ନୂଆ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତରେ ଶାହାରୁଖ…

ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବା ଦାବିକୁ ଖାରଜ କଲେ ପୃଥ୍ୱୀରାଜ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇପାରନ୍ତି। ଆଉ ଦଳର ଏହି ପୂର୍ବତନ ବିଧାୟକଙ୍କୁ ସସ୍ମିତ ପାତ୍ର ପରୋକ୍ଷରେ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଏହାପରେ ମଙ୍ଗଳବାର ଓଡ଼ିଶାରେ ଶାସକ…

ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)ର ସୁବିଧାକୁ ସମ୍ପ୍ରସାରିତ କରି ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପ୍ରସାରଣ ବିଶେଷ କରି ସେହି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ନାମ ବର୍ତ୍ତମାନ ଏହି…