Latest Odisha News

BREAKING NEWS

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ…

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ଓ କବି ଭାବେ ବର୍ଣ୍ଣନା କରିଛନ୍ତି, ଯିଏକି ଉଭୟ ଇଂରାଜୀ ଓ ଓଡ଼ିଆ…

ଭାଇରାଲ ଅଡିଓ ଘଟଣା, ନିଲମ୍ବିତ ହେଲେ ମହିଳା କନେଷ୍ଟବଳ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବା ପରେ ରବିବାର କେନ୍ଦୁଝର ଜିଲ୍ଲାରେ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ୍ ପ୍ରସିକ୍ୟୁଟର ଅଫିସରେ କାର୍ଯ୍ୟରତ…

ପୁଣି ମଣିପୁରରେ ଉତ୍ତେଜନା: ଘର ପୋଡ଼ିଲେ, ପୋଲିସର ବନ୍ଧୁକ ଛଡ଼ାଇନେଲେ

ଇମ୍ଫାଲ: ଗତ କିଛି ସପ୍ତାହ ମଧ୍ୟରେ ମଣିପୁରରେ ଟିକିଏ ଶାନ୍ତି ଫେରିଆସିିଥିଲା ପରି ମନେ ହେଉଥିବା ବେଳେ ରବିବାର କିନ୍ତୁ ମଣିପୁରରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ରାଜଧାନୀ ଇମ୍ଫାଲର ନ୍ୟୁ ଲାମ୍ବୁଲାନେ ଅଞ୍ଚଳରେ ରବିବାର ଅପରାହ୍ନରେ ହୋଇଥିବା ହିଂସାରେ ଅଜଣା ବ୍ୟକ୍ତିମାନେ ତିନୋଟି ଘରକୁ…

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ: ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଜାଭେଲିନ୍ ତାରକା ନୀରଜ ଚୋପ୍ରା ପୁଣି ଥରେ ଭାରତର ଗୈାରବ ବଢ଼ାଇଛନ୍ତି କ୍ରୀଡା କ୍ଷେତ୍ରରେ। ହଙ୍ଗେରୀରେ ଖେଳାଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଜାଭେଲିନ୍ ଥ୍ରୋ ଫାଇନାଲରେ…

ଆଡଭାନ୍ସ ବୁକିଂରେ ରେକର୍ଡ଼ କଲା ଶାହାରୁଖଙ୍କ ଫିଲ୍ମ ‘ଯବାନ’

ବମ୍ବେ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ଶାହାରୁଖ ବ୍ୟସ୍ତ ଅଛନ୍ତି । ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ବିଦେଶରେ ମଧ୍ୟ ଫିଲ୍ମର ଆଡଭାନ୍ସ…

ଗୁଜବ ଦୂର କରିବାକୁ ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛିି । କିଛିଦିନ ତଳେ ଉଭୟଙ୍କ ବ୍ରେକଅପ ଖବର ବି ଖୁବ ଚର୍ଚ୍ଚା ହେଉଥିଲା । ସୋସିଆଲ ମିଡିଆରେ ବି ବ୍ରେକଅପ ଖବରର ଗୁଜବ ହେଉଛି । ଏହି ଗୁଜବକୁ ଲୋକଙ୍କ ମନରୁ ଦୂର କରିବା…

ଏମିତି ଗାଁ, ଯେଉଁଠି ପୁରୁଷଙ୍କୁ ଭିନ୍ନ ଭିନ୍ନ ଟ୍ୟୁନ୍‌ରେ ସିଟି ବଜାଇ ଡ଼ାକନ୍ତି ମହିଳା

ମେଘାଳୟ: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ନାଁରୁ ହିଁ ପରିଚିତ ହୋଇଥାନ୍ତି । ଦୁନିଆର ଯେକୌଣସି ସ୍ଥାନକୁୁ ଯାଆନ୍ତୁ, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିନ୍ନ ନାମ ପାଇବେ । ଏହି ନାମ ହେଉଛି ତାଙ୍କର ପରିଚୟ । ଜନ୍ମ ପରେ ପରିବାର ଲୋକେ ପ୍ରଥମେ ନିଜ ସନ୍ତାନର ନାମ ରଖିଥାନ୍ତି । କିନ୍ତୁ…

ପରପାରିରେ କବି ଜୟନ୍ତ ମହାପାତ୍ର

କଟକ : ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ଗତ କଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ନିମୋନିଆରେ ଆକ୍ରାନ୍ତ ହେବା ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ…

‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ ଖୁବଶୀଘ୍ର ଆରମ୍ଭ ହେବ ଡାକ ଟିକଟ: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ‘ଗଡଜାତ ଗାନ୍ଧୀ’ ପୁଣ୍ୟାତ୍ମା ସାରଙ୍ଗଧର ଦାସଙ୍କ ପବିତ୍ର ଜନ୍ମମାଟି ହରେକୃଷ୍ଣପୁରଠାରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଓ କଳସ ଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା,…

ମହିଳା ଓ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ତିନି ଦିନିଆ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। "ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା" ଏବଂ "ୟୁନିସେଫ"ର ମିଳିତ…