Latest Odisha News

BREAKING NEWS

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପରିପେକ୍ଷୀରେ ଅକ୍ଟୋବରର ଶେଷ ସପ୍ତାହରେ ରାହୁଲ ଗାନ୍ଧୀ…

ଅଧାବାଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ, ଗାଡି ଉପରକୁ ପାଣିବୋତଲ, ଅଣ୍ଡାମାଡ କଲେ

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଅଟକାଇଲେ ।  ଅଣ୍ଡା,  ପାଣିବୋତଲ ମାଡ କଲେ  । ଏମିତି ଭାବେ ଆଜି ପ୍ରଦୀପ ସମର୍ଥକ ଓ  ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ବିଷୟରେ ଜଣାଇ ମୁଖ୍ୟମନ୍ତ୍ରୀଙ୍କ…

ବିହାରରୁ ସାମ୍ନାକୁ ଆସିଲା ଲୋମହର୍ଷଣକାରୀ କାଣ୍ଡ: ଚଳନ୍ତା ଗାଡିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ…

ପାଟଣା: ବିହାର ସମସ୍ତିପୁରରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ କାଣ୍ଡ । ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଚଳନ୍ତା ଗାଡିରେ ଗଣଦୁଷ୍କର୍ମ କରାଯାଇଛି । ୩ ଜଣ ଦୁର୍ବୃତ୍ତ ରାତିସାରା ଗାଡିରେ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ରାସ୍ତାକଡରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି…

ଓଡିଶା ପ୍ରସିଦ୍ଧ ମା ‘କାଳିଜାଈ’ ପୀଠ: ଜାଣନ୍ତୁ ଏହି ପୀଠର ମହିମା

ଖୋର୍ଦ୍ଧା: ଭାରତ ହେଉଛି ମନ୍ଦିରର ଭଣ୍ଡାର । ଏଠାରେ ରହିଛି ଅନେକ ଛୋଟ ବଡ ମନ୍ଦିର । କିଛି ମନ୍ଦିରର ରହିଛି କିଛି ଏପରି ଚମତ୍କାର ରହସ୍ୟ ଯାହା ଆଗରେ ସମସ୍ତେ ନତ ମସ୍ତକ। ସେଥିମଧ୍ୟରୁ ଓଡିଶାର ଅନ୍ୟତମ ଦେବୀ ପୀଠ ହେଉଛି ‘କାଳିଜାଈ’ ପୀଠ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଠାରୁ ୧୮ କିଲୋମିଟର…

ଗୌହାଟି ହାଇକୋର୍ଟରେ ହେବ ମଣିପୁର ହିଂସା ମାମଲାର ଶୁଣାଣି, ସୁପ୍ରିମକୋର୍ଟଙ୍କ ଆଦେଶ

ଗୌହାଟି: ମଣିପୁରରେ ହୋଇଥିବା ହିଂସାକାଣ୍ଡର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାୟର ମଧ୍ୟ ହୋଇଛି। ଯେଉଁଥିପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ସଂକ୍ରାନ୍ତ…

ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଚିକିତ୍ସା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏଥିସହ ଏକ ଲକ୍ଷ ଟଙ୍କାର  ଚେକ ଚିକିତ୍ସା ସହାୟତା…

ପାଣ୍ଡିଆନଙ୍କ ଗସ୍ତକୁ ନେଇ ତେଜିଲା ଗଞ୍ଜାମ ରାଜନୀତି: ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ,ପ୍ରଦୀପ ପାଣିଗ୍ରାହୀଙ୍କୁ…

ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ ସେ ବିଧାୟକ ପଦବୀରେ ଅଛନ୍ତି । ତେଣୁ ସେ ସରକାରୀ…

ଆପଣ ସୋରିୟାସିସ୍ ରୋଗରେ ପୀଡିତ କି? ତେବେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ

ଭୁବନେଶ୍ଵର: ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି, ଯେଉଁ କାରଣରୁ ଅନେକ ଲୋକ ଅନେକ ପ୍ରକାର ରୋଗକୁ ସାମ୍ନା କରୁଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଜଟିଳ ରୂପ ଧାରଣ କରୁଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ସୋରିୟାସିସ୍‌ ଆଦି ଚର୍ମ ରୋଗ…

ଅଧିକ କ୍ରିୟାଶୀଳ ହେବ ବିଏମସି; ଖୋଲିବ ୪୧୬ ନୂଆ ପଦବୀ

ଭୁବନେଶ୍ୱର:  ଭୁବନେଶ୍ବର ମହାନଗର ନିଗମ ବା ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ । ନିଗମରେ ନିଯୁକ୍ତି ପାଇବେ ଅଧିକ ବ୍ୟକ୍ତି ।  ଖୋଲିବ ୪୧୬ଟି ନୂତନ ପଦବୀ । ଏହି ପଦବୀକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଏମସିରେ ଆାହୁରି ୪୧୬ ଜଣ ବ୍ୟକ୍ତି ନିଯୁକ୍ତି ପାଇବେ …

ଠକାମିର ଶିକାର ହେଲେ ସ୍ଵୟଂ ଭଗବାନ: ହୁଣ୍ଡିରୁ ବାହାରିଲା ୧୦୦କୋଟିର ଚେକ, ବ୍ୟାଙ୍କ ଯିବାପରେ ଜଣାପଡିଲା ସତ

ହାଇଦ୍ରାବାଦ: ଦେଶ ତଥା ରାଜ୍ୟରେ ବଢିଚାଲିଛି ଠକାମି । ଠକଙ୍କ ପାଦୁର୍ଭାବରୁ ବର୍ତ୍ତି ପାରୁ ନାହାନ୍ତି ବଡ ବଡ ଲୋକ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଠକାମିର ଶିକାର ହୋଇଛନ୍ତି ସ୍ଵୟଂ ଭଗବାନ । ଆଜ୍ଞା ହଁ, ବିଶାଖପାଟନାମରେ ଥିବା ଶ୍ରୀ ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ…