Latest Odisha News

BREAKING NEWS

ଚେସ ବିଶ୍ୱକପ : ଅଳ୍ପକେ ଟାଇଟଲ ହାସଲରୁ ବଂଚିତ ହେଲେ ପ୍ରଜ୍ଞାନନନ୍ଦ

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପରେ ଶେଷରେ ଭାରତକୁ ନିରାଶ ହେବାକୁ ପଡିଛି । ଉଦୀୟମାନ ଚେସ ତାରକା ରମେଶବାବୁ ପ୍ରଜ୍ଞାନନନ୍ଦଙ୍କୁ ହରାଇ ମାଗ୍ନସ କାର୍ଲସେନ ଟାଇଟଲ ହାସଲ କରିଛନ୍ତି । ଗୁରୁବାର ଅନୁଷ୍ଠିତ ଟାଇବ୍ରେକରରେ କାର୍ଲସେନ ୧.୫-୦.୫ରେ ବିଜୟ ହାସଲ କରିଥିଲେ । ର‌୍ୟାପିଡ ଗେମରେ ନରୱେର…

୬୧ ବର୍ଷ ଗର୍ଭରେ ରହିବା ପରେ ବାହାରକୁ ଆସିଲା ପିଲା: ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ବେଜିଂ: ମା ହେବାର ଅଭିଜ୍ଞତା ଯେକୌଣସି ମହିଳାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର । ୯ ମାସର ଗର୍ଭଧାରଣ  ଜଣେ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ଯେତେବେଳେ ୯ ମାସ ପରେ ଜଣେ ମାଆ ପ୍ରଥମଥର ପାଇଁ ନିଜ ପିଲାକୁ ଦେଖେ , ସେହି ମୁହୁର୍ତ୍ତଟି ତା ପାଇଁ ସ୍ମରଣୀୟ ପାଲଟିଯାଏ । କିନ୍ତୁ ଆପଣମାନେ…

ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା କୁ ନେଇ ସ୍ପେଶାଲ୍ ଡୁଡୁଲ କଲା ଗୁଗୁଲ

ନୂଆଦିଲ୍ଲୀ: ଗତକାଲି ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ। ଚନ୍ଦ୍ରଯାନ-୩ ସଫଳପୂର୍ଣ୍ଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି । ତେବେ ଚନ୍ଦ୍ରଯାନ-୩ର ଏହି ସଫଳତାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଥିବା ବେଳେ ବିଶ୍ବର କୋଣ ଅନୁକୋଣରୁ ଇସ୍ରୋକୁ ଛୁଟୁଛି ଶୁଭେଚ୍ଛାର…

ଜି -୨୦ ସମ୍ମିଳନୀକୁ ନେଇ ଦିଲ୍ଲୀରେ ତିନି ଦିନିଆ ଛୁଟି ଘୋଷଣା : ଜାଣନ୍ତୁ କଣ ଖୋଲା ରହିବ ଓ କ’ଣ ବନ୍ଦ ହେବ ?

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁନିଆର ବହୁ  ପ୍ରଭାବଶାଳୀ ନେତାମାନେ ଦିଲ୍ଲୀରେ ଏକାଠି ହେବେ। ଏଭଳି ପରିସ୍ଥିତିରେ ରାଜଧାନୀ ଦିଲ୍ଲୀରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତିନି…

ସର୍ଜରୀ ଦ୍ୱାରା ଲିଙ୍ଗ ପରିବର୍ତ୍ତନ କରିବା ସାମ୍ବିଧାନିକ ଅଧିକାର: ହାଇକୋର୍ଟ

ଆହ୍ଲାବାଦ: ଅସ୍ତ୍ରୋପଚାର ମାଧ୍ୟମରେ ଯେକୌଣସି ବ୍ୟକ୍ତିଙ୍କର ଲିଙ୍ଗ ପରିବର୍ତ୍ତନ କରିବାର ସାମ୍ବିଧାନିକ ଅଧିକାର ରହିଛି। ଦେଶର ସମସ୍ତ ପରୁଷ ଏବଂ ମହିଳା ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି। ଉତ୍ତର ପ୍ରଦେଶର ଡିଜିପିଙ୍କୁ ଜଣେ ମହିଳା ପୋଲିସ କନଷ୍ଟେବଳ ନିଜର ଲିଙ୍ଗ ପରିବର୍ତ୍ତନ…

ଚଳଚ୍ଚିତ୍ର ‘ମିସନ୍ ମଙ୍ଗଲ’ର ନିର୍ଦ୍ଦେଶକରଙ୍କ ବଡ ଘୋଷଣା, ନିର୍ମାଣ ହେବ ‘ଚନ୍ଦ୍ରଯାନ-୩’ ଉପରେ ଫିଲ୍ମ

ମୁମ୍ବାଇ: ଚନ୍ଦ୍ରରେ ତ୍ରୀରଙ୍ଗା ଉଡାଇଲା ଭାରତ । ଅନେକ ଦେଶ ଯାହା କରିପାରିନଥିଲେ, ଭାରତ କମ୍ ବଜେଟ ଏବଂ କମ୍ ସମୟ ମଧ୍ୟରେ ତାହା କରି ଦେଖାଇଛି । ଏହି ସଫଳତା ପାଇଁ ସିନେ ତାରକାମାନେ ମଧ୍ୟ ଖୁସି ମନାଇବା ସହ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଇସ୍ରୋର ସଫଳତା ପାଇଁ ଚଳଚ୍ଚିତ୍ର…

ବ୍ରିକ୍ସ ସମ୍ମିଳନୀରେ ଜିନପିଙ୍ଗଙ୍କୁ କ’ଣ କହିଲେ ମୋଦି ? ଦିଲ୍ଲୀ ଆସିବେ କି ଚୀନ ରାଷ୍ଟ୍ରପତି ?

ଜୋହନ୍ସବର୍ଗ: ଲଦାଖରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସମ୍ମିଳନୀରେ ମୁହାଁମୁହିଁ ହୋଇଛନ୍ତି ମୋଦି ଏବଂ ଜିନପିଙ୍ଗ । ଏହି ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁଇ ନେତା ପ୍ରେସକୁ ନିଜର ବୟାନ…

ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ୮୧ ବର୍ଷ ବୟସରେ କଲେ ଶେଷ ନିଶ୍ଵାସ ତ୍ୟାଗ

ହାଇଦ୍ରାବାଦ: ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ । ଆଜି ସକାଳେ ଅଭିନୟ ଦେଓଙ୍କ ବାସ ଭବନରେ ସୀମା ଦେଓ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସୀମା ଦେଓ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ…

ପୁରୀରେ ଏନକାଉଣ୍ଟର: ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ

ପୁରୀ:  ପୁରୀରେ ଏନ୍‌କାଉଣ୍ଟର  ।  ପୁଲିସ ଗୁଳିରେ ଅପରାଧୀ ପିନୁ  ଓରଫ ପିନାକୀ ବରାଳ ଆହତ । ପିନୁର ବାମ ଗୋଡ଼ରେ  ଗୁଳି ବାଜିଥିବା ଜଣାଯାଇଛି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ଟି ମାମଲା । ପିନୁଠାରୁ…

ରାସ୍ତା ତଳକୁ ଖସିଲା ବସ, ୭ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଏକ ଭାରତୀୟ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାରୁ ୫୦ ମିଟର ତଳକୁ ବସଟି ଖସିପଡିଛି । ଦୁର୍ଘଟଣାରେ ୭ ଜଣ ଭାରତୀୟଙ୍କ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଥିବା ନେଇ ସୂଚନା…