ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଧର ପଣା ସାମଗ୍ରୀ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ "ଅଧର ପଣା "ଭୋଗ ବିଷୟରେ ଆଲୋଚନା କରି ଜାଣିଲେ ଆଗରୁ ତିନିଦିନ, ତାପରେ ଦୁଇଦିନ ଓ ଶେଷରେ ଗୋଟିଏ ଦିନ ଏହି ଅଧର ପଣା ଶ୍ରୀଜୀଉମାନଙ୍କୁ ରଥ ଉପରେ ସମର୍ପିତ ହୋଇଥାଏ।…