ଆଗକୁ ଆସୁଛି ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’
ମୁମ୍ବାଇ: ଓମ୍ ରାଉତଙ୍କ ରାମାୟଣକୁ ନେଇ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଫ୍ଲପ୍ ହୋଇଥିଲା । ଏବେ ପୁଣି ରାମାୟଣକୁ ନେଇ ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’ ସୋନି ଟିଭିରେ ପ୍ରସାରଣ ହେବ । ୨୦୨୪ ମସିହା ଜାନୁୟାରୀରେ ଏହା ରିଲିଜ୍ ହେବ । ଏହି ଧାରାବାହିକ ପୌରାଣିକ ମହାକାବ୍ୟ ରାମାୟଣର ସଦ୍ୟତମ…